ନିଜ ବୟଫ୍ରେଣ୍ଡ ସହିତ ଟ୍ରେନରେ ଯାଉଥିବା ଯୁବତୀଙ୍କୁ ଦୁଇ ଯୁବକଙ୍କ ଗ୍ୟା-ଙ୍ଗ ରେ-ପ

0

Get real time updates directly on you device, subscribe now.

ଦିଲ୍ଲୀର ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ ସହିତ ଟ୍ରେନରେ ବିହାର ଯାଉଥିବା ବେଳେ ଉତ୍ତର ପ୍ରଦେଶର ଭଟପାରରାଣୀ ଷ୍ଟେସ-ନରେ ଉଭୟଙ୍କ ମଧ୍ୟ ଝ-ଗଡ଼ା ଲାଗିଥିଲା ଯାହାଦ୍ୱାରା ଗାର୍ଲଫ୍ରେଣ୍ଡ ସେହି ଷ୍ଟେସନରେ ଓହ୍ଲାଇ ପଡ଼ିଲେ ଓ ଷ୍ଟେସନଠାରେ ରାତିରେ ଛିଡ଼ା ହୋଇଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଥିଲେ ଓ ରାତିରେ ଆଶ୍ରୟ ଦେବାପାଇଁ ଏକ ହୋଟେଲକୁ ନେଇ ଯାଇଥିଲେ। ରାତିରେ ଯୁବତୀ ଜଣକ ଶୋଇ ରହିଥିବା ସମୟରେ ଯୁବକ ଦୁହେଁ ଗ୍ୟା-ଙ୍ଗରେ-ପ କରିବା ଆରମ୍ଭ କରିଥିଲେ।

ରେ-ପ ପରେ ଯୁବତୀଙ୍କ ଅବସ୍ଥା ସମ୍ପୂର୍ଣ୍ଣ ରୂପରେ ବିଗିଡ଼ି ଯାଇଥିଲା। କେଉଁଭଳି ଭାବରେ ଯୁବତୀ ଜଣକ ସେଠାରୁ ଖସି ଆସି ଷ୍ଟେସନର ପ୍ଲାଟଫର୍ମ ନମ୍ବର 1 ରେ ଆସି ବେହୋସ ହୋଇ ବସିପଡ଼ିଲେ। ଯୁବତୀ ଦେହରେ ର-କ୍ତ ଦେଖି ଏହାର ସୂଚନା ପୋ-ଲିସ ଓ ଷ୍ଟେ-ସନ ପୋଲି-ସକୁ ଦିଆଗଲା। ଏହାପରେ ଯୁବତୀଙ୍କୁ ଦେବରହା ବାବା ମେଡ଼ିକାଲ କଲେଜରେ ଚିକିତ୍ସା ଦିଆଗଲା।

ଦେବରିଆ ଜିଲ୍ଳା ଭଟପାରରାଣୀ ଷ୍ଟେସନରୁ ଦିଲ୍ଲୀ ଯୁବତୀଙ୍କ ସହିତ ଏମିତି କା-ଣ୍ଡ ଘଟିବା ପରେ ଯୁବତୀଙ୍କୁ ମହର୍ଷି ଦେବରହା ବାବା ମେଡ଼ିକାଲ କଲେଜରେ ଭର୍ତ୍ତି କରାଗଲା ଓ ପୋ-ଲିସ ଏହି ମାମ-ଲାରେ ଦୁଇଜଣଙ୍କୁ ଗି-ରଫ କରିସାରିଛି। ଜିଲ୍ଲାଧିକାରୀ ଓ ପୋ-ଲିସ ଅଧ୍ୟକ୍ଷକ ମେଡ଼ିକାଲ ଯାଇ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୂଚନା ନେଇଛନ୍ତି।

ପୋ-ଲିସ ଅଧୀକ୍ଷକ ସଂକଳ୍ପ ଶର୍ମା ସୋମବାର ଦିନ ନିଜ ବ-ୟାନ ମାଧ୍ୟମରେ ଘ-ଟିଥିବା ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ କହିଥିଲେ ଓ ସେ କହିଥିଲେ କେମିତି ଦୀପକ ଜୟସ୍ଵଲ ଓ ରୋହିତ ଗୋଣ୍ଡେ ନାମକ ଦୁଇ ଯୁବକ ଯୁବତୀଙ୍କୁ ସାହାର୍ଯ୍ୟ କରିବା ଆଳରେ ତାଙ୍କର ଗ୍ୟା-ଙ୍ଗରେ-ପ କରିଥିଲେ।

ଏସିପି କହିଥିଲେ କି, ଦୁ-ଷ୍କର୍ମ ପରେ ଯୁବତୀଙ୍କ ଅବସ୍ଥା ସମ୍ପୂର୍ଣ୍ଣ ରୂପରେ ବିଗିଡ଼ି ଗଲା ଓ ସେ କୌଣସି ସ୍ଥିତିରେ ପ୍ଲାଟଫର୍ମରେ ଆସି ବସିପଡ଼ିଲେ ଓ ବେହୋସ ହୋଇଯାଇଥିଲେ। ଷ୍ଟେସନ ମାଷ୍ଟର ଯୁବତୀଙ୍କୁ ଏହି ଅବସ୍ଥାରେ ଦେଖି ପୋ-ଲିସ ଓ ରାଜକୀୟ ପୋଲି-ସଙ୍କୁ ଏହାର ସୂଚନା ଦେଇଥିଲେ। ପରେ ସେଠାକୁ ପୋ-ଲିସ ଆସି ଯୁବତୀଙ୍କୁ ମେଡ଼ିକାଲରେ ଭର୍ତ୍ତି ପାଇଁ ପଠାଇଥିଲା।

ମେଡ଼ିକାଲ କଲେଜର ପ୍ରାଚର୍ଯ୍ୟଡ଼କ୍ଟର ରାଜେଶ ବନରବଲ କହିଥିଲେ, ପୀଡି-ତାକୁ ଗମ୍ଭୀର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଗଲା ଓ ଚିକିତ୍ସା ପରେ ଯୁବତୀ ବର୍ତ୍ତମାନ ଠିକ ଅଛନ୍ତି। ପୋ-ଲିସ ସେପଟେ ଦୁଇ ଆରୋ-ପୀକୁ ଗି-ରଫ କରି କୋର୍ଟ ଫର-ୱାର୍ଡ କରିଛି।

Leave A Reply

Your email address will not be published.