ହେ ଭଗବାନ …ଏହି ପିଲାର ଅନ୍ତିମ ସଂସ୍କାର କରିବାକୁ ନେଇଥିଲା ବାପା,କିନ୍ତୁ ସେଠି ଘଟିଲା ସମସ୍ତଙ୍କର ହୋସ ଉଡାଇଲା ପରି ଘଟଣା……….
ଏହି ସଂସ୍କାରରେ ଯେଉଁ ବ୍ୟକ୍ତି ଜନ୍ମ ନିଏ, ତାର ମୃତ୍ୟୁ ମଧ୍ୟ ସୁନିଶ୍ଚିତ ଅଟେ। ଓ ଏହା ଏହି ସଂସ୍କାରର ନିୟମ ଅଟେ। ସେଥିପାଇଁ କାହାର ମୃତ୍ୟୁ କେତେବେଳେ ହେବ କାହାରିକୁ କୌଣସି ଅନ୍ଦାଜ ନଥାଏ। କାରଣ ଜୀବନ ଓ ମୃତ୍ୟୁ ଭଗବାନଙ୍କ ହାତରେ ଥାଏ ଓ ସେ ଏହା ସୁନିଶ୍ଚିତ କରନ୍ତିକି କାହାକୁ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିବାର ଅଛି ଓ ଏହାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। ଦୁନିଆରେ ଜନ୍ମ ନେବା ମାତ୍ରେ ପ୍ରତ୍ଯେକ ବ୍ୟକ୍ତିଙ୍କ ଆୟୁ ନିର୍ଦ୍ଧାରିତ ହୁଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଜୀବନ ମୃତ୍ୟୁରୁ ଭଗବାନଙ୍କ ଏକ ଚମତ୍କାର ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଆଜି ଯେଉଁ ମାମଲା ସାମ୍ନାକୁ ଆସିଛି। ତାହା ହରିୟାଣାର ଯମୁନାନଗରର ଅଟେ ଓ ଏହାକୁ ଦେଖି ପ୍ରତ୍ଯେକ ଆଶ୍ଚର୍ଯ୍ୟ ଅଟନ୍ତି। କାରଣ ଏହି ସ୍ଥାନରେ ଯାହା ହୋଇଛି ତାହା କୌଣସି ଚମତ୍କାର ଠାରୁ କମ ନୁହେଁ। ମାମଲାଟି ହେଉଛିକି ପ୍ରତ୍ଯେକ ମାଆ ନିଜର ପିଲାଙ୍କୁ ଜନ୍ମ ଦିଅନ୍ତି ଓ ଏହା ଚାହାନ୍ତିକି ସେମାନେ ୧୦୦ବର୍ଷ ବଞ୍ଚନ୍ତୁ କାରଣ କୌଣସି ମାଆ ନିଜର ପିଲାକୁ ନିଜର ରକ୍ତ ଦେଇ ଦେଇ ଜନ୍ମ ଦିଅନ୍ତି, ସେଥିପାଇଁ ସେ କେବେ ଚିନ୍ତା କରନ୍ତି ନାହିଁକି ତାଙ୍କର ପିଲା ତାଙ୍କ ଠାରୁ କେବେ ଦୂରକୁ ଯାଆନ୍ତୁ ନାହିଁ। ଟିକିଏ ଚିନ୍ତା କରନ୍ତୁ ଯଦି କୌଣସି ପିଲା ଜନ୍ମ ନେବା ପରେ କିଛି ସମୟ ପରେ କିମ୍ବା ଜନ୍ମ ନେବା ମାତ୍ରେ ଜୀବନ ହାରିଦିଏ ତେବେ ସେହି ମାଆଙ୍କ ଉପରେ କେମିତି ବିତୁଥିବ। ସେହି ମାଆ ଜଣକ ଜୀବିତ ଥାଉ ଥାଉ ମରିଯିବେ।
ଏମିତି ହୋଇଛି ଏହି ନୂଆ ଜନ୍ମ ନେଉଥିବା ପିଲା ସହିତ। ଏହି ପିଲାର ତୁରନ୍ତ ଡେଲିଭରି ପରେ ଡାକ୍ତର ସେହି ପିଲକୁ ମୃତ ଘୋଷଣା କରିଦେଲେ। ଯାହାପରେ ହିନ୍ଦୁ ଧର୍ମର ପ୍ରଥା ଅନୁସାରେ ମୃତ୍ୟୁ ପରେ ଅନେକ ପ୍ରକ୍ରିୟା ଆପଣାଯାଏ। କୁହାଯାଏକି ଏହା ପଛରେ କାରଣ ହେଉଛିକି ବ୍ୟକ୍ତି ଏହି ପରମ୍ପରାରେ ବ୍ୟସ୍ତ ହୋଇ ନିଜର ଦୁଃଖକୁ ବୁଲାଇପାରିବ। କିଛି ଏମିଟି ହୋଇଛି ଯେତେବେଳେ ଡାକ୍ତର ପିଲକୁ ମୃତ ଘୋଷଣା କରିଦେଲେ ସେତେବେଳେ ପିତା ନିଜ ସନ୍ତାନର ଅନ୍ତିମ ସଂସ୍କାର ପାଇଁ ନେଇଗଲେ। ଯାହାପରେ ତାଙ୍କ ଦେଇ ଆଉ ହେଇପାରିଲା ନାହିଁ। ଓ ସେ ଶେଷଥର ଚେହେରା ଦେଖିବା ପାଇଁ ଚେହେରାରୁ ପଲିଥିନକୁ ହଟାଇଲେ ଓ ପଲିଥିନ ହଟାଇବା ପରେ ପିତା ଯାହା ଦେଖିଲେ ସେଥିରେ ତାଙ୍କର ହୋଶ ଉଡିଗଲା।
କାରଣ ଯେଉଁ ପିଲାକୁ ଡାକ୍ତର ମୃତ ଘୋଷଣା କରିଥିଲେ, ସେହି ପିଲା ଜୀବିତ ଥିଲା ଓ ତାର ଆଖି ଖୁଲା ଥିଲା ଓ ସେ ହାତ ହଲାଉଥିଲା। ଏମିତି ଦେଖିବା ପରେ ସେହି ପିଲାର ଖୁସିର କୌଣସି ଠିକଣା ନଥିଲା। ଯାହାପରେ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଗଲେ। ସେତେବେଳେ ତାକୁ ଦେଖିବା ପରେ ଡାକ୍ତର ପିଲାଟିର ଭଲ ଭାବରେ ସ୍ୱାସ୍ଥ୍ୟର ଯାଞ୍ଚ କରିଲେ ଓ ପିଲାଟି ସମ୍ପୂର୍ଣ ରୂପରେ ସୁସ୍ଥ ଥିଲେ, ଏହା ଶୁଣି ପିତାମାତାଙ୍କର ଖୁସିର ଠିକଣା କହିଲେ ନସରେ। ସେଠାରେ ଥିବା ସମସ୍ତ ଲୋକଙ୍କର କହିବା କଥାକି ଭଗବାନ ଏହି ପିଲାକୁ ଦ୍ଵିତୀୟ ଜନ୍ମ ଦେଇଛନ୍ତି। ବୋଧେ ଏହା ଗତ ଜନ୍ମର କିଛି ଭଲ କର୍ମର ଫଳ ଅଟେ। ଏମିତି ଚମତ୍କାର କୌଣସି ପହେଲୁ ଠାରୁ କମ ନୁହେଁ। ସେଠାରେ ଉପସ୍ଥିତ ଥିବା ପ୍ରତ୍ଯେକ ବ୍ୟକ୍ତି ମୃତ ପିଲାକୁ ପୁନର୍ବାର ଜୀବିତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।