ରଙ୍ଗ ବଦଳରେ ର-କ୍ତର ଖେଳ …..

0

Get real time updates directly on you device, subscribe now.

ଆଠଗଡ ତିଗିରିଆ ଥା-ନା ଅନ୍ତର୍ଗତ ନୂଆପାଟଣା ବାଲିସାହିରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ହୋଲିରେ ବୋହିଲା ର-କ୍ତର ନଦୀ। ହୋଲି ଭଳି ଖୁସିର ଦିନରେ ପୂର୍ବ ଶତ୍ରୁ-ତାରୁ ଗଡିଲା ଗଡିଲା ମୁଣ୍ଡ। ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ଉପରେ ସଂଘବଦ୍ଧ ଆକ୍ର-ମଣ ହୋଇଛି।

ଏଥିରେ ଘଟ-ଣାସ୍ଥ-ଳରେ ଜଣଙ୍କ ମୃ-ତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁର-ତର ଅଛନ୍ତି। ପରିବାରରେ ବାପାଙ୍କର ମୃ-ତ୍ୟୁ ହୋଇଯାଇଥିବା ବେଳେ ମାଆ ଏବଂ ଝିଅ ଗୁରୁ-ତର ଅଛନ୍ତି ବୋଲି ଜଣାପଡିଛି। ଗୁରୁ-ତରଙ୍କୁ ପ୍ରଥମେ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସଂକ-ଟାପନ୍ନ ହେବାରୁ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ ମୃ-ତକ ହେଉଛନ୍ତି ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିର ଚିନ୍ତାମଣି ବେହେରା। ପୂର୍ବ ଶତ୍ରୁ-ତାକୁ କେନ୍ଦ୍ର କରି ପରିବାର ଉପରେ ଆକ୍ର-ମଣ କରାଯାଇଛି। ଖବର ପାଇ ତିଗିରିଆ ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚିଥିଲା। ଏହି ଘଟ-ଣାରେ ପୋ-ଲିସ ଦୁଇ ଜଣ ମହିଳାଙ୍କୁ ଥା-ନାରେ ଅଟକ ରଖି ପଚ-ରାଉ-ଚରା କରୁଛି।

ପୋଲି-ସର କହିବା ଅନୁସାରେ ଆଜି ସକାଳ ସମୟରେ ଚିନ୍ତାମଣି ବେହେରା, ତାଙ୍କର ପତ୍ନୀ ଏବଂ ଝିଅଙ୍କ ଉପରେ ଧାରୁଆ ଅ-ସ୍ତ୍ରରେ ସଂଘବଦ୍ଧ ଆକ୍ର-ମଣ କରାଯାଇଥିଲା। ତେବେ ଏହା ପୂର୍ବ ଶ-ତ୍ରୁତା କାରଣରୁ ହୋଇଛି। ତେବେ କେଉଁ କାରଣରୁ ପୂର୍ବ ଶ-ତ୍ରୁତା ରହିଥିଲା ତାହା ଅସ୍ପଷ୍ଟ ରହିଛି।

ହୋଲି ଭଳି ଦିନରେ ଏହି ଅଭା-ବନୀୟ ଘ-ଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଅନ୍ୟପଟେ ଏସସିବିରେ ଗୁରୁ-ତର ମାଆ ଏବଂ ଝିଅଙ୍କ ଚିକିତ୍ସା ଚାଲିଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି। ପୋ-ଲିସ ଏବେ ତ-ଦନ୍ତ ଜାରି ରଖିଛି ଏବଂ କାହିଁକି ଏହି ହ-ତ୍ୟାକା-ଣ୍ଡ ଘଟିଲା ତାହା ଶୀଘ୍ର ଜଣାପଡିବ ବୋଲି ସୂଚନା ଦେଇଛି।

Leave A Reply

Your email address will not be published.