ଆପଣଙ୍କ ପାଖରେ 1985 ମସିହାର ଏହି କଏନ ଅଛି କି ? ଯଦି ହଁ, ତେବେ ତୁରନ୍ତ ଫଟୋ ଉଠାଇ ଅପଲୋଡ଼ କରିଦିଅନ୍ତୁ, ମିଳିବ 3 ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ମାର୍କେଟରେ ପୁରୁଣା କଏନ ବା ମୁଦ୍ରାର ବହୁତ୍ ଡିମାଣ୍ଡ ଚାଲିଛି ଏବଂ ଏହି କଏନର ଲିଷ୍ଟରେ 1 ଟଙ୍କାର ଏହି ଖାସ କଏନ ମଧ୍ୟ ସାମିଲ ରହିଛି । ଆମେ ଯେଉଁ 1 ଟଙ୍କିଆ ବିଚିତ୍ର କଏନ ବିଷୟରେ କହୁଛୁ, ଏହା କୌଣସି ସାଧାରଣ ମୁଦ୍ରା ନୁହେଁ । ଏହି ମୁଦ୍ରାକୁ 1985 ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିଲା । ଏହି ମୁଦ୍ରା ଉପରେ H ର ଗୋଟିଏ ଚିହ୍ନ ରହିଛି । ଏହି ମୁଦ୍ରା ବା କଏନ ଦୁର୍ଲଭ ହୋଇଥିବା କାରଣରୁ ଏହାର ଅଧିକ ଡିମାଣ୍ଡ ରହିଛି ।

ଯଦି ଆପଣଙ୍କ ପାଖରେ ଏହି ମୁଦ୍ରା ଅଛି, ତେବେ ଆପଣ ଏହି ମୁଦ୍ରାକୁ ବିକ୍ରି କରି ଆରାମରେ 2ରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘରେ ବସି ରୋଜଗାର କରିପାରିବେ । ଯଦି ଆମେ ଏହି ମୁଦ୍ରାକୁ ବିକ୍ରି କରିବା ବିଷୟରେ କଥା ହେବା, ତେବେ ଆପଣଙ୍କୁ କହିରଖୁଛୁ ଯେ ସାରା ଦେଶରେ ଏପରି ଅନେକ ପୋର୍ଟାଲ ଅଛି, ଯେଉଁଠାରେ ଆପଣ ନିଜର ଏହି ଦୁର୍ଲଭ ମୁଦ୍ରାକୁ ଅନଲାଇନରେ ବିକ୍ରି କରି ଭଲ ମୂଲ୍ୟ ପାଇପାରିବେ । ଆସନ୍ତୁ ଜାଣିବା ଯେ କେଉଁ ପରି ଭାବେ ଏହି ମୁଦ୍ରାକୁ ଅନଲାଇନ୍ ପୋର୍ଟାଲରେ ବିକ୍ରି କରିପାରିବେ ।

ଏହି ମୁଦ୍ରାକୁ ବିକ୍ରି କରିବାପାଇଁ ଆପଣଙ୍କୁ କିଛି ଷ୍ଟେପ ଫୋଲୋ କରିବାକୁ ପଡ଼ିବ ।

1. ସର୍ବପ୍ରଥମେ ଆପଣଙ୍କୁ www.ebay.com କିମ୍ବା www.coinbazzar.com ପୋର୍ଟାଲକୁ ଯିବାକୁ ପଡିବ ।

2. ଏହାପରେ ଆପଣଙ୍କୁ ଏହି ପୋର୍ଟାଲରେ ନିଜକୁ ସେଲର ଭାବେ ରେଜିଷ୍ଟର କରିବାକୁ ପଡ଼ିବ ।

3. ଆପଣଙ୍କୁ ଏଠାରେ ନିଜର ମୋବାଇଲ ନମ୍ୱର୍ ଏବଂ ଇମେଲ୍ ମଧ୍ୟ ରେଜିଷ୍ଟର କରିବାକୁ ପଡ଼ିବ ।

4. ତାପରେ ଆପଣଙ୍କୁ ନିଜ ମୁଦ୍ରା ବା କଏନର ଫଟୋକୁ ଏହି ପୋର୍ଟାଲରେ ଅପଲୋଡ଼ କରିବାକୁ ପଡ଼ିବ ।

5. ବର୍ତ୍ତମାନ ଏହି ଷ୍ଟେପ ପରେ ଆପଣଙ୍କର ବିଜ୍ଞାପନ ପବ୍ଲିସ ହୋଇଯିବ ଏବଂ ଯେଉଁ ବ୍ୟକ୍ତି ଆପଣଙ୍କ ମୁଦ୍ରା କିଣିବାକୁ ଚାହିଁବେ, ସେ ନିଜେ ଆପଣଙ୍କ ସହ ଯୋଗାଯୋଗ କରିବେ ।

Leave A Reply

Your email address will not be published.