ଏ ଦୁନିଆ ଟି ବଡ଼ ବିଚିତ୍ର।ସବୁଦିନ ଦୁନିଆ ରେ କିଛି ନ କିଛି ଘ-ଟଣା ମାନ ଘଟିଥାଏ।ଆଜିକାଲି ଯୁବକ ଯୁବତୀ ମାନେ ନିଜର ସଂଯମତା ହରେଇ ଦେଇଛନ୍ତି।ସେମାନେ ଆଉ ନିଜ ସ-ମ୍ପର୍କ ର ମ-ର୍ଯ୍ୟାଦା ରଖୁନାହାନ୍ତି।ସେମାନେ ଭାବୁଛନ୍ତି ପ୍ରେମ କରିବା ମାନେ ହେଉଛି ଏକାଠି ଶୋଇବା।
ଏହା ପାଇଁ ସେମାନେ କଉ ସ୍ଥାନ କୁ ରଙ୍ଗଶାଳା ବନେଇଦେଇପାରନ୍ତି।ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଅଞ୍ଚଳରେ।ବଦ-ନାମ ହେଉଛି ଐତିହ୍ୟ ସ୍ଥଳୀ ଖଣ୍ଡଗିରି।ଏହା ପଛରେ ଥିବା ବସ ଟର୍ମିନାଲ ରେ ଥିବା ତିନୋଟି ଚକାଡୋଳା ବସ ପାଲଟିଛି ଯୁବକ ଯୁବତୀ ଓ କି-ନ୍ନର ମାନଙ୍କ ପାଇଁ ଅସ୍ଥାୟୀ ରଙ୍ଗଶାଳା।
ବସ ଭିତର ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବା ସହ ଲ-ଜ୍ୟା ରେ ମୁଣ୍ଡ ନୁଆଇ ଦେବ।ବସ ଭିତର ସିଟ୍ ବ୍ୟହର ହେଉଛି କୌଣସି ହୋଟେଲ ର ବେଡ୍ ରୂପରେ ଓ ବସ ରେ ପଡ଼ିଛି ଗଦା ଗଦା ମା-ଡ଼ ବୋତଲ ,କ-ଣ୍ଡୋମ୍ ଓ ଆପ-ତ୍ତିଜନକ ଜିନିଷ।ସନ୍ଧ୍ୟା ହେଲା ମାତ୍ରେ ସେଇ ତିନୋଟି ଚକାଡୋଳା ବସ ପାଖରେ ଆସର ଜମୁଛି ପ୍ରେମିକ ପ୍ରେମିକା ଓ କି-ନ୍ନର ମାନଙ୍କର ଓ ବିଳମ୍ବିତ ରାତ୍ରି ଯାଏଁ ଚାଲୁଛି ଯୌ-ବନ ର ଖେଳ।ସଞ୍ଜ ହେବ ମାତ୍ରେ ମୋବାଇଲ ଲାଇଟ୍ ରେ ପ୍ରେମିକ ପ୍ରେମିକା ମାନେ ଚାଲିଯାଉଛନ୍ତି ବସ ଭିତରକୁ ଓ ରାତି ରେ କି-ନ୍ନର ମାନେ ତାହାକୁ କବଜା କରିନଉଛନ୍ତି।
କିଛି କି-ନ୍ନର ବସ ବାହାରେ ଜଗୁଛନ୍ତି ଓ କିଛି କିନ୍ନର ନିଜ ନିଜର ଗ୍ରାହକ ଙ୍କୁ ନେଇ ଯାଉଛନ୍ତି ବସ ଭିତରକୁ। ତାପରେ କ’ଣ ଯାଉଛି ଆପଣ ଅନୁମାନ କରିପାରୁଥିବେ। ଖଣ୍ଡଗିରି ଏକ ଏପରି ଐତିହ୍ୟ ସ୍ଥଳୀ ଯାହାକୁ ଦେଖିବାକୁ ରାଜ୍ୟ କିମ୍ବା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସିଥାନ୍ତି
ଏହି ଘଟ-ଣା ଟି ସ୍ଥାନୀୟ ଅଞ୍ଚଳ ପାଇଁ ପାଲଟିଛି ଏକ ଲ-ଜ୍ୟା ର ବିଷୟ।ଏହା ପାଖା ପାଖି ରହିଛି ଅନେକ ହାଉସିଂ ଆପାର୍ଟମେଣ୍ଟ।ଆଉ ସେଠାରେ ଅନେକ ମର୍ଯ୍ୟାଦାଶୀଳ ଓ ସମ୍ଭ୍ରାନ୍ତ ଶ୍ରେଣୀ ର ଲୋକ ନିଜ ପରିବାର ସହ ରହୁଛନ୍ତି।ଏଭଳି ସ୍ଥଳ ରେ ଏପରି ବିଷୟ ଲ-ଜ୍ୟା ର ବିଷୟ ପାଲଟିଛି।ପାର୍କିଂ ସ୍ଥଳ ରେ ଥିବା ଏହି ତିନୋଟି ବସ ଏବେ ଲ-ଜ୍ୟା ର ବିଷୟ ପାଲଟିଛି।
ସ୍ଥାନୀୟ ଲୋକ ଙ୍କ କହିବା ଅନୁସାରେ ଏହି ବସ ତିନୋଟି ଏବେ ସଂପୂର୍ଣ୍ଣ ଭର୍ବରେ ରଙ୍ଗଶାଳା ପାଲଟିଛି।ନା କୁ ଖାଲି ବସ ନାମ ଚକାଡୋଳା କିନ୍ତୁ ସେଠାରେ ସବୁ ଖରାପ କାମ ହିଁ ଚାଲିଛି।ରାଜ୍ୟ ସରକାର ଏହି ସ୍ଥାନ କୁ ସୁନ୍ଦର ଓ ସୁର-କ୍ଷିତ ରଖିବା ପାଇଁ ଓ ଏଠାକୁ ଆସିବା ପାଇଁ ଅନେକ ପ୍ରଚାର ଓ ପ୍ରଶ୍ର କରୁଛନ୍ତି।କିନ୍ତୁ ପାର୍କିଂ ସ୍ଥାନ ରେ ଏପରି ଦୃ-ଶ୍ୟ ଦେଖିଲେ ଲୋକ ଆସିବେ କଣ ନାକ ଟେକିବେ।
ବିଶ୍ଵ ଐତିହ୍ୟ ସ୍ଥଳୀ ମଧ୍ୟରେ ଜୈନ୍ୟ ଧର୍ମାବଲମ୍ବୀ ଙ୍କ ଏହା ହେଉଛି ଏକ ଏପରି ସ୍ଥଳୀ ଯେଉଁଠାକୁ ଲୋକ ମାନେ ବିଭିନ୍ନ ପ୍ରକାର ଗୁମ୍ଫା ଓ ବିଭିନ୍ନ ଐତିହ୍ୟ ସ୍ଥାନ ଦେଖିବାକୁ ଆସନ୍ତି।ଏପରି ସ୍ଥଳ ରେ ଏହି ଘଟ-ଣା ଲ-ଜ୍ୟା ର ବିଷୟ ବସ୍ତୁ ପାଲଟିଛି।ଏପରି ଘଟ-ଣା ପ୍ରଶ୍ନ ସୃଷ୍ଠି କରୁଛି ଯେ ପୋଲି-ସ ର ଗାଡ଼ି ରାତି ରେ କେତେ ଥର ଏଠାକୁ ଆସୁଛି।ଦେଖିବାକୁ ବାକି ରହିଲା ଯେ ଏ ବିଷୟ ରେ ପୋ-ଲିସ ଓ ପ୍ରଶା-ସନ କିପରି ପଦକ୍ଷେପ ନେଉଛି।