ସାପ୍ତାହିକ ହାଟ ମଝିରେ ଠିକାଦାରଙ୍କୁ ଗୁ-ଳି କରି ହ-ତ୍ୟା କରିଲେ ମାଓବାଦୀ

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ସମସ୍ତେ ମାଓବାଦୀଙ୍କୁ ଭଲ ଭାବରେ ଚିହ୍ନିଥିବେ ନିଶ୍ଚୟ।ସେମାନେ ଯେପରି ନୃ-ଶଂସ କାମ ଗୁଡ଼ିକ କରିଥାନ୍ତି ସେଥିପାଇଁ ସମସ୍ତଙ୍କ ମନରେ ତାଙ୍କ ପ୍ରତି ଭ-ୟ ରହିଥାଏ।ବିଶେଷ କରି ଜଙ୍ଗଲ ଦୁ-ର୍ଗମ ଅଞ୍ଚଳରେ ସେମାନେ ସେମାନଙ୍କର ଆଧିପତ୍ୟ ବିସ୍ତାର କରିଥାନ୍ତି।

ସେହି ଅଞ୍ଚଳରେ ବାସ କରୁଥିବା ଲୋକ ମାନେ ପ୍ରତିଦିନ ଭ-ୟରେ ଜୀବନ ଯାପନ କରନ୍ତି।ଏମିତି କିଛି ଘଟଣା ଘଟିଛି କୋଟଗଡ଼ ଥା-ନା ଅନ୍ତର୍ଗତ ବଣ୍ଡାପିପିଲି ଅଞ୍ଚଳ ରେ ଯେଉଁଠି ଜଣେ ଠିକାଦାରଙ୍କୁ ମାଓ-ବାଦୀ ମାନେ ସାପ୍ତାହିକ ହାଟ ମଝିରେ ଗୁ-ଳି କରି ହ-ତ୍ୟା କରିଛନ୍ତି।

ମୃ-ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରମେଶ ନାୟକ।ସୂଚନା ମିଳିଛି କି ପୂର୍ବରୁ ରମେଶ ଙ୍କ ନାମ ରେ ମାଓ-ବାଦୀ ମାନେ ବହୁତ ଥର ପୋଷ୍ଟର ଲଗାଇ ଚେତାବନୀ ଦେଇଥିଲେ। ତେବେ ବହୁତ ଦିନର ନିରବତା ପରେ ଆଜି ସାପ୍ତାହିକ ହାଟ ରେ ରମେଶ ଯେତେବେଳେ ସଉଦା କିଣୁଥିଲେ ସେତେବେଳେ ଅପରପକ୍ଷରୁ ଦୁଇଜଣ ମାଓବାଦୀ ହଠାତ୍ ଗୁ-ଳିବ-ର୍ଷଣ କରିଥିଲେ।ରମେଶ ସେଠାରୁ ଦୌଡ଼ି ପଳାଇଆସିବା ପାଇଁ ଚେଷ୍ଟା କରିଥିଲେ।

ହେଲେ ଗୋଟେ ଗୁ-ଳି ଆସି ତାଙ୍କ ବାମ ଛାତିରେ ବାଜିଥିଲା ଫଳ ରେ ରମେଶଙ୍କର ସେଇଠି ହିଁ ମୃ-ତ୍ୟୁ ହୋଇଥିଲା।ମୃ-ତ୍ୟୁ ପରେ ତାଙ୍କ ପାଖରେ କେହି ଲୋକ ନଥିଲେ,କେବଳ ଗୋଟିଏ ପୋଷ୍ଟର ଥିଲା।

ଏହି ଘଟଣା ପରେ ବଣ୍ଡାପିପିଲି ଅଞ୍ଚଳରେ ଏପରି କୋକୁଆ ଭ-ୟ ଲୋକ ମାନଙ୍କ ମଧ୍ୟ ରେ ଖେଳିଯାଇଛି କି କେହି ଗୋଟେ ଲୋକ ପ୍ରତିକ୍ରିୟା ଦେବା ପାଇଁ ବାହାରକୁ ଆସୁନାହାନ୍ତି। ସେହି ଅଞ୍ଚଳର ରାସ୍ତା ଘାଟ ପୁଣି ଜନଶୂନ୍ୟ ହୋଇପଡ଼ିଛି।

କେବଳ ସେହି ପୋଷ୍ଟରରୁ ଯାହା ଜଣାପଡ଼ିଛି କି ରମେଶ ଠିକାଦାର ଭାବରେ ଲୋକ ମାନଙ୍କଠୁ ବହୁତ ଟଙ୍କା ଲୁ-ଟିଥିଲେ ଏବଂ ସେ ଯେତିକି ସବୁ ମାଓ ବିରୋଧୀ କାର୍ଯ୍ୟକ୍ରମ କରୁଥଲେ। ପୋ-ଲିସ୍ ଙ୍କୁ ମଧ୍ୟ ମାଓବାଦୀ ମାନଙ୍କ କାର୍ଯ୍ୟକଳାପ ବିଷୟ ରେ ସୂଚନା ଦେଉଥିଲେ।

ସେହି ପୋଷ୍ଟର ରେ ଆହୁରି କିଛି ଲୋକ ଙ୍କ ନାମ ଲେଖି ସେମାନଙ୍କୁ ଚେତା-ବନୀ ଦେଇଛି ମାଓବାଦୀ। ତେବେ ରମେଶ ଙ୍କ ମୃ-ତ୍ୟୁ ପରେ ତାଙ୍କ ସ୍ତ୍ରୀ ଏକ ଛୋଟ ଛୁଆକୁ ଧରି କାନ୍ଦୁଛନ୍ତି।

Leave A Reply

Your email address will not be published.