ଅର୍ଚ୍ଚନାର ମେକ୍ ଓଭର : ଦାମୀ ବିକିନୀ ଆଉ ଲିପଷ୍ଟିକ ଲଗାଇ ରୋମାନ୍ସ କରୁଥିଲା,ଆଉ ଏମିତି ଭାବରେ ଦେଉଥିଲା ମଜା

0

Get real time updates directly on you device, subscribe now.

ବନ୍ଧୁଗଣ କୁହାଯାଏ କି ସବୁ ବିଦ୍ୟା ଗୋଟିଏ ବୃତ୍ତି ଗୋଟିଏ ସାଧନାରେ ହିଁ ଜିତି ହୁଏ । ଜାଣି ହୁଏ ଓ ଏହାକୁ ବଢାଇ ହୁଏ । କୌଣସି ବିଦ୍ୟା ଛୋଟ ନୁହଁ କି କୌଣସି ବିଦ୍ୟା ଅପବିତ୍ର ନୁହେଁ । ପବିତ୍ରତା ଅପବିତ୍ରତା ଏଥି ସହିତ ଯୋଡି ହୋଇଥିବା ମାନସିକତା ଉପରେ ନିର୍ଭର କରେ । ଅର୍ଚ୍ଚନା ଏମିତି ଜଣେ ଲୋକ ଥିଲେ ସମସ୍ତଙ୍କୁ ନିଜ ମୋହ ମାୟା ବନ୍ଧନରେ ବାନ୍ଧି ରଖୁଥିଲେ ।ଅର୍ଚ୍ଚନାଙ୍କ ପାଖରେ ଏମିତି କ’ଣ ଥିଲା ଯାହା ତାଙ୍କର ସମକାଳୀନ କୌଣସି ବି ଏପରି ଝିଅ ପାଖରେ ନଥିଲା ଆଉ ଯାହାକୁ ପାଥେୟ କରି ଏକ ନଂ ରାଣୀ ମହୁମାଛି ପାଲଟି ଗଲେ ।

କାରଣ ସାନିଧିୟ ପାଇଁବା ପାଇଁ ଲୋକଙ୍କୁ ଦବାକୁ ପଡୁଥିଲା ଅନେକ ଟଙ୍କା । ଆଉ ଅର୍ଚ୍ଚନା କାହାକୁ ବି ଖୁସି କରି ଦେଉଥିଲେ । ଯାହା ଜଣା ପଡୁଛି ଅର୍ଚ୍ଚନା ଯେତେବେଳେ ଭୁବନେଶ୍ଵର ଆସିଲେ ସେ ସମୟରେ ଯେଉଁ ବିୟୁଟି ପାର୍ଲରେ କାମ କରୁଥିଲେ ସେ ବିୟୁଟି ପାର୍ଲର ହିଁ ତାଙ୍କ ପାଇଁ ଥିଲା ଟ୍ରେନିଂ ସ୍ପଟ । ଆଉ ଯେଉଠି ଏଭଳି ଦିଦି ଥିଲେ ଯିଏକି ଅର୍ଚ୍ଚନାକୁ କାମସୁତ୍ରର ଏଭଳି କାମ ଶିଖାଇଥିଲେ । ଅର୍ଚ୍ଚନାଙ୍କର ନେଚୁରାଲ୍ ଇନଟ୍ରେଷ୍ଟ ସବୁବେଳେ ସେକ୍ସ ରେ ଥିଲା ।

ଅନେକ ଏହାକୁ ଖରାପ କହୁଥିବା ବେଳେ ଅନେକ ଯିଏ ଏଥିରେ ପ୍ରକୃତ ରୋଚି ରଖନ୍ତି ସେମାନେ ଜାଣନ୍ତି ଯେ ଜଣେ ବ୍ୟକ୍ତିକୁ ସାଟିଷଫାୟ କରିବାକୁ ହେଲେ କ’ଣ କରିବା ଆବଶ୍ୟକ ରହିଥାଏ । ମେକଅପ୍ ଲଗାଇ ବିକିନି ପିନ୍ଧି ସାମ୍ନାକୁ ହଟ ହୋଇ ଆସୁଥିଲେ । ଆଉ ଏହା ସହିତ ରଖିଥିଲେ ସବୁ ସେକ୍ସ୍ କଣ୍ଢେଇ ମଧ୍ୟ । ଆଉ ଇଂଲିଶରେ ମିଠା ମିଠା କଥା କହି ବଡ଼ ବଡିଆଙ୍କ ମନ ଓ ତନ ଉଭୟ କିଣି ନେଉଥିଲା । ଆଉ ଅର୍ଚ୍ଚନା ଏସବୁରେ ଏତେ ମାଷ୍ଟର ଥିଲେ ଯେ ସେ କିଛି କ୍ଷଣରେ ହିଁ ନିଜର କଥା ହଉ କି ନିଜର ସ୍ପର୍ଶ ହଉ ବା ନିଜର ସମ୍ଭବର ପ୍ରକ୍ରିୟା ହଉ ଏସବୁରେ ଗୋଟିଏ ଲୋକର ମନ ଜିଣି ନେଉଥିଲେ ।

ପ୍ରଥମେ ଲୋକଙ୍କୁ ପ୍ରଚୁର ନିଶାପାନ ପିଆଉଥିଲେ ଆଉ ଏହା ପରେ ଅର୍ଚ୍ଚନା ସାମ୍ନା ଲୋକଙ୍କୁ ଅର୍ଚ୍ଚନା ସୁନ୍ଦର ଲାଗୁଥିଲେ।ତେବେ ଦର୍ଶକବନ୍ଧୁ ଆମେ ଏଠି ଆଉ ଗୋଟେ କଥା କହି ରଖିବା ପାଇଁ ଚାହିଁବୁ, ସବୁକିଛି ଘଟଣା ଏମିତି କ୍ଷଣକେ ଘଟିଯାଇ ନଥିଲା । ତେବେ ଏଇଭଳି ଭାବେ ମାୟାବିନୀ ଅର୍ଚନା କୋଟି କୋଟି ଟଙ୍କା ରୋଜଗାର କରି ଏଭଳି ସାମ୍ରାଜ୍ୟ ଗଢ଼ିଥିଲେ । ଯାହାକି ଏବେ କ୍ଷଣକେ ଧୂଳିସାତ ହେବାକୁ ଯାଉଛି ।

Leave A Reply

Your email address will not be published.