ପ୍ରେମିକାର ପ୍ରତାରଣା ,ପ୍ରେମିକ କୁ ଖୋଜି ଖୋଜି ଆସି ରାଜସ୍ଥାନ ରୁ କେନ୍ଦ୍ରାପଡ଼ା

0

Get real time updates directly on you device, subscribe now.

ସୋରଜ୍ ନାମକ ଜଣେ ଯୁବକ ଯାହାଙ୍କର ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ। ସେ କିଛି ମାସ ତଳେ ରାଜସ୍ଥାନ ଯାଇଥିଲେ ସେଇଠି ପାଇପ୍ କାମ କରୁଥିଲେ ।ମାତ୍ର ସେ ସେଠି ଜଣେ ଯୁବତୀକୁ ତାଙ୍କ ପ୍ରେମ ଜାଲରେ ଫସାଇ ଥିଲେ। ଏବଂ ପରେ ସେହି ଯୁବତୀଙ୍କୁ ଗୋଟେ ମନ୍ଦିରରେ ବିବାହ ମୋଧ୍ୟ କରିଥିଲେ। କିନ୍ତୁ କିଛି ଦିନ ହବ ସୋରଜ ରାଜସ୍ଥାନ ରୁ ପାଲେଇଆସିଚନ୍ତି ,ଆଉ ଏବେ ସେଇ ଝିଅ ଜଣଙ୍କ ଗର୍ଭବତୀ ଅଛନ୍ତି। ଏବେ ସେହି ପ୍ରେମିକା ଜଣକ ୭ ମାସର ଗର୍ଭବତୀ।

ଶୋରଜ୍ ଏବଂ ତାଙ୍କ ପ୍ରେମିକାର ବିବାହର କିଛି ବି ପ୍ରମାଣ ନଥିବାରୁ ତାଙ୍କ ପ୍ରେମିକା ନାହିନଥିବ ଅସୁବିଧାରେ ପଡ଼ୁଛନ୍ତି।ଏବେ ସେ ପ୍ରେମିକା ଜଣକ ୭ ମାସର ଗର୍ଭବତୀ ହେଇ ମଧ୍ଯ ରାଜସ୍ଥାନ ରୁ କେନ୍ଦ୍ରାପଡ଼ା ରେ ଆସି ପହଂଚି ଚନ୍ତି ।ସେହି ଝିଅ ପାଖରେ ଶୋରଜ୍ ଆଧାର କାର୍ଡ ଥିଲା ସେ ସାହାଯ୍ୟ ରେ ସେ ଆସି ପଟାମୁଣ୍ଡାଇରେ ପହଞ୍ଚିଛି। କିନ୍ତୁ ଏଇଠି ତନ୍ତୁ କେହି ଗ୍ରହଣ କରିବାକୁ ରାଜି ନୁହନ୍ତି, ଏମିତିକି ଶୋରଜ ନିଯେବି ତାଙ୍କୁ ଜାଣିନି ବୋଲି କହୁଛି। ସମସ୍ତେ ଦୂର୍ ଦୂର୍ ମାର ମାର୍ କରୁଛନ୍ତି।

ଏହି ଅବସ୍ଥାରେ ପୋଲିସ ତାଙ୍କୁ ଗୋଟେ ଆଶ୍ରମରେ ନେଇ ରଖିଚି।ସେପଟେ ପ୍ରେମିକାର ଘର ଲୋକ ବି ଝିଅକୁ ଘରେ ରଖିବାକୁ ମାନକରୁଚନ୍ତି।ଏମିତି ପରିସ୍ଥିତିରେ ସେ ଯିବେ କୁଆଡେ ଆଉ କରିବେ କଣ୍ ଏହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ , ଏବଂ ଜିଲ୍ଲା ପ୍ରଶାସନ କଣ୍ କରୁଛି ତା ଆଉପାରେ ସମସ୍ତଙ୍କ ନଜର।ସେହି ପ୍ରେମିକା ଜଣକ ଏବେ ଜିଲ୍ଲାପାଳ ଙ୍କ ଠାରେ ତାଙ୍କର ଦୁଃଖ ଜଣେଇବାକୁ ଚାହୁଛ୍ତି , ଏବଂ ଶାେରଜ୍ ଙ୍କ ନାମରେ ଲିଖିତ ଅଭିଯୋଗ ଆଣିଛନ୍ତି।

ପୋଲିସ ଏହା ଉପରେ ତଦନ୍ତ ଆରମ୍ଭ କରିଛି।ଏବେ ସେହି ପ୍ରେମିକା ଜଣକ ଜିଲ୍ଲା ପ୍ରଶାସନ ର ତତ୍ୟା ବଧନାରେ ରହୁଛନ୍ତି।ତାଙ୍କ ଦୁଃଖ ଯଦି କେହି ନସୁନନ୍ତି ତାହାଲେ ସେ ଧାରଣାରେ ବୋଷିବେ ବୋଲି କହିଛନ୍ତି ।ଏବେ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନ କଣ୍ କରୁଛି। କୌଭଳି ଭାବରେ ଝିଅ ଟିକୁ ନାୟ ଦେଉଛି।

Leave A Reply

Your email address will not be published.