ବିମାନ ଦୁର୍ଘ-ଟଣାରେ ଏବେ ମ-ରିବେ ନାହିଁ କୌଣସି ବ୍ୟକ୍ତି,ଜାଣନ୍ତୁ କିପରି ……..?

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଲୋକମାନେ ପରିବର୍ତନ ହେବା ସହ ଦୁନିଆ ମଧ୍ୟ ପରିବର୍ତନ ହେବାରେ ଲାଗିଛି ଏବଂ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଜିନିଷ ଉଦ୍ଭାବନ ହେବାରେ ଲାଗିଛି।ବୈଜ୍ଞାନିକମାନେ ସବୁବେଳେ ଲାଗିଛନ୍ତି କିଛି ନୂଆ ଜିନିଷ ବାହାର କରିବା ପାଇଁ। କାରଣ ଦୁନିଆ ପରିବର୍ତ୍ତନ ହେବା ସହ ଲୋକମାନେ ସମସ୍ତ କାର୍ଯ୍ୟ ଶୀଘ୍ର ଏବଂ ଭଲରେ ହେବା ପାଇଁ ଇଚ୍ଛା କରୁଛନ୍ତି। ଯାହାପାଇଁ କମ୍ ସମୟରେ ଭଲ ଜିନିଷ ପାଇ ପାରିବେ ।

ଆଗରୁ ଆପଣମାନେ ଶୁଣିଥିବେ ଅନେକ ଯାତ୍ରୀ ମାନେ ବିମାନରେ ଯାତାୟତ କରୁଥିବା ସମୟରେ ବିମାନ ଦୁର୍ଘ-ଟଣା ରେ ପ୍ରା-ଣ ହରାଇଛନ୍ତି ଏବଂ ଅନେକ ଯାତ୍ରୀ ଙ୍କର ଠିକଣା ମଧ୍ୟ ମିଳିନଥାଏ।ଏହାକୁ ଆଖିରେ ରଖି ବୈଜ୍ଞାନିକମାନେ ଏବେ ଲାଗିପଡିଛନ୍ତି।ଯଦି ଭବିଷ୍ୟତରେ କୌଣସି ବିମାନ ଦୁର୍ଘ-ଟଣା ଘଟେ ତାହେଲେ ଯେମିତି ବିମାନ ଦୁର୍ଘ-ଟଣାରେ କାହାର ଜୀବନ ଯେମିତି ନଯାଉ।

ପୂର୍ବରୁ ବିମାନ ଦୁର୍ଘ-ଟଣା ହେଲେ କିମ୍ବା ବିମାନରେ ନି-ଆଁ ଲାଗିଲେ କିମ୍ବା ଇଞ୍ଜିନ କାମ ନକଲେ ଲୋକମାନେ ଦୁର୍ଘ-ଟଣା ଗ୍ରସ୍ତ ହୋଇ ନିଜ ପ୍ରାଣ ହରାଉଥିଲେ।ଯାହା ଦ୍ଵାରା ଅନେକ ପରିବାର ବିଚ୍ଛିନ୍ନ ହେଇଯାଉଥିଲା।ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନ ଏବେ ଏମିତି କିଛି କରିବାକୁ ଯାଉଛି ଯାହାଦ୍ଵାରା ପରବର୍ତ୍ତୀ ମୁହୂର୍ତ୍ତରେ ଯେମିତି କୌଣସି ବିମାନ ଦୁର୍ଘ-ଟଣାରେ କାହାର ମୃ-ତ୍ୟୁ ନହେଉ। ଯେଉଁ ବ୍ୟକ୍ତିମାନେ ବିମାନରେ ଯିବା ଆସିବା କରନ୍ତି ସିଏ ବିଜନେସ ହଉ କିମ୍ବା ଜେନେରାଲ ସେଥିରେ ଏୟାର ବ୍ୟାଗର ସୁବିଧା ନଥାଏ।

ତେଣୁ ସେଥିରେ ଦୁର୍ଘ-ଟଣା ଘଟିଲେ ଲୋକଙ୍କ ଜୀବନ ଚାଲିଯାଉଥିଲା।କିନ୍ତୁ ଏବେ ତାହା ଘଟିବ ନାହିଁ, କାରଣ ଏବେ ଏମିତି ଭାବରେ ଉଡାଜାହାଜ ନିର୍ମିତ ହେଉଛି ଯାହା ପାଇଁ ଯେତେବେଳେ ଦୁର୍ଘ-ଟଣା ଘଟିବ କିମ୍ବା ଇଞ୍ଜିନ ଚାଲିବା ବନ୍ଦ ହେବ ସେତେବେଳେ ଏୟାର ବ୍ୟାଗ୍ ଯାତ୍ରୀ ବସିଥିବା ଆପାର୍ଟ ମେଣ୍ଟ ତଳକୁ ଏୟାର ବ୍ୟାଗ୍ ମାଧ୍ୟମରେ ତଳକୁ ଖସିବା ସହ ତାହା ଜଳରେ ହେଉ କିମ୍ବା ସ୍ଥଳରେ ତାହା କୌଣସି ପ୍ରଭାବ ପକାଇବ ନାହିଁ ଏବଂ କୌଣସି ଜନ ଜୀବନ ହାନି ହେବ ନାହିଁ।

Leave A Reply

Your email address will not be published.