ପତ୍ନୀ ଛାଡ଼-ପତ୍ର ଦେଲା ବୋଲି ପୁରା ପରିବାରର ଜୀବନ ନେଲା ସ୍ୱାମୀ ।

0

Get real time updates directly on you device, subscribe now.

ସାଧାରଣ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଛା-ଡ଼ପ-ତ୍ର ମାମ-ଲା କାରଣରୁ ଚାଲିଗଲା ଗୋଟିଏ ପରିବାରର ୮ ଜଣଙ୍କ ଜୀବନ । ହଁ ଆଜ୍ଞା ଦର୍ଷକବନ୍ଧୁ ଘଟ-ଣାଟି ଶୁଣି ଅଜବ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ ଭାବରେ ସତ ।

ଯାହାକି ସମ୍ପୂର୍ଣ ଭାବରେ ଅମା-ନବୀୟ ଏବଂ ବିଭ-ତ୍ସ ହ-ତ୍ୟାକା-ଣ୍ଡ । କାରଣ ସେହି ୮ ଜଣଙ୍କ ମଧ୍ୟରୁ ଯେଉଁଥିରେ ରହିଛି ଜଣେ ଚାରି ବର୍ଷର କୁନି ନିଷ୍ପାପ ଝିଅର ଶ-ବ । ତାର କଣ ବା ଭୁଲ୍ ଥିଲା । ବାପା ମା କାରଣରୁ ଚାଲିଗଲା ସେହି ଅବୋଧ ଶଶୁର ଜୀବନ ।

ଆଜ୍ଞା ହଁ ଦର୍ଶକବନ୍ଧୁ ଏଭଳି ଏକ ହୃଦୟଥରା ଘ-ଟଣା ଘଟିଛି ଆମେରିକାର ଲସ୍‌ ଏଞ୍ଜିଲିସ୍‌ର ହନୋକ ସହରରେ ଥିବା ଯୁଟା ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଛି ।

କେଉଁଠାରେ ଜଣେ ଦୁ-ର୍ବୁର୍ତ୍ତ ନିଜ ସ୍ତ୍ରୀ ପାଖରୁ ଡି-ଭୋର୍ସ ନୋଟିସ୍ ପାଇ ରାଗିଯାଇ ନିଜର ପାଞ୍ଚ ପିଲାଙ୍କ ସମେତ ୭ ଜଣଙ୍କୁ ଗୁ-ଳି କରି ହ-ତ୍ୟା କରିବା ପରେ ନିଜକୁ ମଧ୍ୟ ଗୁ-ଳି କରି ଆ-ତ୍ମହ-ତ୍ୟା କରିଛନ୍ତି । ଏହାପରେ ବନ୍ଧୁ ଓ ସମ୍ପ-ର୍କୀୟଙ୍କ ଠାରୁ ଖବର ପାଇ ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ଆଠଟି ମୃ-ତଦେ-ହ ଉ-ଦ୍ଧାର କରିଥିଲା ।

ତେବେ ବନ୍ଧୁଗଣ ପୋ-ଲିସ୍ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ୪୨ ବର୍ଷିୟ ମାଇକେଲ ହାଇଟ୍ । ନିଜ ପତ୍ନୀଙ୍କ ତରଫରୁ ପ୍ରଥମେ ଛା-ଡ଼ପ-ତ୍ର ପାଇଁ ଆବେଦନ କରା ଯାଇଥିବାର ଖବର ପାଇବା ପରେ ରା-ଗରେ ନିଜ ନିୟନ୍ତ୍ରଣ ହରାଇ ବସିଥିଲେ ।

ତାପରେ ୪ ରୁ ୧୭ ବର୍ଷ ମଧ୍ୟରେ ଥିବା ନିଜର ତିନି ଝିଅ ଏବଂ ଦୁଇ ପୁଅଙ୍କ ସମେତ ପତ୍ନୀ ଏବଂ ମା’ ଟୋଟାଲ ୭ ଜଣଙ୍କୁ ଗୁ-ଳିକରି ହ-ତ୍ୟା କରିବା ପରେ ଶେଷରେ ନିଜେ ନିଜକୁ ଗୁ-ଳି ମା-ରି ଆ-ତ୍ମହ-ତ୍ୟା କରିଥିଲେ । ପୋଲି-ସକୁ ଘଟ-ଣାସ୍ଥ-ଳରୁ ମାଇକେଲଙ୍କୁ ମିଶାଇ ତିନିଜଣ ବୟସ୍କ ଏବଂ ପାଞ୍ଚ ଜଣ ପିଲାଙ୍କ ମୃ-ତଦେ-ହ ମିଳିଛି ।

ତେବେ ସାମାନ୍ୟ ବିବାହ ବି-ଚ୍ଛେଦ କାରଣରୁ ଏଭଳି ଘ-ଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୁ-ଳିକା-ଣ୍ଡ ହୋଇଥିବା ଅଞ୍ଚଳରେ ପାଖାପାଖି ୮୦୦୦ ଲୋକ ରୁହନ୍ତି। ତେବେ ଘରେ କେହି ପଶି କିଭଳି ଗୁ-ଳିକା-ଣ୍ଡ ଘଟ-ଣା ଘଟାଇଛି, ତାହା ସମସ୍ତଙ୍କୁ ଚକିତ ମଧ୍ୟ କରିଦେଇଛି ।

Leave A Reply

Your email address will not be published.