ପର ପୁରୁଷ ସହିତ ଭାଉଜ ସ-ମ୍ଵନ୍ଧ ବନାଉଥିବା ବେଳେ ତାଙ୍କୁ ନଣନ୍ଦ ଧରିନେଲେ, ଏହାପରେ ଏମିତି ସର୍ତ୍ତ ରଖିଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ:-

0

Get real time updates directly on you device, subscribe now.

ବିବାହ ବନ୍ଧନ ଏହିସବୁ ସମ୍ପର୍କ ଭରସା ଓ ବିଶ୍ବାସ ଉପରେ ତିଷ୍ଠି ଥାଏ। ଏମାନଙ୍କ ମଧ୍ୟରୁ ଗୋଟିଏ ଜିନିଷ ଏପଟ ସେପଟ ହେଲେ ବିବାହ କ୍ଷଣିକ ମାତ୍ରକେ ତିଷ୍ଠି ପାରେନାହିଁ।

ବିବାହ ପରେ କେତେକ ଲୋକେ ଲୁ-ଚି ଲୁ-ଚି ଆଫେୟାର ଚଳାଇଥାନ୍ତି କିନ୍ତୁ ଯେତେବେଳେ ସେମାନେ ଧରାପଡ଼ନ୍ତି ସମ୍ପୂର୍ଣ୍ଣ ଭାବରେ ସମାଜ ଆଗରେ ନିଜର ସମ୍ମାନ ତଳେ ପକାଇଥାନ୍ତି। ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ନଣଦର କ୍ରସ ସହିତ ଇଣ୍ଟିମେଟ ହେଉଥିବା ସମୟରେ ଧରାପଡ଼ିଲେ।

ନଣନ୍ଦ ନିଜ ଭାଉଜକୁ ଧରିନେଲେ:-

ଜେସିକା ଯିଏକି ଅଷ୍ଟ୍ରେଲିଆର ଅଟନ୍ତି। ସେ ସୋସିଆଲ ମିଡ଼ିଆ ସାଇଟ ରେଡ଼ିଟ ରେ ନିଜର ଷ୍ଟୋରୀ ଶେୟର କରି କହିଥିଲେ କି, ସେ ବିବାହିତା ଅଟନ୍ତି ଓ ସେ ଏକ ଅଫିସରେ କାମ କରନ୍ତି, ଅଫିସରେ ତାଙ୍କର ଜଣେ ବ୍ୟକ୍ତି ସହିତ ଆଫେୟାର ଆରମ୍ଭ ହୋଇଥିଲା ଓ ଏହା ଆରମ୍ଭରୁ ଠିକଠାକ ଚାଲିଥିଲା କିନ୍ତୁ ଦିନେ ତାଙ୍କୁ ତାଙ୍କ ନଣନ୍ଦ ରେଡ଼ ହ୍ୟାଣ୍ଡେଡ଼ ଧରିନେଲେ।

ନଣନ୍ଦ ଏମା ନିଜ ଭାଉଜକୁ ଏହିସବୁ କାମ କରୁଥିବାର ଦେଖିବାପରେ, ନିଜ ଭାଉଜ ସାମ୍ନାରେ ଦୁଇଟି ବିକଳ୍ପ ରଖିଲେ। ପ୍ରଥମ ବିକଳ୍ପ ହେଉଛି ସେ ଏହିସବୁ କଥା ନିଜ ଭାଇ ସାମ୍ନାରେ କହିଦେବେ ଓ ଦ୍ଵିତୀୟ ହେଉଛି ଏହି ଆଫେୟାରକୁ ଲୁଚା-ଇବା ପାଇଁ ସେ ତାଙ୍କ ନଣନ୍ଦଙ୍କ ଡିମାଣ୍ଡ ପୂରଣ କରିବେ। ନିଜ ବିବାହକୁ ବଞ୍ଚାଇବା ପାଇଁ ଜେସିକା ଦ୍ଵିତୀୟ ବିକଳ୍ପ ବାଛିଥିଲେ। ଏହି ବିକଳ୍ପ ବିଷୟରେ ଜାଣିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଗଲେ।

ଜେସିକା କୁହନ୍ତି ତାଙ୍କ ନଣଦ ଏମା ଙ୍କର ପୂର୍ବରୁ ଏକ ବିଜନେସ ଥିଲା ଓ ଏହି ବିଜନେସରେ ସେ କ୍ଷ-ତି ସହିବାପରେ ଦ୍ଵିତୀୟ ବିଜନେସ ଆରମ୍ଭ କରିବାକୁ ଚାହୁଁଥିଲେ ଓ ସେ ଏଥିପାଇଁ ଭାଉଜ ଜେସିକାକୁ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରିଥିଲେ।

ନିଜର ଆଫେୟାରକୁ ଲୁଚା-ଇବାକୁ ଯାଇ ଜେସିକା ତାଙ୍କୁ ଟଙ୍କା ଦେଇଥିଲେ କିନ୍ତୁ ବାରମ୍ବାର ନଣନ୍ଦ ତାଙ୍କୁ ବ୍ଲା-କମେ-ଲ କରିବା ଆରମ୍ଭ କରିଦେଲେ ଓ ଟଙ୍କା ସର୍ବଦା ମାଗୁଥିଲେ। ଏପଟେ ଜେସିକା କିନ୍ତୁ ନିଜର ଆଫେୟାରକୁ ବନ୍ଦ କରିଦେଇଥିଲେ।

ଜେସିକା କୁହନ୍ତି ମୁଁ ଯେଉଁ ବ୍ୟକ୍ତି ସହିତ ଆଫେୟାରରେ ଥିଲି ମୋ ନଣଦ ଏମା ଙ୍କର ସେହି ବ୍ୟକ୍ତି ଦିନେ ଫିଟନେସ ଟ୍ରେନର ଥିଲେ ଓ ଏମା ଙ୍କର ତାଙ୍କ ଉପରେ ଦିନେ କ୍ରସ ଥିଲା। ସେଥିପାଇଁ ଏମା ଜାଣିଶୁଣି ମୋ ଠାରୁ ପ୍ରତି-ଶୋଧ ନେଲେ ଓ ବ୍ଲା-କମେ-ଲ କରିବା ଆରମ୍ଭ କରିଥିଲେ। ଯାହାଦ୍ୱାରା ଜେସିକା ବର୍ତ୍ତମାନ ଲୋକଙ୍କ ଠାରୁ କଣ କରିବେ ବୋଲି ଉପଦେଶ ମାଗୁଛନ୍ତି।

ଜେସିକାଙ୍କ ପରିସ୍ଥିତି ଜାଣିବାପରେ କିଛିଲୋକ ତାଙ୍କୁ ଉପଦେଶ ଦେଉଛନ୍ତି କି, ନିଜ ସ୍ୱାମୀଙ୍କୁ ସବୁ ସତକଥା କହିଦେଇ କ୍ଷମା ମାଗନ୍ତୁ ଓ ଏହାପରେ କିଛିଲୋକ କହୁଛନ୍ତି କି, ଏମାଙ୍କ ସହିତ ବସି ଥରେ ତାଙ୍କୁ ବୁଝାନ୍ତୁ।

Leave A Reply

Your email address will not be published.