ନମସ୍କାର ବନ୍ଧୁଗଣ ଅର୍ଚ୍ଚନା ଙ୍କ ଧନସମ୍ପତି ତାଙ୍କ ଷ୍ଟାଇଲକୁ ଦେଖନ୍ତୁ ଭଦ୍ର ଘରର ମହିଳାଙ୍କ ପରି ଦେଖା ଯାଉଛନ୍ତି ଯଦି ମହିଳାଙ୍କୁ ଦେଖିବେ ତେବେ ନିହାତି ଭଦ୍ର ଆଉ ସମ୍ଭ୍ରାନ୍ତ ଘରର ମହିଳା ଭଳି ଲାଗିବେ ଲାଗିବ ମାଛିକୁ ମ କୁହନ୍ତି ନାହିଁ ହେଲେ ସେକ୍ସରେ ସେ ଧୁରନ୍ଧର ଅଟନ୍ତି ଆଉ ତାହା ସହିତ ଆପଣ ତାଙ୍କ ସମ୍ପତ୍ତିକୁ ଦେଖିଲେ ଜାଣି ପାରିବେ ଯେ କେତେ ଆଭିଜାତ୍ୟପୂର୍ଣ୍ଣ ତାଙ୍କର ଘର ତାଙ୍କ ଘରେ ସୁଟିଂ ହୋଇଛି ଅନେକ ସିନେମା ଓ ୱେବ୍ ଶିରିଜ୍ ର ସିନ୍ ସବୁ |ଏହା ଭିତରେ ଲାଗିଛି ଅନେକ ଗୁଡ଼ିଏ ଗୁପ୍ତ କ୍ୟାମେରା ।ଯେଉଁ ଗୁପ୍ତ କ୍ୟାମେରାକୁ ଏହି ମହିଳା ଜଣଙ୍କ ବ୍ୟବହାର କରୁଥିଲେ କିଛି ରାଜନେତା କିଛି ଧନୀ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ ଠକିବା ପାଇଁ।
ଆଉ ଯେଉଁ ଟଙ୍କାରେ ସେ ଏଭଳି ବିଳାସପୂର୍ଣ୍ଣ ଘର ଠିଆ କରିଥିବା ପ୍ରମାଣ ମଧ୍ୟ କିଛି ଦେବା ସହିତ ଅନ୍ୟକିଛି ଏହାକୁ ନେଇ ସନ୍ଦେହ କରୁଛନ୍ତି। ନେତାଙ୍କ ଠାରୁ ଆରମ୍ଭ କରି ଫିଲ୍ମ ପ୍ରଯୋଜକ ପର୍ଯ୍ୟନ୍ତ ଏହି ମହିଳା ନିଜର ରୂପ ଜାଲରେ ସମସ୍ତଙ୍କୁ ଏଭଳି ଫସେଇଥିଲେ ଯାହା ଆପଣ କଳ୍ପନା କରି ପାରିବେ ନାହିଁ।ଆଉ ଏହାପରେ ନେଇ ଯାଉଥିଲେ ତାଙ୍କ ଘର ଭିତରେ ଥିବା ଏକ ଗୁପ୍ତ କୋଠରୀକୁ ଯେଉଁଠି ଲାଗିଥିଲା ଅନେକ ଗୁଡ଼ିକ କ୍ୟାମେରା।ଏହାପରେ ପରସ୍ପର ପରସ୍ପର ସହିତ ଘନିଷ୍ଠ ବି ହେଉଥିଲେ ଆଉ ଶାରି-ରୀକ ସମ୍ପର୍କ ରଖୁଥିବା ଏହି ଗୁପ୍ତ ଭିଡିଓ କ୍ୟାମେରାରେ ରଖୁଥିଲେ।
ପରବର୍ତ୍ତୀ ସମୟରେ ଏହି ରେକଡ଼ିଂକୁ ଦେଖାଇ ଫସାଉ ଥିଲେ ବଡ଼ ବଡ଼ ମାଛ ସବୁ ଆଉ ତାକୁ ବିନା ତେଲରେ ଭାଜି ଖାଇ ଯାଉଥିଲେ,ଆଉ ତାଙ୍କୁ ଡିମାଣ୍ଡ କରୁଥିଲେ ବଡ଼ ଅମାଉଣ୍ଡର ଟଙ୍କା। ଖାଲି ଏହି ମହିଳା ନୁହଁନ୍ତି ତାଙ୍କର ଅନ୍ୟ ସାଥୀ ଝିଅଙ୍କୁ ନେଇ ମଧ୍ୟ କାରବାରରେ ଲଗାଉଥିବା ସାମ୍ନାକୁ ଆସିଛି।ଅଧିକନ୍ତୁ, ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବାକୁ ସେ ଧମକ ଦେଇଥିଲେ | ପାରସ୍ପରିକ ସମାଧାନ ପାଇଁ ସେ 3 କୋଟି ଟଙ୍କା ମାଗିଥିଲେ। ଚୁକ୍ତି କରିବା ପାଇଁ ସେ ଭୁବନେଶ୍ୱରର ଏକ ହୋଟେଲରେ ସାକ୍ଷାତ କରିଥିଲେ ବୋଲି ପ୍ୟାରୀଜା ଏଫଆଇଆରରେ ଉଲ୍ଲେଖ କରିଛନ୍ତି।
ଜାଣିବାକୁ ମିଳିଛି ଯେ ଅକ୍ଷୟ ପାରିଜା ମାମଲାରେ ପୋଲିସ ଅରଖାନା ମାମଲା ଟ୍ୟାଗ୍ କରିବ ଯଦିଓ ପୋଲିସ ତାଙ୍କ ଫୋନ, ଦୁଇଟି ପେନ୍ ଡ୍ରାଇଭ୍ ଏବଂ ଡାଏରୀ ଜବତ କରିଛି, ତଥାପି ସେମାନେ ତାଙ୍କ ଉଚ୍ଚ ପ୍ରୋଫାଇଲ୍ ଗ୍ରାହକ (ପୀଡିତ) ଙ୍କ ନାମ ପ୍ରକାଶ କରିନାହାଁନ୍ତି। ପୋଲିସ କମିଶନର ତାଙ୍କ ଡେପୁଟି ପ୍ରତୀକ ସିଂ ଗଣମାଧ୍ୟମକୁ ଏହି ବିଷୟରେ କହି ନାହାଁନ୍ତି। ତାଙ୍କ ଗିରଫଦାରୀ ଉପରେ ସମସ୍ତ ବରିଷ୍ଠ ଅଧିକାରୀ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ।ଏହା ପରେ କଣ ଯୋଉ ଲୋକ ମାନେ ତାଙ୍କ ସହ ଶାରୀରିକ ସମ୍ପର୍କ ରେ ଥିଲେ ସେହି ମାନଙ୍କ ନାଁ ଏବେ କଣ ସାମ୍ନାକୁ ଆସିବ ଏହା ନେଇ ଏବେ ବଡ ଚିନ୍ତା କିଏ କିଏ ତାଙ୍କ ଧମକ ର ଶିକାର ହୋଇଛନ୍ତି ଆଉ ସେ କାହା କାହା ପାଖ ରୁ ପଇସା ଆଣିଛନ୍ତି ।