ତିନୋଟି ପିଲାର ମାଆ ହୋଇସାରିଥିବା ମହିଳା ସହିତ ପ୍ରେମ ସମ୍ପର୍କ ରଖିଲା ଯୁବକ, ଦେଖା କରିବାକୁ ଯାଇଥିବା ସମୟରେ ଘଟିଲା ଏହି କାଣ୍ଡ

0

Get real time updates directly on you device, subscribe now.

ବିହାରର ଭାଗଲପୁରରେ ଜଣେ ମହିଳାଙ୍କୁ ଏକ ଯୁବକ ପ୍ରେମ କରି ବସିଲା। ଯୁବକ ରାତି 2 ଘଟିକାରେ ଟ୍ରେନରେ ବସିଲା ଓ 31 କିଲୋମିଟର ଦୂର ଭାଗଲପୁରକୁ ମହିଳାଙ୍କୁ ଭେଟ କରିବାପାଇଁ ଗଲା। ଏହାପରେ ଯାହାହେଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ମହିଳାଙ୍କ ଘରଲୋକ ଭାବିଲେ!?:-

ପୋଲି-ସଙ୍କ କହିବାକଥା ହେଲା, ଯୁବକ ରାତିରେ ଯେତେବେଳେ ମହିଳାଙ୍କ ଘର ଭିତରକୁ ପ୍ରବେଶ କଲା ସେତେବେଳେ ମହିଳାଙ୍କ ଘରଲୋକେ ଭାବିଲେ ଚୋ-ର ବୋଧହୁଏ ତାଙ୍କ ଘରେ ପଶିଛି ଓ ସେମାନେ ଯୁବକକୁ ଧରିନେଲେ ଓ ଗାଁ ଲୋକେ ଏକତ୍ରିତ ହୋଇ ତାକୁ ନି-ର୍ଧୁମ ମା-ଡ଼ ମା-ରିଥିଲେ ଶେଷରେ ଯୁବକ ସେଠାରେ ପ୍ରା-ଣତ୍ୟା-ଗ କରିଥିଲା। ବର୍ତ୍ତମାନ ପୋ-ଲିସ ମାମ-ଲା ଦାରଜ କରି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଦେଇଛି।

ମିସଡ଼ କଲରୁ ଆରମ୍ଭ ହୋଇଥିଲା କାହାଣୀ:-

ଯୁବକଙ୍କ କାହାଣୀ ସମ୍ପୂର୍ଣ୍ଣ ଭାବରେ ଏକ ଫିଲ୍ମ ପରି ଅଟେ। ପୋ-ଲିସ ମୁତାବିକ, ବିଗତ ଅକ୍ଟୋବର ମାସରେ ଦୁର୍ଗା ପୂଜା ସମୟରେ ଯୁବକଙ୍କ ଫୋନକୁ ମହିଳା ଜଣକ ତିନିଥର ମିସ କଲ କରିଥିଲେ।

ମହିଳାଙ୍କ ସହିତ କଥା ହେବାପରେ ଯୁବକ ଜଣକ ମହିଳାଙ୍କ ଶବ୍ଦ ଶୁଣି ପାଗଳ ହୋଇଗଲା ଓ ତାଙ୍କୁ ସାକ୍ଷାତ କରିବାପାଇଁ ରାତିରେ ଆସିଲା। ମହିଳା ଜଣକ ପୋଲି-ସକୁ କହିଥିଲେ କି, ସେ ଯୁବକକୁ ମନା କରିଥିଲେ ଫୋନ କରିବାପାଇଁ ଓ ସ-ମ୍ଵନ୍ଧ ବନାଇ ପାରିବେନାହିଁ ବୋଲି କହିଥିଲେ।

ହ-ତ୍ୟା ମୋ-କଦ୍ଦ-ମା:-

ମୃତ-କଙ୍କ ପରିଚୟ ଅମରପୁରରେ ରହୁଥିବା ନୀତିଶ ରୂପକ ନାମରେ ହୋଇଥିଲା। ସେ ଅବିବାହିତ ଥିଲେ। ସେହିପରି ଯୁବକଙ୍କ ମୃ-ତ୍ୟୁର ଖବର ପାଇ ଯେତେବେଳେ ପୋ-ଲିସ ଘଟ-ଣା ସ୍ଥଳରେ ଆସି ପହଞ୍ଚେ ତ ସେଠାରେ ସବୁକଥା ଜାଣିବାକୁ ପାଇଲା ଓ ପୋ-ଲିସ ଶ-ବକୁ ପୋଷ୍ଟ ମ-ର୍ଟମ ପାଇଁ ସୁର-କ୍ଷିତ ରଖିଥିବା ବେଳେ ମାମ-ଲାର ଛାନଭିନ ଜାରି ରଖିଛି।

Leave A Reply

Your email address will not be published.