ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ।ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି।
ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି।ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ।ଆଜିକା ଯୁଗରେ କେହି କାହାରି ନୁହନ୍ତି ସବୁ ଲୋକ ନିଜ କଥା ହିଁ ଜାଣିଥାନ୍ତି ଆଉ ସବୁ ମରିଗଲେ ବି ସେମାନଙ୍କର କିଛି ଯାଏ ଆସେ ନାହିଁ ।କିନ୍ତୁ ଏହି ସମାଜ ରେ ବହୁତ ଲୋକ ବସ ବାସ କରିଛନ୍ତି ଯାହା ସେହି ଲୋକ ମାନଙ୍କୁ ଚିହିଁବା ବହୁତ କଷ୍ଟ କର ଆଉ ସେମାନଙ୍କ ମନରେ କଣ ଛାଚି ଏହା ମଧ୍ୟ ଜାଣିବା ବହୁତ କଷ୍ଟ ।
ଆଜିକା ଯୁଗରେ କଣ ସବୁ ଖରାପ ଲୋକ ଅଛନ୍ତି, କିଛି ଲୋକ ଭଲ ମଧ୍ୟ ଅଛନ୍ତି ଯାହାଙ୍କ ପାଇଁ ଆଜି ଦୁନିଆ ଚାଲିଛି। ନହେଲେ ଦୁନିଆ କେବେ ଠୁ ନଷ୍ଟ ହୋଇସାରନ୍ତା ।ଲୋକମାନେ ନିଜ ଜମି ବାଡ଼ିକୁ ନେଇକି ବାପା ପୁଅକୁ ମାନୁନାହିଁ ପୁଅ ବାପାକୁ ମାନୁନାହିଁ ଆଉ ଭାଇ ଭାଇକୁ ମାନୁନାହିଁ।ସବୁ ହଣା କଟା ଝଗଡ଼ାରେ ଵ୍ୟସ୍ତ ଅଛନ୍ତି ।କିନ୍ତୁ ଆଜି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ବହୁତ ଖୁସି ହେବେ ।ଆଉ ବହୁତ ପ୍ରଶଂସା ମଧ୍ୟ କରିବେ ।ତେବେ ଘଟଣାଟି ହେଉଛି କୋରାପୁଟ ଜିଲ୍ଲାର ଜୟପୁର ସହରରେ।ଗୋଟେ ପରିବାର ର କିଛି ଲୋକ ରହଛନ୍ତି ଆଉ ସେମାନେ ବହୁତ ଖୁସିରେ ଅଛନ୍ତି ସେହି ମା ର ଚାରି ପୁଅ ଆଉ ଗୋଟେ ଝିଅ ।
ଚାରି ପୁଅ ରୁ ଗୋଟେ ପୁଅ ଜନ୍ମରୁ ଚାଲିପାରେ ନାହିଁ। ଆଉ ଏହା ଦେଖି ପରିବାର ଲୋକ ମାନେ ବହୁତ ଦୁଃଖରେ ଅଛନ୍ତି।କିନ୍ତୁ କେବେ ତାଙ୍କୁ କିଛି ଜିନିଷରେ କମ କରିନାହାନ୍ତି ଯାହା ଦରକାର ତାକୁ ଦେଇଛନ୍ତି ।ଆଉ ତାଙ୍କୁ ନିଜ ପୁଅ ଭଳି ଲାଳନ ପାଳନ କରୁଛନ୍ତି ତିନି ଭାଇ । ଆଉ ଭାଉଜ ମା ପରି ସେବା କରୁଛନ୍ତି ଆଉ ତାଙ୍କୁ କିଛି ବି କଷ୍ଟ ନାହିଁ।ସେମାନେ ଏବେ ବହୁତ ଖୁସି ରେ ଅଛନ୍ତି ।ସେମିତି ଭାଇ ପାଇଁ ସେମାନେ ବହୁତ ଖୁସି ରେ ଅଛନ୍ତି ଆଉ କେବେ ତାଙ୍କ ତାକୁ ନେଇକି ଝଗଡା ନାହିଁ ତାଙ୍କ ପରିବାର ବହୁତ ଖୁସି ରହୁଛନ୍ତି ।