ବନ୍ଧୁଗଣ ଦିନ କୁ ଦିନ ଖୋଲିବାରେ ଲାଗିଛି ଅର୍ଚ୍ଚନା ଙ୍କ କଳାକାର୍ନାମା ର ଗୁମର । ତେବେ କେବଳ ବଡ ବଡିଆ ଙ୍କୁ ନିଜ ଫାସରେ ପକେଇ ଟଙ୍କା ଆଦାୟ କରୁନଥିଲା ଅନେକ ଯୁବତୀ ଙ୍କୁ ସେ ନିଜର ବ୍ୟବସାୟ ରେ ଲଗେଇଥିଲା । ଆଉ ଭିଡ଼ିଓ କରି ବ୍ଲାକ୍ ମେଲ କରୁଥିଲା । ପାଉଥିଲା ମୋଟା ଅଙ୍କର ଟଙ୍କା । ଏମିତି କିଛି ତଥ୍ୟ ବର୍ତମାନ ସମୟ ରେ ପୋଲିସ ହାତରେ ଲାଗିଛି । ଜାହାକୁ ନେଇ ହରଡ ଘଣାରେ ପଡିଛନ୍ତି ପୋଲିସ ।ଏବେ ଖବର ଆସୁଛି ସେ ଗୋଟେ ବୁଢା ନେତା ଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯାହା ବୟସ ୮୦ ନୁହଁ ପାଖାପାଖି ୮୨ ଠିଆ ହେବାକୁ ବଳ ପାଉନି ହାତ ବି ଥରୁଚି, ଚମ ମୁହଁ ସବୁ ଧୁଡ ଧୁଡ ପଡିଗଲାଣି ତଥାପି ସେ ଜନପ୍ରତିନିଧି ।
ଚାଲିବାକୁ ସାହାରା ଖୋଜୁ ଥିବା ଉତ୍ତର ଓଡିଶାର ଜଣେ ପୁରୁଣା ନେତା, ବୟସ୍କ ନେତା ଏବଂ ଅଭିଜ୍ଞାତା ସଂପୂର୍ଣ୍ଣ ନେତା ସେ ଅର୍ଚନା ନ ଙ୍କ ଜାଲ ରେ ପଡିଛନ୍ତି। ହଁ ଦର୍ଶକ ବନ୍ଧୁ ଯେତେ ଲୁଚେଇବାକୁ ଚେଷ୍ଟା କଲେ ମଧ୍ୟ ଜଳଜଳ ହୋଇ ଦିଶୁଚି । ବୁଝିଲା ଲୋକ ବୁଝିବେ ଜାଣିଲା ଲୋକ ଜାଣିବେ ଏ ନେତା ଜଣକ କିଏରେ ।ଯିଏ ଜାଣି ପାରୁଛନ୍ତି ସେ କହୁଛନ୍ତି ବୁଢା ବୟସରେ ଝଲମଲ । ଏହା ଶୁଣି ଲୋକ ମାନେ କହୁଛନ୍ତି ,କାନ ମୁଣ୍ଡ ଆଉଁସି ଲକ୍ଷାଧିକ ଟଙ୍କା ଦେଇଥିଲେ ଅର୍ଚନା କୁ ତା ପରେ ବି ପୁଣି ଅର୍ଚ୍ଚନା ପ୍ରେମରେ ବାଉଳି ହେଲେ ଏଇ ନେତା । ବ୍ଲାକ ମେଲିଂର ଶିକାର ହେଲ ଲକ୍ଷ ଲକ୍ଷ ଟଙ୍କା ଗଣିଲ ।
ତା ପରେ ବି ଅର୍ଚ୍ଚନାର ସାନିଧ୍ୟ ପାଇଁ ବାଉଳା ହେଲ । ତା ପରେ ଅର୍ଚ୍ଚନାକୁ ପୁରୀ ନେଇ କି ଯାଇଥିଲେ ଏଇ ନେତା ତା ପରେ ତାରକା ହୋଟେଲରେ ଅର୍ଚ୍ଚନା ତମର ଫଟୋ ଉଠେଇ ଦେଲା । ତା ପରେ ତମକୁ ବ୍ଲାକ ମେଲିଂ କଲା ତମେ ଟଙ୍କା ବି ଗଣିଲ ।ତା ପରେ ଝଗଡା ହେଲା ପୁଣି କାହିଁକି କେଜାଣି ତମ ମନ ଉଚ୍ଚନ ହେଲା ପୁଣି ତା ପାଖ କୁ ଗଲେ ଏମିତି କହି ଲୋକ ମାନେ ତାଙ୍କୁ ନିନ୍ଦା କରୁଛନ୍ତି ।ଆଉ ସେମାନେ କହୁଛନ୍ତି ପୁଣି କାଳେ ବାଉଁଶ ତଳର ନିଆଁ କୁହୁଳିଲା ଭଳି ତମର କାଳେ ଇଛା ହେଲା ନେତା ଙ୍କ ର ପୁଣି ଅର୍ଚ୍ଚନାକୁ ଫୋନ କଲେ ଆଉ ତାଙ୍କୁ ଭୁଲ ମାଗିଲେ । ମାୟବିନି ପ୍ରେମରେ ପଡିଲ କିନ୍ତୁ ମାୟାବିନି ଆଉ ଧରା ଛୁଆଁ ଦେଲାନି ଏଥର ଧରା ଦେଲା ଗୋଆରୁ ଆସିଥିବା ସାଢେ ତିନି ଲକ୍ଷ ଟଙ୍କାର ନାୟିକା ।
କିନ୍ତୁ ବୁଢା ମଉସା ତମକୁ ଜାଣିବାର ଥିଲା ସେ ଗୋଆର କୌଣସି ମଡେଲ ନଥିଲା ସେ ଥିଲା ବଙ୍ଗୀୟ ରୂପଜୀବୀ ସେମାନେ ଲୋକ ମାନଙ୍କ ର ରାତି କୁ ରଂଗୀନି କରନ୍ତି । ତମେ ଯେଉଁ ରାତିରେ ସାଢେ ତିନି ଲକ୍ଷ ଟଙ୍କା ଦେଇଥିଲ ସେଥିରୁ କୁଆଡେ ସେ ବଙ୍ଗୀୟ ରୂପଜୀବୀ ୨୦ ହଜାର ଟଙ୍କା ନେଇଥିଲା ଲୋକ ସେମାନେ କହୁଛନ୍ତି । ଆଉ ସେଥିରୁ ତିନି ଲକ୍ଷ ୩୦ ହଜାର ଟଙ୍କା ତମେ ଭଲ ପାଉଥିବା ଅର୍ଚ୍ଚନା ନେଇଥିଲା । ଏମିତି ସବୁ କରିଛନ୍ତି ନେତା ଜଣଙ୍କ ଆଉ ତାଙ୍କ ମଧ୍ୟ ବହୁତ ଗଣିଛନ୍ତି ।ଦେଖା ଯାଉ ଆଗୋ କୁ ଏଇ ନେତା ର ନାଁ ସାମ୍ନା କୁ ଆସୁଛି କି ନାହିଁ ।