ଏଠାରେ ମାଆଙ୍କ ଉପସ୍ଥିତିରେ ଝିଅ ମନାନ୍ତି ନିଜର ସୁହାଗରାତି, ଆଉ ସକାଳୁ ମାଆ କୁହନ୍ତି ରାତିର କାହାଣୀ,ଜାଣନ୍ତୁ ଏହି ଅଜବ ପରମ୍ପରା ବିଷୟରେ

0

Get real time updates directly on you device, subscribe now.

ବିବାହର ବନ୍ଧନ ବହୁତ ପବିତ୍ର ହୋଇଥାଏ। ପ୍ରତ୍ୟେକଙ୍କ ବିବାହ କରିବାର ଇଚ୍ଛା ଥାଏ। ଯେତେବେଳେ ପୁଅ ଓ ଝିଅଙ୍କ ବିବାହ ହେବାର ଥାଏ, ସେତେବେଳେ ଦୁଇଜଣଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଆସିଥାଏ। ମହିଳା ହୁଅନ୍ତୁ କିମ୍ବା ପୁରୁଷ, ଦୁଇଜଣ ନିଜର ବିବାହକୁ ନେଇ ପୂର୍ବରୁ ଅନେକ ପ୍ରକାର ସ୍ଵପ୍ନ ଦେଖିଥାନ୍ତି। ବିବାହ ପରେ ପୁଅ-ଝିଅ ନିଜର ଜୀବନର ନୂଆ ଆରମ୍ଭ କରନ୍ତି। ବିବାହ ହେବା ପରେ ନବବିବାହିତ ଯୋଡି ନିଜର ସୁହାଗରାତିକୁ ନେଇ ବହୁତ ଅଧିକ ଏକ୍ସାଇଟେଡ ଥାନ୍ତି।

କୌଣସି ଯୋଡିଙ୍କ ଜୀବନର ସବୁଠାରୁ ସୁନ୍ଦର ଓ ଅପେକ୍ଷିତ ମୂହୁର୍ତ୍ତ ବିବାହ ପରେ ସୁହାଗରାତିର ହୋଇଥାଏ। ପ୍ରତ୍ୟେକ ବିବାହ ପରେ ନିଜର ସୁହାଗରାତିକୁ ଖାସ କରିବାକୁ ପ୍ରୟାସ କରନ୍ତି। ଦେଶ-ଦୁନିଆକୁ ନେଇ ଅଲଗା ଅଲଗା ପ୍ରକାର ରୀତି-ରିବାଜ ତିଆରି କରନ୍ତି, ଯେଉଁଥିରେ ଏମିତି ଅନେକ ରୀତି ରିବାଜ ଥାଏ, ଯାହା ଉପରେ ଭରସା କରିପାରିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇଯାଏ। ଏମିତି ଦୁନିଆରେ ବହୁତ ସ୍ଥାନ ଅଛି ଯେଉଁଠି ସୁହାଗରାତି ସହିତ ଜଡିତ ଅନେକ ପ୍ରକାର ଆଶ୍ଚର୍ଯ୍ୟକର ପରମ୍ପରା ନିଭାଯାଏ।

ଆଜି ଆମେ ଆପଣଙ୍କୁ ଦୁନିଆର ଏକ ଏମିତି ସ୍ଥାନର ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବୋଧେ ଆପଣ ପୂର୍ବରୁ କେବେ ଶୁଣିନଥିବେ। ଏମିତି ଆଶ୍ଚର୍ଯ୍ୟକର ପରମ୍ପରା ନିଭାଯାଏ, ଯେଉଁଥିରେ ସୁହାଗରାତିରେ ନବବିବାହିତ ଯୋଡିଙ୍କ ସହିତ ଝିଅର ମାଆ ସୁଅନ୍ତି। ଏଠାରେ ବିବାହ ସହିତ ଏକ ବିଚିତ୍ର ମାନ୍ୟତା ଅଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ।

ଆପଣ ସମସ୍ତଙ୍କୁ ଏହି ଆଶ୍ଚର୍ଯ୍ୟକର ପରମ୍ପରା ବିଷୟରେ ଜାଣି ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। furtherafrica.com ର ଏକ ରିପୋର୍ଟ ଅନୁସାରେ, ସୁହାଗରାତିରେ ଜ୍ଵାଇଁଙ୍କ ଶାଶୁ ମାଆ ସେହି ରୁମରେ ରୁହନ୍ତି ଓ ସାଥିରେ ମଧ୍ୟ ସୁଅନ୍ତି। ଶାଶୁ ମାଆ ନଥିଲେ ତେବେ ପରିବାରର କିମ୍ବା ଅନ୍ୟ ପୋଡଶୀର କୌଣସି ଅନ୍ୟ ବୃଦ୍ଧ ମହିଳାଙ୍କୁ ନିଶ୍ଚିତ ପଠାଯାଏ।

ଜଣାଇଦେଉଛୁକି ଏମିତି ହେବା ପଛରେ ଏହା ମାନ୍ୟତା ଅଛିକି ପ୍ରଥମ ରାତିରେ ମାଆ କିମ୍ବା କୌଣସି ବୃଦ୍ଧ ମହିଳା ଦମ୍ପତିଙ୍କୁ ଖୁସିଭରା ବୈବାହିକ ଜୀବନର ଶିକ୍ଷା ଦିଅନ୍ତି। କନ୍ୟାଙ୍କୁ କୁହନ୍ତିକି ତାଙ୍କୁ ରାତିରେ କଣ କରିବା ଉଚିତ।

ତାପରଦିନ ସକାଳୁ ଦେବାକୁ ପଡେ ପ୍ରମାଣ:-

ସୁହାଗରାତିରେ, ବର ଏବଂ କନ୍ୟା ସହିତ କୋଠରୀରେ ରହୁଥିବା ମହିଳା ପରଦିନ ସକାଳେ ପରିବାର ଲୋକମାନଙ୍କୁ ଅବଗତ କରାନ୍ତି, ଏହା ନିଶ୍ଚିତ କରେଯେ ରାତିରେ ସବୁକିଛି ଠିକ ହୋଇଛି। ବାସ୍ତବରେ, ଏହି ମେଣ୍ଟରଙ୍କ ଉପସ୍ଥିତି ଏଠାରେ ଲଜ୍ଜାଜନକ ଭାବରେ ଦେଖାଯାଏ ନାହିଁ କିନ୍ତୁ ଏହାକୁ ଆଜି ମଧ୍ୟ ପାଳନ କରାଯାଉଥିବା ରୀତିନୀତି ସହିତ ସଂଯୋଗ କରି ଦେଖାଯାଏ।

ଏହିପରି ଅନୁମାନ କରାଯାଏକି ଏହି ନବ ବିବାହିତ ଦମ୍ପତି ସେମାନଙ୍କର ଦାମ୍ପତ୍ୟ ଜୀବନକୁ ଭଲ ଭାବରେ ଆରମ୍ଭ କରିଛନ୍ତି। ଏହି ଆଶ୍ଚର୍ଯ୍ୟକର ପରମ୍ପରାକୁ ଅନୁସରଣ କରିବାର କାରଣ ବିଶ୍ୱାସ କରାଯାଏକି, ଏପରି କରିବା ଫଳରେ ବର ଏବଂ କନ୍ୟାଙ୍କ ମଧ୍ୟରେ ପ୍ରେମ ବଢିଥାଏ ଏବଂ ସେମାନଙ୍କର ଦାମ୍ପତ୍ୟ ଜୀବନ ମଧ୍ୟ ଏକପ୍ରକାର ଉତ୍ତମ ମାର୍ଗରେ ଚାଲିଥାଏ।

Leave A Reply

Your email address will not be published.