ଏକ୍ସ ଗର୍ଲଫ୍ରେଣ୍ଡ୍‌ଙ୍କ ବଡ଼ ଖୁଲାସା । ସଲମାନଙ୍କ ପାଇଁ ବଢ଼ିଲା ଅଡୁଆ । ପୁଣିଥରେ ଜେ-ଲ୍ ଯାଇପାରନ୍ତି ଭାଇଜାନ ।

0

Get real time updates directly on you device, subscribe now.

ନିଜର ଫିଲ୍ମ ହେଉ କିମ୍ବା ଅନ୍ୟ କୌଣସି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ବିରୋ-ଧରେ ସାଂଘା-ତିକ ଅଭି-ଯୋଗ । ସଲମାନ୍‌ଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ ତଥା ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ସୋମି ଅଲ୍ଲୀ ଏହି ଅଭି-ଯୋଗ ଆଣିଛନ୍ତି । ୯୦ ଦଶକରେ ସୋମି ବଲିଉଡ୍‌ରେ କିଛି ଫିଲ୍ମରେ ଅଭିନୟ କରିଥିଲେ ।

ସେହି ସମୟରେ ସଲମାନ୍‌ ଓ ସୋମିଙ୍କ ଆଫାୟର୍ସକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା ।ହେଲେ ପରେ ଅଭିନେତ୍ରୀ ସୋମି ବଲିଉଡ୍‌କୁ ଅଲ୍‌ବିଦା କହିଥିଲେ । ଏବେ ସୋସିଆଲ୍‌ ମିଡିଆରେ ସେ ବେଶ୍‌ ଆକ୍ଟିଭ୍‌ ରହିବା ସହ ସଲମାନ୍‌ଙ୍କ ବିରୋ-ଧରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି।

ପୋଷ୍ଟ ଶେୟାର କରି ସୋମି ଲେଖିଛନ୍ତି, ଏମିତି ଅନେକ ଥର ଆପଣଙ୍କ ସହ ଘଟିଥିବ, ଆପଣ କିଛି ପୋଷ୍ଟ କରିଛନ୍ତି ଓ ପରେ ଏହାକୁ ପୁଣି ଡିଲିଟ୍‌ କରି ଦେଇଛନ୍ତି…ଆପଣ କ’ଣ ଏହା ପଛର କାରଣ ଶେୟାର କରିପାରିବେ ?

ହଁ, କାରଣ ମୋତେ ରା-ଗ ଲାଗିବାରୁ କିଛି ଅପଶବ୍ଦର ବ୍ୟବହାର କରିଥିଲି । ଜଣେ ଏନ୍‌ଜିଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ସୋସିଆଲ ମିଡିଆରେ ଏଭଳି ଅଶାଳୀନ ପୋଷ୍ଟ କରିବା ମୋ ପାଇଁ ଠିକ୍‌ ନୁହେଁ । ଏଥିପାଇଁ ଏହାକୁ ମୁଁ ଡିଲିଟ୍‌ କରି ଦେଇଥିଲି ।

ତେବେ ଏମିତି କ’ଣ ହୋଇଥିଲା ସୋମି ଓ ସଲମାନଙ୍କ ମଧ୍ୟରେ? କାହିଁକି ସେମାନଙ୍କର ସମ୍ପର୍କ ତୁଟି ଯାଇଥିଲା ? ଉଭୟଙ୍କ ସମ୍ପ-ର୍କକୁ ନେଇ ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ସଲମାନ୍‌ଙ୍କୁ ନେଇ ସୋମି କହିଛନ୍ତି ଯେ, ‘ସଲମାନଙ୍କ ସହ ବିତାଇ ଥିବା ୮ ବର୍ଷ ମୋ ଜୀବନର ସବୁଠାରୁ ଖରାପ ବର୍ଷ ଥିଲା ।

ତାଙ୍କର ଅନେକ ଝିଅଙ୍କ ସହ ଆଫାୟର୍ସ ଥିଲା । ଖାଲି ଏତିକି ନୁହେଁ ଲଗାତାର ଭାବେ ସେ ମୋତେ ଅସୁନ୍ଦର, ମୁର୍ଖ ଓ ମୁକ ବୋଲି କହି ହୀନ ଦେଖାଉଥିଲେ । ଏମିତି କେଉଁ ଗୋଟିଏ ଦିନ ନାହିଁ ସେ ମୋତେ ହୀନ ଦେଖାଇ ନାହାନ୍ତି ।

ବହୁ ବର୍ଷ ଧରି ସେ ସର୍ବସାଧାରଣରେ ମୋତେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ଭାବେ ସ୍ୱୀକାର କରିନଥିଲେ । ଶେଷରେ ଯେତେବେଳେ ସ୍ୱୀକାର କଲେ, ସେତେବେଳେ ସେ ତାଙ୍କ ସାଙ୍ଗମାନଙ୍କ ସାମ୍ନାରେ ଅପ-ମାନିତ କରିବା ସହ ଗା-ଳି କରିଥିଲେ । ଏପରିକି ଚାକରାଣୀ ସାମ୍ନାରେ ମଧ୍ୟ ମାଡ଼ ଗା-ଳିଗୁ-ଲଜ କରିଛନ୍ତି ସଲମାନ’ ।

ତେବେ ବନ୍ଧୁଗଣ ଯଦି ଦେଖିବା ସୋମି ଅଲ୍ଲୀ ଏହା ପୁର୍ବରୁ ମଧ୍ୟ ସଲମାନଙ୍କୁ ନେଇ ଅନେକ ଅଭି-ଯୋଗ କରିଛନ୍ତି ହେଲେ ଥା-ନାରେ କିଛି ଅଭି-ଯୋଗ ଏପର୍ଯ୍ୟନ୍ତ କରି ନାହାଁନ୍ତି । ଯଦି ସୋମି ଥା-ନାର ସଲମାନଙ୍କ ବିରୁ-ଦ୍ଧରେ ମାମ-ଲା ରୁଜୁ କରନ୍ତି ତେବେ ସଲମାନ୍ ପୁଣିଥରେ ଜେ-ଲ୍ ଯାଇପାରନ୍ତି ।

Leave A Reply

Your email address will not be published.