ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,ଅବତାର-୨ ଦେଖିବା ବେଳେ ଚାଲିଗଲା ଜୀବନ।

0

Get real time updates directly on you device, subscribe now.

ମୋନୋରଞ୍ଜନ ପାଇଁ ଆମେ ଅନେକ ସିନେମା,ଫିଲ୍ମ୍, ଦେଖିଥାଉ।ମାତ୍ର ସେହି ସିନେମା ଆମ ମୃ-ତ୍ୟୁର କାରଣ ହୋଇଯିବ ତାହା କେହି ଭାବି ନଥାନ୍ତି।ବନ୍ଧୁଗଣ ମୃ-ତ୍ୟୁ ଏମିତି ବି ଆସେ, ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଏମିତି କିଛି ଘ-ଟଣା ଆଜି ଆପଣଙ୍କ ସାମ୍ନାକୁ ନେଇ ଆସିଛି ଯାହାକୁ ଶୁଣିଲେ ସମସ୍ତଙ୍କୁ ଅବାକ୍ କରିଦେବ ।ଫିଲ୍ମ୍ ଦେଖି ଜଣେ ଲୋକଙ୍କର ମୃ-ତ୍ୟୁ ଘଟିଛି।କାରଣ ହେଉଛି ଅତ୍ୟଧିକ ଖୁସି ଯୋଗୁଁ ।ଅଧିକ ଉତ୍ସାହିତ ହୋଇଗଲେ ଯୁବକ ଅବତାର-୨ ଦେଖିବା ବେଳେ ଚାଲିଗଲା ଜୀବନ।

ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍‌ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍‌ ତାଙ୍କର ହୃ-ଦ୍‌ଘା-ତ ହୋଇଥିଲା ।

ନିକଟରେ ରିଲିଜ୍‌ ହୋଇଛି ବହୁ ପ୍ରତିକ୍ଷିତ ତଥା ବହୁ ଚର୍ଚ୍ଚିତ ହଲିଉଡ୍‌ ଫିଲ୍ମ ଅବତାର-୨ । ଭିଏଫ୍‌ଏକ୍ସ ଏବଂ ଗ୍ରାଫିକ୍ସରେ ଭରପୁର ଏହି ଫିଲ୍ମ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି ।

ସବୁ ହଲ୍‌ରେ ହାଉସ୍ ଫୁଲ୍ । ହେଲେ ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନରେ ଦେଖାଦେଇଛି ଅଘ-ଟଣ । ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍‌ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରା-ଣ ହରାଇଛନ୍ତି ।

ଫିଲ୍ମ ଚାଲିଥିବା ବେଳେ ହଠାତ୍‌ ତାଙ୍କର ହୃ-ଦ୍‌ଘା-ତ ହୋଇଥିଲା । ଆଉ ସେହିଠାରେ ହିଁ ତାଙ୍କର ପ୍ରା-ଣବା-ୟୁ ଉଡ଼ିଯାଇଥିଲା ।ମୃ-ତବ୍ୟକ୍ତିଙ୍କ ନାଁ ଲକ୍ଷ୍ମିରେଡ୍ଡି ଶ୍ରିନୁ ବୋଲି ଜଣାପଡ଼ିଛି । ସେ ତାଙ୍କ ଭାଇ ରାଜୁ ସହ ଅବତାର-୨ ଦେଖିବା ପାଇଁ ଯାଇଥିଲେ ।

ଫିଲ୍ମ ଅଧାରେ ଶ୍ରୀନୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଭାଇ ଶ୍ରିନୁଙ୍କୁ ଅଚେତ୍‌ ଦେଖି ରାଜୁ ତୁରନ୍ତ ପେଡାପୁରମ୍‌ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଶ୍ରିନୁଙ୍କର ଗୋଟିଏ ପୁଅ ଏବଂ ଝିଅ।

ତେବେ ପୂର୍ବରୁ ୨୦୧୦ ମସିହାରେ ମଧ୍ୟ ଏଭଳି ଘ-ଟଣା ଘଟିଥିବାର ସାମ୍ନାକୁ ଆସିଥିଲା । ଅବତାର-୧ ଫିଲ୍ମ ଦେଖିବା ବେଳେ ତାଇୱାନ୍‌ର ଜଣେ ୪୨ ବର୍ଷିୟ ବ୍ୟକ୍ତିଙ୍କ ପରଲୋକ ହୋଇଥିଲା । ସେ ମଧ୍ୟ ହାର୍ଟ-ଆଟାକ୍‌ର ଶି-କାର ହୋଇଥିଲେ।

Leave A Reply

Your email address will not be published.