ବରୀ ଥା-ନା ବିରୁପା ନଦୀ ଠାରୁ ଯେଉଁ ନରକଙ୍କାଳ ମିଳିଥିଲା ତାହା ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। ଏହି କ-ଙ୍କାଳ ଉ-ଦ୍ଧାର ଘଟ-ଣାର ରହ-ସ୍ୟ ସେବେଠାରୁ ଜା ରି ରହିଥିବା ବେଳେ ପୋ-ଲିସ୍ ଏବେ ଏହାର ପ-ର୍ଦାଫା-ସ କରିସାରିଛି।
ତେବେ ସେହି ନ-ରକ-ଙ୍କାଳଟି କେନ୍ଦ୍ରାପଡା ଜିଲ୍ଲା ନିକିରେଇ ଥା-ନା ଅନ୍ତର୍ଗତ ଧୁମାତ ଗାଁର ତପନ କୁମାର ଗୋଚ୍ଛାୟତଙ୍କ ପୁଅ ମନୋଜଙ୍କର ବୋଲି ପୋ-ଲିସ ସ୍ପଷ୍ଟ କରିସାରିଛି।
ମନୋଜଙ୍କୁ ହ-ତ୍ୟା କରି ଏହି ନଦୀ ପାଖରେ ପୋତି ଦିଆଯାଇଥିଲା। ସୂଚନା ଅନୁସାରେ ପର-କୀୟା ପ୍ରୀ-ତି କାରଣରୁ ଏହି ହ-ତ୍ୟାକା-ଣ୍ଡ ଘଟିଥିଲା। ଏହି ଘଟ-ଣାରେ ପୋ-ଲିସ 3 ଜଣ ଅଭି-ଯୁକ୍ତଙ୍କୁ ଗି-ରଫ କରିଛି। ତେବେ ଗି-ରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ମହାକାଳପଡା ଗ୍ରାମର କୁନି ପରିଡା, ବାବୁ ପରିଡା ଏବଂ ଅଭୟ ନାୟକ।
ପୋଲି-ସର ସୂଚନା ଅନୁସାରେ ମୃ-ତ ମନୋଜ ଜଣେ ଅଟୋ ଡ୍ରାଇଭର ଥିଲେ। ମନୋଜ ଏବଂ ବରୀ ଥା-ନା ମହାକାଳପଡା ଗାଁର କୁନି ପରିଡାଙ୍କ ମଧ୍ୟରେ ପ୍ରେମ ସଂ-ପର୍କ ଗଢ଼ି ଉଠିଥିଲା। କୁନି ପରିଡା ପୂର୍ବରୁ ବିବାହିତ ଥିଲେ।
ସ୍ୱାମୀଙ୍କର ନାମ ବାବୁ ପରିଡା ଅଟେ। ସ୍ୱାମୀ ବାହାରେ ରହୁଥିବାରୁ ଏହାର ସୁଯୋଗ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସଂ-ପର୍କ ରହିଥିଲା। କିନ୍ତୁ ହଠାତ ମନୋଜଙ୍କର ଅନ୍ୟ ବିବାହ ହେବା ପର ଠାରୁ ଉଭୟଙ୍କ ସଂପ-ର୍କରେ ଦୂରତା ଆସିଲା।
ଏହାରି ଭିତରେ କୁନି ପରିଡାଙ୍କର ଆଉ ଜଣେ ପୁରୁଷଙ୍କ ସହ ପ୍ରେମ ସ-ମ୍ପର୍କ ଗଢି ଉଠିଥିଲା। ସେ ହେଉଛନ୍ତି ଅଭୟ ନାୟକ। ଧୀରେ ଧୀରେ ଏହି ଘଟ-ଣା ମନୋଜ ଜାଣିବା ପରେ ଉଭୟ ମନୋଜ ଏବଂ ଅଭୟଙ୍କ ମଧ୍ୟରେ ବିବା-ଦର ସୃଷ୍ଟି ହୋଇଥିଲା।
ମନୋଜଙ୍କୁ ରାସ୍ତାରୁ ହଟେଇବା ପାଇଁ କୁନି, ଅଭୟ ଏବଂ ବାବୁ ଯୋଜନା କରିଥିଲେ। ଗତ ଅକ୍ଟୋବର 13 ତାରିଖ ରାତିରେ କୁନି ପାଖକୁ ମନୋଜ ଆସିଥିବା ବେଳେ ତାଙ୍କୁ ହ-ତ୍ୟା କରାଯାଇଥିଲା।
ଏହାସହ ଅଭି-ଯୁକ୍ତମାନେ ପ୍ରମାଣ ନ-ଷ୍ଟ କରିବା ପାଇଁ ମନୋଜଙ୍କର ଶ-ବକୁ ବିରୁପା ନଦୀ ପାଖରେ ପୋତି ଦେଇଥିଲେ। ପରିବାର ଲୋକେ ଏବଂ ପୋ-ଲିସ ବିଭିନ୍ନ ସ୍ଥାନ ଖୋ-ଜାଖୋ-ଜି କରିବା ପରେ ପ୍ରଥମେ ମନୋଜଙ୍କ ମୋଟର ସାଇକେଲ ପାଇଥିଲେ।
ଏହାପରେ ନଦୀ ପଠାରୁ ମନୋଜଙ୍କ ସାର୍ଟ ମିଳିଥିଲା। ଆହୁରି ଖୋ-ଜାଖୋ-ଜି କରିବାରୁ କ-ଙ୍କାଳ ମଧ୍ୟ ଉ-ଦ୍ଧାର କରାଯାଇଥିଲା। ସାଇଣ୍ଟିଫିକ ଟିମ ତ-ଦନ୍ତ କରିବା ପରେ କଙ୍କା-ଳଟି ମନୋଜଙ୍କର ବୋଲି ସ୍ପଷ୍ଟ ହୋଇଥିଲା।