ସ୍ୱାମୀ ସହ କରୁଥିଲେ ରୋମାନ୍ସ, ଟାୱେଲ୍‌ ପିନ୍ଧା ଅବସ୍ଥାରେ ଗର୍ଲଫ୍ରେଣ୍ଡ୍‌କୁ ଧରିଲା ସ୍ତ୍ରୀ

0

Get real time updates directly on you device, subscribe now.

ମାନବ ସମାଜ ଦିନକୁ ଦିନ କାମନା ର ଅନ୍ଧରେ ଏମିତି ମଶଗୁଲ ହୋଇଯାଇଛନ୍ତି ଯାହାଦ୍ଵାରା ସେମାନେ କେଉଁଟା ଠିକ୍ ଆଉ କେଉଁଟା ଭୁଲ ତାହା ଭୂଲିଯାଉଛନ୍ତି ।ଯାହାଦ୍ଵାରା ସେମାନେ ଅନେକ ସମୟରେ ଭୁଲ ପଦକ୍ଷେପ ନେଉଛନ୍ତି ଯାହାଦ୍ଵାରା ସେମାନଙ୍କ ମଧ୍ୟରେ ଥିବା ସଂପର୍କ ଛିନ୍ନ ହେବା ସହ ଅନେକ ପ୍ରକାରର ଗୁଜବ ଉଠିବା ଆରମ୍ଭ ହୋଇଯାଇଥାଏ।

କାମନା ମୋହରେ ଅନ୍ଧ ହୋଇ ଏବଂ ମାନବିକତା କୁ ଭୁଲିଯାଇ ସେମାନେ ଭୁଲ କାର୍ଯ୍ୟ କରିଥାନ୍ତି ଯାହାଦ୍ଵାରା ସେମାନଙ୍କୁ ପରେ ସେହି କାର୍ଯ୍ୟର କ୍ଷତି ବିଷୟରେ ବୁଝାପଡ଼ିଥାଏ।

ଏମିତି ଏକ ଘଟଣା ଶୁଣିବାକୁ ମିଳୁଛି ଯେଉଁଠି ଜଣେ ପୁରୁଷ ବିଭାଜିତ ହେବା ସତ୍ବେ ମଧ୍ୟ ସେ ଆଉ ଜଣେ ମହିଳା ଙ୍କ ଶାରୀରିକ ସମ୍ପର୍କ ରଖିଛି ଏବଂ ଏହି କଥା ତା ସ୍ତ୍ରୀ ଅଜାଣତରେ ହେଉଥିବାର ଶୁଣିବାକୁ ମିଳୁଛି।ଯାହା ଏବେ ବହୁତ ବଡ଼ ସମସ୍ୟା ଉପୁଜୁଥିବା ଦେଖାଦେଇଛି ।

ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଥାଏ କି ଯେଉଁ ମାନେ ବିବାହିତ ସିଆ ପୁରୁଷ ହେଉ କିମ୍ବା ମହିଳା ଏମାନଙ୍କ ମଧ୍ୟରୁ କେତେକ ନିଜ ସ୍ଵାମୀ ଏବଂ ସ୍ତ୍ରୀ ଙ୍କ ଅଜାଣତରେ ଏହିଭଳି କାର୍ଯ୍ୟ କରୁଛନ୍ତି ଯାହା ପରେ ଜଣାପଡିଲେ ଦୁହିଁଙ୍କ ସମ୍ପର୍କକୁ ରେ ଫାଟ ପଡୁଛି।ଏହି ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ସେମାନେ କାହିଁକି ଆଗ୍ରହ ପ୍ରକାଶ କରିଥାନ୍ତି।

ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜାଣିବା ପରେ ସେଠାରେ ସେ ଅନେକ ଗାଳି ଦେବା ସହ ବିଚ୍‌ ରାସ୍ତାରେ ତାଙ୍କୁ ଅନେକ ଅପମାନ ମଧ୍ୟ ଦେଇଛନ୍ତି।

ସ୍ୱାମୀଙ୍କ ସହ ଝଗଡ଼ା କରିବା ସହ ସମ୍ପୃକ୍ତ ମହିଳା ତାଙ୍କୁ ଠେଲାପେଲା କରିଛନ୍ତି। ଖାଲି ସ୍ୱାମୀ ନୁହେଁ, ତାଙ୍କ ଗର୍ଲଫ୍ରେଣ୍ଡ୍‌କୁ ମଧ୍ୟ ମହିଳା ଜଣକ ଗଲିଦେବ ସହ ମାଡ଼ ମଧ୍ୟ ମାରିଛନ୍ତି। ଯୁବତୀଙ୍କୁ ଧରିବା ପାଇଁ ରାସ୍ତାରେ ସମ୍ପୃକ୍ତ ମହିଳା ତାଙ୍କୁ ପିଛା କରି ଗୋଡ଼ାଉ ଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଆଉ ଏକ ଦୃଶ୍ୟରେ ଦେଖିବାକୁ ମିଳିଛି କି ଜଣେ ମହିଳା ଟାୱେଲ୍‌ ପିନ୍ଧିଥିବା ଜଣେ ଯୁବତୀଙ୍କ ପିଛା କରୁଛନ୍ତି ଯାହାକୁ ଲୋକମାନେ ତାଙ୍କ ସ୍ୱାମୀଙ୍କ ଗର୍ଲଫ୍ରେଣ୍ଡ୍‌ ବୋଲି କହୁଛନ୍ତି। ତେବେ ଯୁବତୀ ଜଣକ ଘରର ବାଲ୍‌କୋନିକୁ ଯାଇ ତଳକୁ ଓହ୍ଲାଇବା ପାଇଁ ପ୍ରୟାସ କରୁଥିଲେ କିନ୍ତୁ ସେହି ମହିଳା ଜଣକ ଯେମିତି ସେଠାରୁ ଖସି ନଯାଇପାରିବେ

ସେଥିପାଇଁ ସେହି ମହିଳା ଜଣକ ସତର୍କ ଥିଲେ ଏବଂ ପ୍ରଚେଷ୍ଟା ଚଳାଇଥିଲେ ଯେମିତି ତାଙ୍କ ହାତରୁ କୌଣସି ପ୍ରକାରେ ଖସି ନଯାଇପାରୁ।ଏସବୁ ଭିତରେ ମହିଳାଙ୍କ ସ୍ୱାମୀ ଆସି ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଘଟଣା ପୁରା ଓଲଟା ହୋଇଥିଲା। ବିଚ୍‌ ରାସ୍ତାରେ ସ୍ୱାମୀଙ୍କ ସହ ଝଗଡ଼ା କରିବା ସହ ତାଙ୍କୁ ଠେଲାପେଲା କରିଥିଲେ ମହିଳା ଜଣକ। ପ୍ରକୃତରେ ଏହା କେଉଁଠି ହୋଇଛି ଜଣାପଡିନାହିଁ କିନ୍ତୁ ଏଥି ପ୍ରତି ସମସ୍ତେ ସତର୍କ ରୁହନ୍ତୁ।

Leave A Reply

Your email address will not be published.