ବାହା ହୋଇ କରିଦେଲି ବଡ ଭୁଲ : ନିଜ ସ୍ତ୍ରୀକୁ ଜେ-ଲ ପଠାଇଲେ ସ୍ୱାମୀ,କାରଣ ଜାଣିଲେ ଚକିତ ହୋଇଯିବେ ଆପଣ

0

Get real time updates directly on you device, subscribe now.

ଅନଲାଇନ ବା ମାଟ୍ରିମୋନିଆଲ ସାଇଟ ଜରିଆରେ ଝିଅଙ୍କୁ ବିବାହ କରିବା କେବେକେବେ ନିଜ ଉପରେ ଭାରି ପଡ଼ିଯାଏ। ଏମିତି ହିଁ କିଛି ଘଟ-ଣା ଗୁଜୁରାଟର ପୋରବନ୍ଦର ଅଞ୍ଚଳରୁ ଦେଖିବାକୁ ମିଳିଛି।

ଯୁବକ ଯେତେବେଳେ ବିବାହ କରିବାକୁ ଥିବା ମହିଳାଙ୍କ ବିଷୟରେ ଗୁଗଲରେ ସର୍ଚ୍ଚ କରିବାକୁ ଲାଗେ ସେତେବେଳେ ତାଙ୍କ ପାଦତଳୁ ମାଟି ଖସିଗଲା। ଏହାପରେ ସେ ତୁରନ୍ତ ପୋ-ଲିସ ପାଖରେ ଅଭି-ଯୋଗ ଆଣିଲା ଓ ନିଜ ସ୍ତ୍ରୀ କୁ ଗି-ରଫ କରିବାପାଇଁ ପୋ-ଲିସ ପାଖରେ ଅନୁରୋଧ ଜାହିର କରିଥିଲା।

ଗୁଗଲ ସର୍ଚ୍ଚ କରିବାପରେ ସାମ୍ନାକୁ ଆସିଲା ସତ୍ୟତା:-

ଏହି ଆଶ୍ଚର୍ଯ୍ୟକର ଘ-ଟଣା ପୋରବନ୍ଦର ଥା-ନା ଅଞ୍ଚଳର ଅଟେ। ଯେଉଁଠି 6 ମାସ ପୂର୍ବରୁ ଜଣେ ଯୁବକ ଅନଲାଇନ ମାଟ୍ରିମୋନିଆଲ ସାଇଟ ରୁ ଜଣେ ଯୁବତୀଙ୍କୁ ବାଛି ବିବାହ କରିଥିଲା। 6 ମାସ ପରେ ଗୁଗଲରେ ସର୍ଚ୍ଚ କରି ଜାଣିବାକୁ ପାଇଲା କି, ମହିଳା ଜଣକ ଜଣେ କାର ଚୋ-ର ଓ ତାଙ୍କ ପୂର୍ବ ସ୍ୱାମୀ ମଧ୍ୟ କେତେକ ଅପ-ରାଧରେ ଲିପ୍ତ ଅଟନ୍ତି।

ପୀ-ଡିତ ବିମଲ କରିଆ କୁହନ୍ତି କି, ଆଜିଠୁ 6 ମାସ ପୂର୍ବରୁ ସେ ଆସାମ ର ଗୁଆହାଟୀ ଅଞ୍ଚଳର ରିତା ଦାସଙ୍କ ସହିତ ପରିଚିତ ହୋଇଥିଲେ ଓ ଜଣାଶୁଣା ପରେ କଥା ବିବାହ ଆଡ଼କୁ ଅଗ୍ରସର ହୋଇଥିଲା।

ରିତା ନିଜର ପ୍ରୋଫାଇଲରେ ନିଜକୁ ଜଣେ ଛା-ଡ଼ପ-ତ୍ର ହୋଇସାରିଥିବା ମହିଳା ରୂପରେ ପ୍ରତିପାଦିତ କରିଥିଲେ। ଏହାପରେ ଦୁହେଁ ମନ୍ଦିରରେ ବିବାହ କଲେ ଓ ପରେ ପୋରବନ୍ଦରରେ ରହିଥିଲେ। 6 ମାସ ପରେ କୌଣସି ଜମି ବି-ବାଦ ମାମ-ଲାରେ ରିତା ତାଙ୍କ ଘରକୁ ଗଲା ଓ ଆଉ ଫେରିନଥିଲା।

ଗୁଗଲରେ ପତ୍ନୀଙ୍କ ସତ୍ୟତା ଜାଣିବାପରେ ଉଡ଼ିଗଲା ହୋସ:-

ଜଣାଇଦେଉଛୁ କି, ବିମଲ ଲଗାତାର ନିଜ ପତ୍ନୀ ସହିତ କଥା ହେବାପାଇଁ ଫୋନ କରି ଚାଲିଲା। କିନ୍ତୁ ସାଧାରଣତଃ ତାଙ୍କ ମୋବାଇଲ ସୁଇଚ ଅଫ ଦେଖାଉଥିଲା। ହଠାତ ଦିନେ ବିମଲଙ୍କ ଫ୍ୟାମିଲି ଓକିଲଙ୍କୁ ରିତା ଫୋନ କରି କହିଲା ମୋତେ ଜମି କେ-ସ ମାମ-ଲାରେ ଜେ-ଲ ହୋଇଛି ଓ ଜେ-ଲରୁ ବାହାରିବା ପାଇଁ 1 ଲକ୍ଷ ଟଙ୍କା ଦରକାର, ତୁରନ୍ତ ବିମଲ, ରିତା ଆକାଉଣ୍ଟକୁ 1 ଲକ୍ଷ ଟଙ୍କା ପଠାଇଲେ।

ଏହାପରେ ବିମଲ ନିଜ ପତ୍ନୀଙ୍କୁ ଫୋନ ଲଗାଇଲେ କିନ୍ତୁ ସୁଇଚ ଅଫ ଆସିଲା, ପରିଶେଷରେ ବିମଲ ଯେତେବେଳେ ଅନଲାଇନ ଜରିଆରେ ରିତାଙ୍କ ଜମି କାଗଜପତ୍ର ମଗାଇଥିଲେ ସେତେବେଳେ ଜାଣିବାକୁ ମିଳିଲା କି, ଡକ୍ୟୁମେଣ୍ଟରେ ରିତା ଦାସ ବଦଳରେ ରିତା ଚୌଧୁରୀ ଲେଖାହୋଇଛି ଓ ତା’ ପୂର୍ବ ସ୍ୱାମୀ କେତେକ ଅପ-ରାଧରେ ବର୍ତ୍ତମାନ ଜେ-ଲରେ ସଜା କା-ଟୁଛି।

Leave A Reply

Your email address will not be published.