ଅଭା-ବନୀୟ ଘ-ଟଣା : ଚତୁର୍ଥୀ ଦିନ ଚାଲିଗଲା ବରର ଜୀବନ, ଗଢ଼ିବା ଆଗରୁ ଭାଙ୍ଗିଗଲା ସଂସାର

0

Get real time updates directly on you device, subscribe now.

ନୂଆ ଜୀବନକୁ ନେଇ ସ୍ବପ୍ନ ଦେଖୁଥିବା ଝିଅଟାର ସବୁ କିଛି ସରିଗଲା । ଯାହା ହାତଧରି ବାହା ହେଲା, ତାକୁ ଧରି ଶାଶୁ ଘର ଯିବାର ଆଶା ତାର ମଉଳିଗଲା ସବୁଦିନ ପାଇଁ । ଚଉଠି ପୂର୍ବରୁ ଚାଲିଗଲା ବରର ଜୀବନ । ପୁଅର ବିବାହ ପାଇଁ ଯେଉଁ ଘରେ ଆନନ୍ଦ ଉଲ୍ଲାସର ପରିବେଶ ଥିଲା, ଭୋଜି ଭାତର ପ୍ରସ୍ତୁତି ଚାଲିଥିଲା, ସେଠାରେ ମୃ-ତ୍ୟୁ ପରର କା-ନ୍ଦ ବୋବାଳି । ଏ କଥା ବର୍ଣ୍ଣନା କଲା ବେଳକୁ ଆମେ ଶିହରୀ ଉଠୁଛୁ ।

ଆପଣ ଚିନ୍ତା କରନ୍ତୁ, ସେମାନଙ୍କ ଅବସ୍ଥା କ’ଣ ହେଉଥିବ, ଯେଉଁମାନେ ଏ ବାହାଘର ସହ ଅଙ୍ଗାଙ୍ଗୀ ଭାବେ ଜଡିତ । କ’ଣ ହେଉଥିବା ସେ କନିଆର ମନ, କନ୍ୟାପିତା, ବରପିତାଙ୍କ ଅବସ୍ଥା ଆପଣ ଥରେ ଖାଲି ଚିନ୍ତା କରନ୍ତୁ । ଆମେ ତ କହିବୁ ଭଗବାନ ଏମିତି ଦୁର୍ଯୋଗ ଶ-ତ୍ରୁକୁ ବି ନ ଦିଅନ୍ତୁ ।

ଚତୁର୍ଥୀ ଦିନ ଉଠିଲା କୋକେଇ । ବିବାହର ଦିନକ ପରେ ଅର୍ଥାତ୍ ରିସେପ୍ସନ ଦିନ ଚାଲିଗଲା ବରର ଜୀବନ । ନବବଧୂ ମୁଣ୍ଡରୁ ଲିଭିଗଲା ସିନ୍ଦୂର, ଅକାଳରେ ଚାଲିଗଲା ଅଜୟଙ୍କ ଜୀବନ । ବାଲେଶ୍ୱର ଜିଲ୍ଲାରୁ ଆସିଲା ଆଖିଭିଜା ଏ ଦୃ-ଶ୍ୟ ।

ହଁ ଆଜ୍ଞା ବନ୍ଧୁଗଣ ଭୋଜି ପୂର୍ବରୁ ଅଘ-ଟଣ । ବାହାଘର ଭୋଜି ଦିନ ପୋଖରୀରେ ବୁଡ଼ି ବରର ମୃ-ତ୍ୟୁ । ବାଲେଶ୍ୱର ଜିଲା ଖନ୍ତାପଡ଼ା ଥା-ନା ଖଡୁପାହି ଗାଁରେ ଘ-ଟିଛି ଏହି ଘ-ଟଣା । ମିଳିଥିବା ସୂଚନା ମୁତାବକ ସୂଚନା ଯେ, ଖଡୁପାହି ଗାଁର ଯୁବକ ଅଜୟ କୁମାର ଭଞ୍ଜଙ୍କର ଗତ ୧ ତାରିଖ ଦିନ ବାହାଘର ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ବାହାଘର ନିମନ୍ତେ ଭୋଜି ଥିଲା । ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା

ଭୋଜି ପୂର୍ବରୁ ଅଜୟ ପୋଖରୀକୁ ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ । ବହୁ ସମୟ ଯାଏ ନ ଫେରିବାରୁ ତାଙ୍କୁ ଖୋଜା ଖୋଜି କରାଯାଇଥିଲା । କିନ୍ତୁ ପରିବାର ଲୋକେ ବହୁ ଖୋଯିବା ପରେ ପୋଖରୀରୁ ଅଜୟର ମୃ-ତଦେ-ହ ଭାସମାନ ଅବସ୍ଥାରେ ଉ-ଦ୍ଧାର କରାଯାଇଥିଲା ।

ଏନେଇ ପୋ-ଲିସ ଖବରପାଇ ଘଟ-ଣାସ୍ଥ-ଳରେ ପହଞ୍ଚି ମୃ-ତଦେ-ହ ଉ-ଦ୍ଧାର କରି ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ମୃ-ତ ଘୋଷଣା କରିବା ପରେ ଅଜୟଙ୍କ ଶ-ବ ବ୍ୟବଚ୍ଛେଦ ପାଇଁ ପଠାଇ ତ-ଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.