ଜିଓ ରିଚାର୍ଜ ହେଲା ବହୁତ ଶସ୍ତା: ପ୍ରତିଦିନ 2 GB ଡାଟା ଓ ଏକବର୍ଷ ପର୍ଯ୍ୟନ୍ତ ଫ୍ରି କଲିଂ। ଏହି ପ୍ୟାକରେ ରିଚାର୍ଜ କରନ୍ତୁ

0

Get real time updates directly on you device, subscribe now.

ଜିଓ ନିଜର ଗ୍ରାହକଙ୍କ ପାଇଁ ଏକ ଶସ୍ତା ଓ ଫାଇଦା ଦାୟକ ପ୍ୟାକ ନେଇଆସିଛି। ଜିଓ ର ଏହି ରିଚାର୍ଜ ପ୍ଲାନ ହେଉଛି ମାତ୍ର 599 ଟଙ୍କା ଓ ଏଥିରେ 1 ବର୍ଷ ପର୍ଯ୍ୟନ୍ତ ଆପଣ ଫ୍ରି କଲିଂର ଲାଭ ନେଇପାରିବେ।

କଣ କଣ ସବୁ ଏହି ପ୍ଲାନରେ ଆପଣଙ୍କୁ ମିଳିବ ଓ କେଉଁ କେଉଁମାନେ ଏହାର ଫାଇଦା ନେଇପାରିବେ ଆସନ୍ତୁ ଏହିସବୁ ବିଷୟରେ ଜାଣିବା। ଏହି ଆର୍ଟିକଲ ମାଧ୍ୟମରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ।

ଜିଓ ଏକ ଏମିତି ଟେଲିକମ କମ୍ପାନୀ ଅଟେ ଯିଏକି ନିଜର ଗ୍ରାହକଙ୍କ ପାଇଁ ଶସ୍ତା ରିଚାର୍ଜ ପ୍ଲାନ ନେଇ ଆସିଥାଏ। ଏହି ଜିଓ କମ୍ପାନୀ ମାତ୍ର କିଛିବର୍ଷ ପୂର୍ବରୁ ଆସିଥିଲା ଓ ଏହି କମ୍ପାନୀ ଆସିବାପରେ ଇଣ୍ଟରନେଟ ମାର୍କେଟ କୁ ସମ୍ପୂର୍ଣ୍ଣ ରୂପରେ ବଦଳାଇ ରଖିଦେଇଥିଲା। ଆସନ୍ତୁ ଜାଣିବା ଏବେ ଜିଓ ନିଜର ଗ୍ରାହକଙ୍କ ପାଇଁ କେଉଁସବୁ ଶସ୍ତା ପ୍ଲାନ ଆଣିଛି।

ଜିଓ ର ଏହି ରିଚାର୍ଜ ପ୍ଲାନ 599 ଟଙ୍କାରେ ଆପଣଙ୍କ ପାଖରେ ମହଜୁଦ ରହୁଛି। ଏଥିରେ ଆପଣଙ୍କୁ 1 ବର୍ଷ ଯାଏଁ ଫ୍ରି କଲିଂ ମିଳିବା ସହ ପ୍ରତିଦିନ 1.5GB ଡାଟା ଓ ଏସଏମଏସ ଉପଲବ୍ଧ କରାଇ ଦିଆଯିବ। ଏହାସହ ଏହି ପ୍ୟାକରେ ଆପଣଙ୍କୁ ଜିଓ କ୍ଲାଉଡ଼, ଜିଓ ସିନେମା, ଜିଓ ଟିଭି ଇତ୍ୟାଦି ଫ୍ରି ରେ ଉପଲବ୍ଧ ହେବ।

ଏହିପରି ଭାବରେ କରନ୍ତୁ 599 ଟଙ୍କାର ରିଚାର୍ଜ:-

-ସର୍ବପ୍ରଥମେ ଆପଣଙ୍କୁ ଜିଓ ର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ।

-ଏହାପରେ ଆପଣ ନିଜ ମୋବାଇଲ ନମ୍ବର ଦେଇ ଲଗ ଇନ କରନ୍ତୁ।

-ଏଠାରେ ଆପଣଙ୍କୁ ପ୍ରିପେଡ଼ ଅନଲିମିଟେଡ଼ କଲ ଅଫର ମିଳିବ। ଏଠାରେ ଆପଣଙ୍କୁ ନିଜର ଅଫର ଚେକ କରିବାକୁ ହେବ, 599 ଟଙ୍କାରେ 2GB ଏହି ଅଫରକୁ ଆପଣଙ୍କୁ କ୍ଲେମ କରି ନେବାକୁ ହେବ।

2nd ଷ୍ଟେପ ରିଚାର୍ଜ 599:-

– ଏଥିପାଇଁ ଆପଣଙ୍କୁ ଏୟାରଟେଲ ଜିଓ ଆପ୍ଲିକେସନକୁ ଡାଉନଲୋଡ଼ କରିବାକୁ ହେବ। ଡାଉନଲୋଡ଼ କରିବା ପରେ ରେଜିଷ୍ଟର କରି ମୋବାଇଲ ନମ୍ବର ଦିଅନ୍ତୁ।

– ଏହାପରେ ଅଫର ଥିବା ଅପ୍ସନକୁ ଯାଆନ୍ତୁ ଯଦି ଅଫର ଦେଖାଦେଲା ତାହେଲେ ରିଚାର୍ଜ କରାଇ ନିଅନ୍ତୁ।

ଅଫର ନଦେଖାଇଲେ କଣ କରିବେ:-

ଯଦି ଆପଣଙ୍କୁ ଅଫର ଦେଖା ଦେଉନାହିଁ ତାହେଲେ ବ୍ୟସ୍ତ ହେବାର କୌଣସି କଥା ନାହିଁ କାରଣ ଏହିଭଳି ଅଫର ବାରମ୍ବାର ଜିଓ ଦ୍ୱାରା ଚାଲୁ ହୋଇଥାଏ।

Leave A Reply

Your email address will not be published.