କିଙ୍ଗ କୋବ୍ରା ନାଁ ଶୁଣି ବହୁ ଲୋକ ଡରରେ ଥରଥର କମ୍ପିଥାନ୍ତି|ସାପ ପାଖରେ କେହି ବୁଲାବୁଲି କରିବାକୁ ଚାହାଁନ୍ତି ନାହିଁ|ଲୋକମାନେ ତା ଠାରୁ ଦୂରେଇ ରହିବାକୁ ଚାହାଁନ୍ତି|କିନ୍ତୁ ବେଳେବେଳେ ଅଜାଣତରେ ସାପ ସହ ଆମର ମୁହାଁମୁହିଁ ହୋଇଯାଏ ଓ ବେଳା ଖରାପ ଥିଲେ ସାପ କାଟି ଦିଏ|ଯେତେବେଳେ ସାପ କାଟେ ଲୋକମାନେ ହଡବଡେଇ ଯାଇଥାନ୍ତି|ତୁରନ୍ତ ଡାକ୍ତର ପାଖକୁ ଯାଆନ୍ତି ଓ ସେତେବେଳକୁ ତାଙ୍କର ଅବସ୍ଥା ବେହାଲ ହୋଇପଡେ ଓ କିଛି ବି ମରି ଯାଆନ୍ତି|
କିନ୍ତୁ ଆଜି ଏପରି ଜଣେ ବ୍ୟକ୍ତି ସହ ମିଳାଇବାକୁ ଯାଉଛି ଯାହାକୁ କାଟିବା ପରେ ସାପ ମରିଗଲା|ଏହି ବ୍ୟକ୍ତିକୁ ତୁରନ୍ତ କାଟିବା ପରେ ସାପ ମରିଗଲା|ବ୍ୟକ୍ତି ଏକ ନମ୍ବର ମଦୁଆ ଥିଲା ତେଣୁ ସାପ ଦୁଇଥର କାଟିବା ସତ୍ୱେ କିଛି ହେଲାନାହିଁ|ଯେତେବେଳେ ବ୍ୟକ୍ତି ମଲା ସାପକୁ ହସ୍ପିଟାଲ ନେଇ ଯାଇଥିଲେ ସେତେବେଳେ ସଭିଙ୍କ ହୋଶ ଉଡିଗଲା|
View this post on Instagram
ଏହି ଅଦ୍ଭୁତ ମାମଲା ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାର ଅଟେ|ଏଠାରେ ସେତେବେଳେ ହଡକମ୍ପ ମଚିଗଲା ଯେତେବେଳେ ମଦୁଆ ଏମରଜେନ୍ସି ୱାର୍ଡରେ ପହଞ୍ଚିଲା|ସେ କହିଲା କିଙ୍ଗ କୋବ୍ରା ତାକୁ ଅଲଗା ଅଲଗା ଦୁଇଟି ଜାଗାରେ କାଟିଲା|ସାପତ ମରିଗଲା କିନ୍ତୁ ସେ ଏବେ ବଞ୍ଚିଛି|ଡାକ୍ତର ତାକୁ ଇଞ୍ଜେକ୍ସନ ନେବାପାଇଁ କହିଥିଲେ|ଯଦିଓ ସେ ସୁସ୍ଥ ଥିଲା|
ମଦୁଆ ମରିଥିବା ସାପକୁ ବ୍ୟାଗରେ ଧରି ହସ୍ପିଟାଲ ନେଇଥିଲେ|ଏହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚିତ|ଏହାକୁ ନେଇ ଲୋକେ ମିମ୍ସ ବନାଇଛନ୍ତି|ଏହାକୁ ଇନଷ୍ଟାଗ୍ରାମରେ kashyap_memer ନାମକ ପେଜରେ ସେୟାର କରାଯାଇଛି|ଏହା ପୁରୁଣା ନା ନୂଆ ଜଣାପଡିନାହିଁ|
ଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି ମୋତେ ବିଚରା ସାପ ଉପରେ ଦୟା ଆସୁଛି|ସେ ଭାବିନଥିବ ଯେ ମଦ୍ୟପକୁ କାଟିବା ପରେ ମୋର ମୃତ୍ୟୁ ହେବ|ଆଉଜଣେ କହିଛନ୍ତି ବିଷକୁ ବିଷ କାଟେ|ଆଉଜଣେ କହିଛନ୍ତି କିଏ କହିଲା ମଦ ଖରାପ ଜିନିଷ|