ବୋହୁ ର ଶ୍ୱଶୁର ବିରୋ-ଧରେ ବଳା-ତ୍କାର ଅଭି-ଯୋଗ ପରେ ମୁହଁ ଖୋଲିଲେ ସ୍ବାମୀ,ଶ୍ୱଶୁର ଓ ଗ୍ରାମବାସୀ।

0

Get real time updates directly on you device, subscribe now.

ବନ୍ଧୁଗଣ ଆଜି ର ଦୁନିଆ ରେ ସମ୍ପର୍କ ର ମୂଲ୍ୟ ରହୁନାହିଁ।ଆଜିକାଲି ପିଲା ବଡ଼ ହେଇଗଲେ ବାପା ମା ଙ୍କୁ ଭୁଲିଯାଉଛନ୍ତି।ଆଜି ର ପୁଅ ମାନେ ନିଜ ସ୍ତ୍ରୀ ଙ୍କ ବୁଦ୍ଧି ରେ ପଡ଼ି ବାପା ମା ଙ୍କୁ ଛାଡ଼ି ଚାଲିଯାଉଛନ୍ତି।ଯେଉଁ ବାପା ମା ଛୋଟ ବେଳୁ ପିଲା ଙ୍କୁ କଷ୍ଟ ରେ ବଡ଼ କରି ଆସନ୍ତି ସେଇ ବାପା ମା ଙ୍କୁ ପିଲା ବଡ଼ ହେଲେ ବୃଦ୍ଧାଶ୍ରମକୁ ପଠାଇ ଦେଉଛନ୍ତି।

ଆଗରୁ ଶାଶୁ ଶ୍ଵଶୁରଙ୍କୁ ବୋହୁମାନେ ସମ୍ମାନ ଦେଉଥିଲେ,ତାଙ୍କର ସବୁ କଥାକୁ ମାନୁଥିଲେ।କିନ୍ତୁ ଆଜିର ଯୁଗରେ ସବୁ ଓଲୋଟା ହେଇଗଲାଣି।ବୋହୂ ମାନେ ନାରୀ ହେବାର ଫାଇଦା ଉଠାଇ ଶାଶୁ ଶ୍ୱଶୁରଙ୍କ ନାମ ରେ ମି-ଥ୍ୟା ଅଭି-ଯୋଗ ମଧ୍ୟ କରୁଛନ୍ତି।

ଏପରି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଉଦଳା ରେ,ଯେଉଁଠାରେ ବୋହୂ ଶ୍ୱଶୁର ଓ ସ୍ବାମୀ ନାମ ରେ ଆଣିଛି ସାଙ୍ଘା-ତିକ ଅଭି-ଯୋଗ।ଯାହାକୁ ନେଇ ଆଜି ଶ୍ୱଶୁର,ସ୍ବାମୀ ଓ ଗ୍ରାମବାସୀ ମୁହଁ ଖୋଲିଛନ୍ତି।

ଆସନ୍ତୁ ଜାଣିବା କ’ଣ ପ୍ରତି-କ୍ରିୟା ଆସିଛି ଏହି ଘଟ-ଣା ସମ୍ପ-ର୍କରେ। ପାଠକଗଣ ଘଟ-ଣା ଟି ଘଟିଛି ଉଦଳା ଥା-ନା ଅନ୍ତର୍ଗତ ରାଢ଼ ଗ୍ରାମରେ।ସେହି ଗ୍ରାମର ଜଣେ ବୋହୂ ନିଜ ଶ୍ଵଶୁର ନାମରେ ଆଣିଛନ୍ତି ସାଙ୍ଘା-ତିକ ଅଭି-ଯୋଗ।ବୋହୂ ସଙ୍ଗୀତା ଶ୍ୱଶୁର ଓ ସ୍ବାମୀ ନାମରେ ଉଦଳା ଥା-ନା ରେ ଲିଖିତ ଅଭି-ଯୋଗ କରିବା ପରେ ଗଣମାଧ୍ୟମ ସାମ୍ନା ରେ ନିଜର କଥା ରଖିଛନ୍ତି।

ସେ କହିଛନ୍ତି ସେ ତାଙ୍କ ଛୁଆକୁ ନେଇଗଲା ସମୟରେ ତାଙ୍କ ସ୍ବାମୀ ଓ ସେ ତାଙ୍କ ଛୁଆକୁ ତାଙ୍କ ଠାରୁ ଛଡେଇ ନେଇ ଘୋଷାରି ଘୋଷାରି ରାସ୍ତାରେ ପିଟିଥିଲେ।ତାହା ପରେ ତାଙ୍କ ଶ୍ୱଶୁର ତାଙ୍କୁ ଧ-ର୍ଷଣ କରିବାକୁ ଚେଷ୍ଟା କରିଥିଲେ ଓ କହିଥିଲେ ଗୋଟେ ଦିନ ଭିତରେ ଯଦି ଗାଁ ଛାଡ଼ି ନ ଯାନ୍ତି ତେବେ ତାଙ୍କୁ ପେଟ୍ରୋଲ ଢାଳି ମା-ରିଦେବେ।

ତେବେ ସ୍ତ୍ରୀ ର ଏହି କଥାକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ସ୍ବାମୀ।ସେ କହିଛନ୍ତି ତାଙ୍କ ସ୍ତ୍ରୀ ଙ୍କର ମୁଣ୍ଡ ଦୋ-ଷ ଅଛି ଓ ତାଙ୍କ ପେଟ ରେ ଯେଉଁ ତିନି ମାସ ର ଛୁଆ ଅଛି ସେତ ତାଙ୍କର ନୁହେଁ ବୋଲି କହିଛନ୍ତି।ଏପଟେ ଶଶୁର କହିଛନ୍ତି ବୋହୂ ଯାହା ସବୁ ଅଭି-ଯୋଗ କରିଛି ତାହା ବିଷୟରେ ସେ କିଛି ବି ଜାଣିନାହାନ୍ତି।

ତାଙ୍କୁ ୭୭ ବର୍ଷ ବୟସ ଏ ବୟସ ରେ ଏପରି ମି-ଥ୍ୟା ଅଭି-ଯୋଗ ଆଣି ତାଙ୍କ ପରିବାର କୁ ଅପବାଦ ର ସାମ୍ନା କରିବାକୁ ପଡ଼ୁଛି ବୋଲି କାନ୍ଦି କାନ୍ଦି କହିଛନ୍ତି।ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ବୋହୂ ଯେଉଁ ଅଭି-ଯୋଗ ଆଣିଛି ସେଥିରେ କୌଣସି ସତ୍ୟତା ନାହିଁ।ସେମାନେ କହିଛନ୍ତି ବୋହୂ ଯଦି ବାରମ୍ବାର ଘରୁ ପଳେଇବ ଯିଏ ହେଲେ ବି ରା-ଗିବ।ତେବେ ଯେଉଁ ଧର୍ଷଣ କଥା କହୁଛି ତାହା କିଛି ବି ସତ ନୁହେଁ।

ଶଶୁର ଜଣକ ଭଲସେ ଚାଲି ପାରନ୍ତି ନାହିଁ ନିଜେ କିଛି କାମ ଠିକ୍ ସେ କରିପାରନ୍ତି ନାହିଁ ସେ ବୃଦ୍ଧା ଜଣକ ଜଣଙ୍କୁ ଦୁ-ଷ୍କର୍ମ କିପରି କରିବେ ବୋଲି କହିଛନ୍ତି। ତେବେ ବୋହୂ କରିଥିବା ଅଭି-ଯୋଗରେ କେତେ ସତ୍ୟତା ରହିଛି ତାହା ମାମ-ଲାର ତ-ଦନ୍ତ ପରେ ହି ଜଣା ପଡ଼ିବ।

Leave A Reply

Your email address will not be published.