ଇଏ ହେଉଛନ୍ତି ସୁମିତ୍ରା,ଯିଏ ସ୍ୱାମୀଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଛନ୍ତି|ଏତିକିରେ ମନ ମାନିଲା ନାହିଁ ବାଲେଶ୍ବରରେ ହ-ତ୍ୟା କରି ୮୦ କିମି ଦୂରରେ ସ୍ୱାମୀର କ-ଟାମୁ-ଣ୍ଡକୁ ଫୋପାଡି ଦେଇଥିଲେ|ଏବେ ସୁମିତ୍ରା କହୁଛି ମୋତେ ଡ-ରାଉ-ଛି କ-ଟାମୁ-ଣ୍ଡ|ମୁଁ ଯେଉଁ କ-ଟାମୁ-ଣ୍ଡ ଫୋପା-ଡିଥିଲି ମୋତେ ଡ-ରାଉଛି,ମା-ରି ଦେବ ବୋଲି ଧମ-କାଉଛି|
ବାଲେଶ୍ବର ସଦର ଥା-ନା ଖାନନଗର ଅଞ୍ଚଳରୁ ଗତ ଶନିବାର ଦିନ ମୁତ୍ଡ ବିହୀନ ମୃ-ତ ଗଳିତ ଶ-ବ ଉ-ଦ୍ଧାର କରିଥିଲେ ପୋ-ଲିସ|ଏହାପରେ ଘଟ-ଣାର ପ-ର୍ଦ୍ଧାଫା-ଶ ହୋଇଥିଲା|ଘ-ଟଣା ଥିଲା ଏମିତି ନୟାଗଡ ଜିଲ୍ଲାର ଯୁବକ ଶ୍ରୀଧର ଦଳ ବେହେରା,ଫକୀର ନାଏକ, ସୁମିତ୍ରା ନାଏକ
ବାଲେଶ୍ଵର ସଦର ଥା-ନା ଅନ୍ତର୍ଗତ ବସୁଧା ଯୋଜନାରେ କାମ କରିବାକୁ ଆସିଥିଲେ|ନୟାଗଡରୁ କାମ କରିବାକୁ ଆସିଥିବା ସୁମିତ୍ରାକୁ ଛାଡି ଶ୍ରୀଧରକୁ ଭଲ ପାଇଥିଲା|ମନ ଦେଇ ଶାରି-ରୀକ ସ-ମ୍ପର୍କ ଥିଲା|ଯେତେବେଳେ ଫକୀର ଜାଣିଥିଲେ ସୁମିତ୍ରା କୁ ଘରୁ ବାହାର କରି ଦେଇଥିଲା|
ଏହାପରେ ଫକୀର ସୁମିତ୍ରା ଶ୍ରୀଧରକୁ ଛାଡି ନିଜ ଗାଁ ନୟାଗଡ ଆସିଲେ|ଏହାପରେ ଶ୍ରୀଧର ଓ ଫକୀର ସ୍ତ୍ରୀ ସୁମିତ୍ରା ସ୍ୱାମୀ ସ୍ତ୍ରୀ ଭଳି ରହିଲେ|ପ୍ରେମିକ ଶ୍ରୀଧର ତା ସ୍ୱାମୀ ପାଲଟିଗଲା ଦ୍ୱିତୀୟ ସ୍ୱାମୀ|ଯେତେବେଳେ କଥା କ-ଟାକ-ଟି ହେଲା ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା ସୁମିତ୍ରା|
ଉପାୟ ନପାଇ ପ୍ରଥମ ସ୍ୱାମୀକୁ ଜଣାଇଲା|ପ୍ରଥମ ସ୍ୱାମୀ ମୁଣ୍ଡକୁ ନେଇ ଭଦ୍ରକରେ ଫୋପାଡିଲା|ଏଵେ ଅଭି-ଯୁକ୍ତ ସ୍ୱାମୀ ସ୍ତ୍ରୀ କୁ ପୋ-ଲିସ ଗି-ରଫ କରିଛି|ଏବେ କୁଆଡେ଼ କ-ଟାମୁ-ଣ୍ଡ ସୁମିତ୍ରାଙ୍କୁ ଡରାଉଛି କାରଣ ଯେତେବେଳେ ତା ସ୍ୱାମୀ ଗାଡି ଚଲାଉଥିଲା ସେ କ-ଟାମୁ-ଣ୍ଡ ଧରିଥିଲା|ଏବେ ସେ ସବୁକୁ ସ୍ୱପ୍ନରେ ଦେଖି ସୁମିତ୍ରା ବିଳବିଳା ଉଛି|