ଜେଲ ଭିତରେ ମମିତାଙ୍କୁ ସ୍ବପ୍ନ ଦେଖି କୁଆଡ଼େ ଡରୁଥିଲା ଗୋବିନ୍ଦ । ଶେଷରେ ଆଜି ଜୀବନ ହାରିଦେଲା ଗୋବିନ୍ଦ ।

0

Get real time updates directly on you device, subscribe now.

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି ତାହା ହେଉଛି ବହୁଚର୍ଚ୍ଚିତ ମମିତା ମେହେର ମାମ-ଲାରେ ଗି-ରଫ ହୋଇ ଜେଲ ରେ ସଜ୍ଜା କାଟୁଥିବା ମୁଖ୍ୟ ଅଭି-ଯୁକ୍ତ ଗୋବିନ୍ଦ ସାହୁ କଲା ଆ-ତ୍ମହ-ତ୍ୟା । ଜେ-ଲ ଭିତରେ ରଶି ଲଗାଇ ଆ-ତ୍ମହ-ତ୍ୟା ଉଦ୍ୟମ କରିଥିବା ଗୋବିନ୍ଦ ସାହୁଙ୍କୁ ଗୁରୁ-ତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ।

ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷଣା କରିଥିଲେ । ତେବେ ମମିତା ମେହେର ହ-ତ୍ୟାକା-ଣ୍ଡ ଘଟ-ଣାରେ ଅଭି-ଯୁକ୍ତ ଗୋବିନ୍ଦ ସାହୁ ମୁଖ୍ୟ ଓ ଏକମାତ୍ର ଅଭି-ଯୁକ୍ତ ଥିଲେ । ଏବେ ଗୋବିନ୍ଦ ସାହୁଙ୍କ ମୃ-ତ୍ୟୁ ପରେ ମମିତାଙ୍କ ହ-ତ୍ୟାକା-ଣ୍ଡ ବିଷୟରେ ଜାଣିଥିବା ସବୁ ସତ ସବୁଦିନ ପାଇଁ ଲୁ-ଚିଗଲା ବୋଲି କୁହାଯାଉଛି ।

ଏହି ଘଟଣା ପୂର୍ବରୁ ଗତ ରଥଯାତ୍ରା ସମୟରେ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରା ଯାଇଥିଲା । ଆଉ ଏହି ସମୟରେ ସେ ବୁଲି ବୁଲି ରଥଯାତ୍ରା ଦେଖୁଥିବା ବେଳେ ଫଟୋ ଭାଇରାଲ ହୋଇଥିଲା ଯାହାକୁ ନେଇ ତୁମ୍ବି ତୋଫାନ ରାଜ୍ୟରେ ଦେଖିବାକୁ ମିଳିଥିଲା

ସବୁଠାରୁ ବଡ଼ କଥା ହେଲା ଗୋବିନ୍ଦ ସାହୁ ଥିଲେ ଅଣ୍ଡର ଟ୍ରାଏଲ ପ୍ରିଜନର । ତେବେ ଅନେକାଂଶରେ ଦେଖିବାକୁ ଗଲେ  ଅଣ୍ଡର ଟ୍ରାଏଲ ପ୍ରିଜନର ବା କଏ-ଦୀଙ୍କ ପାଇଁ ସୁର-କ୍ଷା ବ୍ୟବସ୍ଥା କଡାକଡି ଥାଏ ।

ମାତ୍ର ଏତେ କଡା ସୁର-କ୍ଷା ଥାଇ ମଧ୍ୟ ତାଙ୍କ ସେଲକୁ ଦଉଡି ଗଲା କେମିତି । କିଏ ତାଙ୍କୁ ଆ-ତ୍ମହ-ତ୍ୟା ପାଇଁ ରଶି ଯୋଗାଇଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଏପରି ମଧ୍ୟ ଶୁଣିବାକୁ ମିଳିଥିଲା ଯେ କୁଆଡ଼େ ଜେ-ଲ୍ ଭିତରେ ଗୋବିନ୍ଦକୁ ଡରାଉଥିଲା ମମିତା ମେହେରର ଆତ୍ମା ।

ଆଉ ଏମିତି ଡରି ଡରି ଜେ-ଲରେ ବଞ୍ଚିବା ଅପେକ୍ଷା ଜୀବନ ହାରିଦେବା ଭଳି ଶେଷ ନିଷ୍ପତ୍ତି ନେଇଗଲା ଗୋବିନ୍ଦ । ତେଣୁ ଆଜି ସକାଳୁ ଗୋବିନ୍ଦ ସାହୁ ଆ-ତ୍ମହ-ତ୍ୟା ଉଦ୍ୟମ କରିଥିଲା । ପରେ ଗୁରୁ-ତର ଅବସ୍ଥାରେ ବଲାଙ୍ଗୀର କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ୮ ତାରିଖରୁ ନିଖୋଜ ହେଇଯାଇଥିଲେ ମମିତା ମେହେର । ଏହାକୁ ନେଇ ତାଙ୍କ ପରିବାର ତରଫରୁ ଥା-ନାରେ ମା-ମଲା କରାଯାଇଥିଲା ।

ମମିତା କାମ କରୁଥିବା ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦ ସାହୁର ଏଥିରେ ସମ୍ପୃକ୍ତି ଥିବା ନେଇ ପରିବାର କହିଥିଲେ । ପରେ ପୋ-ଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମର ଗୋଟିଏ ସ୍ଥାନରେ ଖୋଲିବା ପରେ ଜଣେ ମମିତାଙ୍କ ମୃ-ତ ଶରୀର ପାଇବା ପରେ ତ-ଦନ୍ତ କରି ଫେରାର ଥିବା ମୁଖ୍ୟ ଅଭି-ଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀକୁ ଦୋ-ଷୀ ପାଇ ପୋ-ଲିସ୍ ଖୋଜି ଗି-ରଫ କରିଥିଲା ।

Leave A Reply

Your email address will not be published.