କିଏ ହେବ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ !ଏହାର ଜବାବ ଦେଲେ ଏହି ପୂର୍ବତନ ଖେଳାଳି

0

Get real time updates directly on you device, subscribe now.

ବନ୍ଧୁଗଣ ଆମ୍ଭେମାନେ ଏବେ ଏକ ସମ୍ବେଦନଶୀଳ ବିଷୟ ଉପରେ ଆଲୋକପାତ କରିବାକୁ ଯାଉଛି। କ୍ରିକେଟ୍ ଖେଳ ବିଷୟରେ କିଏ ବା ନ ଜାଣେ,ଏହି ଖେଳ ଏବେକାର ସମୟରେ ଏତେ ଲୋକପ୍ରିୟତା ହାସଲ କରିଛି ଯେ ସବୁଲୋକ ଏହି ଖେଳ ବିଷୟରେ ଅଳ୍ପ ବହୁତ ଜାଣିଛନ୍ତି। ଏବେ ଏହି ଖେଳ ବିଷୟରେ କିଛି ତଥ୍ୟ ଆଲୋଚନା କରିବା। ଏକ ବୟାନ କୁ ନେଇ ବହୁତ୍ ଚର୍ଚ୍ଚା ଜୋର ଧରିଛି ଏହିବାୟନ୍ ଦେଇଛନ୍ତି ପୂର୍ବତନ ଦିଗଜ ଖେଳାଳି । ସେ ଏମିତି କିଛି କହିଛନ୍ତି ଯିଏ ବି ଶୁଣିଲେ ତାଯୁବ୍ ହୋଇଯିବ।କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ, ପୂର୍ବତନ ଦିଗଜ ଖେଳାଳି ଏହିଭଳି କିଛି କହି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ପାକିସ୍ତାନର ପୂର୍ବତନ ମହାନ ବୋଲର ୱାସିମ ଆକ୍ରମ ଓ ୱାକର ୟୁନିସ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ବୋଲି କହିଛନ୍ତି । ଭାରତ ବିପକ୍ଷ ମ୍ୟାଚ୍ ପରେ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଦିଗଜ ଖେଳାଳି ୱାସିମ୍ ଆକ୍ରମ ଓ ୱାକର ୟୁନିସ୍ ଏହି ମ୍ୟାଚ୍ ବିଷୟରେ ନିଜର ମତ ରଖିଛନ୍ତି ।ଟି-20 ବିଶ୍ୱକପ ୨୦୨୨ର ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ ନିଜର ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ବିରାଟ କୋହଲି ଅପରାଜିତ ୮୨ ରନ୍ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ବଲ୍ ଓ ବ୍ୟାଟରେ ଦମଦାର୍ ଯୋଗଦାନ ଦେଇଥିଲେ । ଏହା ପରେ ସମସ୍ତେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କରୁଛନ୍ତି ।

ସେପଟେ ପାକିସ୍ତାନର ପୂର୍ବତନ ମହାନ ବୋଲର ୱାସିମ ଆକ୍ରମ ଓ ୱାକର ୟୁନିସ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ବୋଲି କହିଛନ୍ତି । ଭାରତ ବିପକ୍ଷ ମ୍ୟାଚ୍ ପରେ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଦିଗଜ ଖେଳାଳି ୱାସିମ୍ ଆକ୍ରମ ଓ ୱାକର ୟୁନିସ୍ ଏହି ମ୍ୟାଚ୍ ବିଷୟରେ ନିଜର ମତ ରଖିଛନ୍ତି । ଏହି ସମୟରେ ସେମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ବୋଲି କହିଛନ୍ତି । ଏସପୋର୍ଟରେ ଏହି ଚର୍ଚ୍ଚା ସମୟରେ ପୂର୍ବତନ ପାକିସ୍ତାନ ଅଧିନାୟକ ମିସବାହ-ଉଲ-ହକ ମଧ୍ୟ ସାମିଲ ଥିଲେ । ହାର୍ଦ୍ଦିକ ଙ୍କ ଏହିଭଳି ଖେଳ ଦେଖିଲା ପରେ ଯିଏ ନାହିଁ ସିଏ କହିବ ।ମିସବାହ କହିଛନ୍ତି ଯେ, “ଯଦି ଆପଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖନ୍ତି, ତେବେ ସେ ବୋଧହୁଏ ପ୍ରଥମ ଥର ପାଇଁ ଆଇପିଏଲରେ ଅଧିନାୟକତ୍ୱ କରିଛନ୍ତି ଏବଂ ଯେପରି ଭାବେ ସେ ଦଳର ନେତୃତ୍ୱ କରିଛନ୍ତି, ତାହା ଚମତ୍କାର ଥିଲା । ସେ ଆଇପିଏଲ୍ ଟ୍ରଫି ଜିତିଥିଲେ ।

ଏହା ଦର୍ଶାଏ ଯେ ସେ କିପରି ଚାପକୁ ନିୟନ୍ତ୍ରଣ କରିଥିଲେ”।ୱାକର ୟୁନିସ୍ ମିସବାହଙ୍କୁ ମଝିରେ ଅଟକା କହିଛନ୍ତି ଯେ, “ସେ ଯଦି ପରବର୍ତ୍ତୀ ଭାରତୀୟ ଅଧିନାୟକ ହେବେ ତେବେ ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ ।” ଏଥିସହିତ ୱାସିମ ଆକ୍ରମ ଭାରତୀୟ ଅଲରାଉଣ୍ଡରଙ୍କୁ ପ୍ରଶଂସା କରି କହିଛନ୍ତି, “ପ୍ରଥମେ ସେ ଆଇପିଏଲରେ ଅଧିନାୟକ ହେଲେ । ସେଠାରେ ଜିତିଛନ୍ତି । ବର୍ତ୍ତମାନ ସେ ଦଳର ଜଣେ ପ୍ରମୁଖ ଖେଳାଳି, ସେ ଅଧିନାୟକଙ୍କୁ ପରାମର୍ଶ ଦିଅନ୍ତି ଏବଂ ସେ ଶିଖୁଛନ୍ତି । ତୁରନ୍ତ ତାଙ୍କୁ ଗଭୀରତାରେ ପକାଇବେ ତ ସେ ବୁଝି ପାରିବେ ନାହିଁ ।ଏବେକାର ସମୟରେ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଦିଗଜ ଖେଳାଳି ୱାସିମ୍ ଆକ୍ରମ ଓ ୱାକର ୟୁନିସ୍ ଏହି ଭଳି ଅନ୍ଦାଜ ରେ ହାର୍ଦ୍ଦିକ ଙ୍କ କଥା କହିଛନ୍ତି।

Leave A Reply

Your email address will not be published.