ଇଏ ହେଉଛି ସବୁଠାରୁ 5ଟି ଶସ୍ତା 5G ସ୍ମାର୍ଟଫୋନ, ଶକ୍ତିଶାଳୀ ବ୍ୟାଟେରୀ ଏବଂ ଜବରଦସ୍ତ କ୍ୟାମେରା, କିଣିବା ପୁର୍ବରୁ ଦେଖନ୍ତୁ ପୁରା ଲିଷ୍ଟ

0

Get real time updates directly on you device, subscribe now.

Realme 9 Pro 5G :-

ଯଦି 5G କନେକ୍ଟିଭିଟି ବ୍ୟତୀତ ଆପଣଙ୍କ ପାଇଁ ଡିଜାଇନ ବହୁତ୍ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ, ତେବେ ଆପଣଙ୍କୁ ଏହି Realme 9 Pro କୁ ଚେକ କରିନେବା ଉଚିତ୍ । ଏହା କ୍ୱାଲକମ ସ୍ନାପଡ୍ରାଗନ୍ 695 5G ପ୍ରସେଶରର ଶକ୍ତିକୁ ପ୍ୟାକ କରିଥାଏ । 19,109 ଟଙ୍କା ଥିବା Realme 9 Pro ରେ 120Hz ରିଫ୍ରେସ ରେଟ ସହିତ 6.6 ଇଞ୍ଚର ଡିସପ୍ଲେ, 5000mAh ର ବ୍ୟାଟେରୀ ଏବଂ 64MP ର ପ୍ରାଇମେରୀ କ୍ୟାମେରା ଅଛି ।

Redmi Note 11 Pro :-

ଯଦି ଆପଣ Redmi ର ଫ୍ୟାନ ଅଟନ୍ତି, ତେବେ Redmi Note 11 Pro 5G ଆପଣଙ୍କ ପାଇଁ ବେଷ୍ଟ ଅପସନ ହୋଇପାରେ । ଏହାର ମୂଲ୍ୟ 18,999 ଟଙ୍କା ଅଟେ । ଏହା Helio G96 ଚିପସେଟ୍ ଦ୍ଵାରା ପରିଚାଳିତ ହୋଇଥାଏ, ଏଥିରେ 120Hz ରିଫ୍ରେସ ରେଟ ଏବଂ ଟ୍ରିପଲ୍- ରୀୟର କ୍ୟାମେରା ସେଟଅପ୍ ସହିତ 6.67- ଇଞ୍ଚର ଫୁଲ HD+ AMOLED ଡିସପ୍ଲେ ଅଛି । ଏହାବ୍ୟତୀତ ଆପଣ Redmi 11 Prime 5G, Redmi Note 10T 5G, ଏବଂ Redmi Note 11 Pro Plus 5G ମଧ୍ୟ ଚେକ୍ କରିପାରିବେ ।

iQOO Z6 ଲାଇଟ ଏବଂ iQOO Z6 5G :-

iQOO ନିକଟରେ ଦୁନିଆର ପ୍ରଥମ ସ୍ନାପଡ୍ରାଗନ୍ 4 Gen 1 ଚିପସେଟ୍ ସହିତ ନିଜର ଲାଭଦାୟକ 5G ସ୍ମାର୍ଟଫୋନ୍, iQOO Z6 Lite ଲଞ୍ଚ କରିଛି, ଏହାର ମୂଲ୍ୟ 13,999 ଟଙ୍କା ଅଟେ । ଏହାବ୍ୟତୀତ ଆପଣ ଏହାର ଭାଇ iQOO Z6 5G କୁ ମଧ୍ୟ ଦେଖିପାରିବେ, ଯାହାର ମୂଲ୍ୟ 14,999 ଅଟେ ଏବଂ ଏହା ସ୍ନାପଡ୍ରାଗନ୍ 695 ଚିପସେଟ୍ ଦ୍ଵାରା ପରିଚାଳିତ ହୋଇଥାଏ ।

ପୋକୋ X4 5G :-

20,000 ଟଙ୍କା ଅଧୀନରେ ସବୁଠାରୁ ଭଲ ଫୋନ ମଧ୍ୟରୁ ଗୋଟିଏ ହେଉଛି Poco X4 5G ଅଟେ, ତାହା ପୁଣି 5G କନେକ୍ଟିଭିଟି ସହିତ । 6.67-ଇଞ୍ଚ FHD + AMOLED ଡିସପ୍ଲେ, 120Hz ରିଫ୍ରେସ ରେଟ, ସ୍ନାପଡ୍ରାଗନ୍ 695 ଚିପସେଟର ଫାଷ୍ଟ ପ୍ରଦର୍ଶନ, 5000mAh ର ବ୍ୟାଟେରୀ, ଯାହା ବକ୍ସ ଭିତରେ 67W ଚାର୍ଜର ସହ ଆସିଥାଏ ଏବଂ 64MP ଏଲଇଡି ଟ୍ରିପଲ୍ କ୍ୟାମେରା ସେଟଅପ୍ ସହିତ, ଫ୍ଲିପକାର୍ଟରେ ଏହାର ମୂଲ୍ୟ 19,099 ଟଙ୍କା ଅଟେ ।

ସାମସଙ୍ଗ ଗ୍ୟାଲେକ୍ସି M33 5G :-

ବର୍ତ୍ତମାନ ସାମସଙ୍ଗ ନିଜର ସାମସଙ୍ଗ ଗ୍ୟାଲେକ୍ସି M33 5G କୁ 11,999 ଟଙ୍କା ମୂଲ୍ୟରେ ଲଞ୍ଚ କରୁଛି, ଯାହା ଭଲ ବଜେଟ ଥିବା ସ୍ମାର୍ଟ୍ ଫୋନ୍ ସଉଦା ମଧ୍ୟରୁ ଗୋଟେ ଅଟେ । ଏହା 6000mAh ର ବଡ ବ୍ୟାଟେରୀ, Samsung Exynos 1280 ଚିପସେଟ ଏବଂ 25W ଚାର୍ଜିଙ୍ଗ ସହିତ ଆସିଥାଏ । ଏହାବ୍ୟତୀତ ଆପଣ Galaxy M13 5G, Galaxy M32 5G ଏବଂ Galaxy F23 5G କୁ ମଧ୍ୟ ଚେକ କରିପାରିବେ ।

Leave A Reply

Your email address will not be published.