ସେକ୍ସ୍ ଡଲ ନେଇ ମନ୍ଦିର ଗଲା ଏହି ବ୍ୟକ୍ତି, ସମସ୍ତଙ୍କ ଆଗରେ କଲା ଏପରି କାର୍ଯ୍ୟକଳାପ, ଦୃଶ୍ୟ ଦେଖି ରାଗିଗଲେ ଲୋକମାନେ, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ମନ୍ଦିର ଗୋଟିଏ ପବିତ୍ର ସ୍ଥାନ ହୋଇଥାଏ । ଏଠାରେ କିଛି ନିୟମ ମଧ୍ୟ ରହିଥାଏ । ଏଠାରେ କିଛି ନିୟମ ମଧ୍ୟ ରହିଥାଏ । ଏଠାରେ କୌଣସି ପ୍ରକାରର ଆପତ୍ତିଜନକ କାର୍ଯ୍ୟକୁ ସ୍ବୀକାର କରାଯାଏ ନାହିଁ । ଯେତେବେଳେ କୌଣସି ବ୍ୟକ୍ତି ଏଠାକୁ ଦୁଇ ଦୁଇଟି ସେକ୍ସ ଡଲ ନେଇ ପହଞ୍ଚିଯାଏ ସେତେବେଳେ କଣ ହେବ ? କେବଳ ଏତିକି ନୁହେଁ, ସେ ମନ୍ଦିରରେ ଏହି ସେକ୍ସ୍ ଡଲ ସହିତ ଏପରି କାମ କଲା ଯାହା ଠିକ୍ ନୁହେଁ । ବିଶ୍ୱାସ କରନ୍ତୁ ଏହା ଦେଖି ଯେକୌଣସି ବ୍ୟକ୍ତିକୁ ରାଗ ଲାଗିବ । ସେମାନେ ସେହି ବ୍ୟକ୍ତିଙ୍କୁ ସିଧା ଜେଲରେ ପୁରେଇବାକୁ ଚାହିଁବେ । ବର୍ତ୍ତମାନ ଏପରି ଗୋଟିଏ ମାମଲା ଆଜିକାଲି ଚର୍ଚ୍ଚାରେ ରହିଛି ।

ମନ୍ଦିରରେ କରାଇଲା ସେକ୍ସ ଡଲର ବିବାହ :-

ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଗୋଟିଏ ଭିଡ଼ିଓ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ନିଜର ଦୁଇଟି ସେକ୍ସ୍ ଡଲର ବିବାହ ମନ୍ଦିର ପରିସରରେ କରାଉଥିବା ଦେଖାଯାଇଛି । ଏହି ବ୍ୟକ୍ତିଙ୍କ ନାମ ଯାର୍ଣୀ ଆଙ୍ଗ ବୋଲି କୁହାଯାଉଛି । ସେ 26 ବର୍ଷର ଅଟନ୍ତି । ଘଟଣାଟି ଅକ୍ଟୋବର 22 ତାରିଖର ଅଟେ । ମାମଲାଟି ମିଆଁମାରର ୟଙ୍ଗନ ସହରର ଶ୍ୱେଡେଗୋନ ମନ୍ଦିରର ଅଟେ । ଏହା ଗୋଟିଏ ବୌଦ୍ଧ ମନ୍ଦିର ଅଟେ ।

ଯାର୍ଣୀ ନାମକ ଏହି ବ୍ୟକ୍ତି ନିଜର ଦୁଇଟି ସେକ୍ସ ଡଲକୁ ମିଆଁମାରର ପାରମ୍ପରିକ ପୋଷାକ ପିନ୍ଧାଇ ମନ୍ଦିରକୁ ନେଇଆସିଲା । ତାଙ୍କ ସହ ଆଉ ସାତ ଜଣ ଲୋକ ମଧ୍ୟ ଥିଲେ । ସେମାନଙ୍କ ପାଖରେ ଗୋଟିଏ ସାତ ଇଞ୍ଚ ବିଶିଷ୍ଟ ଛୋଟ ଡଲ ମଧ୍ୟ ଥିଲା । ସେହିପରି ଏହି ଦୁଇ ବଡ ଫିମେଲ ସେକ୍ସ ଡଲର ଉଚ୍ଚତା 5.5 ଫୁଟ ଥିଲା । ବ୍ୟକ୍ତିଜଣକ ଏହି ଡଲ ସହ ମନ୍ଦିରକୁ ପ୍ରବେଶ କରିବାକୁ ଚେଷ୍ଟା କରିବା ମାତ୍ରେ ଗାର୍ଡ ତାକୁ ଅଟକାଇ ଦେଲେ । ବ୍ୟକ୍ତି କହିଲେ ଯେ ସେ ମନ୍ଦିରରେ ଏହି ଡଲମାନଙ୍କ ବିବାହ କରିବାକୁ ଚାହୁଁଛନ୍ତି ।

କ୍ରୋଧିତ ଲୋକେ କରାଇଲେ ଆରେଷ୍ଟ୍ :-

ତେବେ ଯେତେବେଳେ ଗାର୍ଡ ତାଙ୍କୁ ଭିତରକୁ ଯିବାକୁ ନ ଦେବାରୁ ସେ ମନ୍ଦିରର ପାର୍କିଂରେ ହିଁ ବିବାହ ମଣ୍ଡପ କରିନେଲେ । ତାପରେ ସେ ପାର୍କିଂରେ ହିଁ ବିବାହ ମଣ୍ଡପ ତିଆରି କରିଦେଲେ । ତାପରେ ସେ ଏଠାରେ ନିଜ ଦୁଇ ସେକ୍ସ ଡଲର ପରସ୍ପର ମଧ୍ୟରେ ବିବାହ କରାଇଲା । ଏହି ପୁରା ଘଟଣାର ଭିଡ଼ିଓ ମଧ୍ୟ କରାଗଲା । ବର୍ତ୍ତମାନ ଏହି ଭିଡ଼ିଓ ଭାଇରାଲ ହେବାପରେ ପ୍ରକୃତ ହଙ୍ଗାମା ହେଲା । ଲୋକମାନେ ମନ୍ଦିର ପରି ପବିତ୍ର ଜାଗାରେ ଏପରି କାର୍ଯ୍ୟକଳାପ ଦେଖି ବହୁତ୍ ରାଗିଗଲେ ।

ଏହି ମାମଲାରେ ବର୍ମାଙ୍କ ଧାର୍ମିକ ଏବଂ ସଂସ୍କୃତି ମାମଲାର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ବୌଦ୍ଧ ଧର୍ମର ଅପମାନ ମାମଲାରେ ଆମେ ଯାର୍ଣୀ ଆଙ୍ଗ ଏବଂ ତାଙ୍କ ଗ୍ରୁପ୍ ବିରୋଧରେ କେସ କରାଯାଇଛି । ଏହି ଅଭିଯୋଗ ରେଜିଷ୍ଟର ହେବାପରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଆରେଷ୍ଟ୍ ମଧ୍ୟ କରିନେଲେ । କୁହାଯାଉଛି ଯେ ସେ ଏହି ସେକ୍ସ ଡଲ ଚୀନରୁ ମଗାଇଥିଲେ ।

ଏହି ମାମଲାରେ ମନ୍ଦିରର ଷ୍ଟାଫଙ୍କୁ ପଚରାଉଚରା ମଧ୍ୟ ହେବ । ତାଙ୍କ ଉପରେ ମଧ୍ୟ ଆରୋପ ରହିଛି ଯେ ସେମାନେ ପ୍ରକୃତରେ କିପରି ତାଙ୍କୁ ମନ୍ଦିରର ପାର୍କିଂରେ ବିବାହ ସମାରୋହ ପାଇଁ ଅନୁମତି ଦେଲେ । ବର୍ତ୍ତମାନ ଯାଞ୍ଚ୍ ସମୟରେ ଅଭିଯୁକ୍ତ ଯାର୍ଣି ପୋଲିସ କଷ୍ଟଡିରେ ହିଁ ଅଛନ୍ତି । କୁହାଯାଉଛି ଯେ ଯେତେବେଳେ ଜାର୍ଣି ସେକ୍ସ ଡଲ ମାନଙ୍କର ବିବାହ କରାଉଥିଲେ, ସେତେବେଳେ ଆଖପାଖରେ ଉପସ୍ଥିତ ଲୋକମାନେ ମଧ୍ୟ ତାଙ୍କୁ ଆଶ୍ଚର୍ଯ୍ୟଜନକ ଦୃଷ୍ଟିରେ ଦେଖୁଥିଲେ ।

ଏଠାରେ ଦେଖନ୍ତୁ ଭିଡିଓ :-

Leave A Reply

Your email address will not be published.