ତୁ ଫେମସ୍ ହୋଇ ମୋତେ ଭୁଲିଗଲୁ, ଅନ୍ୟ ଝିଅ ସହ ଆଲବମ୍ କଲୁ, ନିଜକୁ ହିରୋ ଭାବିଲୁ, ଏବେ ନାମ ନେ…

0

Get real time updates directly on you device, subscribe now.

ତୁ ହିରୋ ହେବାକୁ ଭଅଋ କନକନ ହେଳୁ। ତୁ ମୋ ସ୍ଵାମୀ ହେବାକୁ ମନା କରିଦେଲୁ। ତୋ କଥାରେ ପଡି ତୋତେ ମୁଁ ଭଲ ପାଇ ବସିଲି। ମୋର ୨ ପିଲା ଆଉ ମୋ ସ୍ଵାମୀଙ୍କୁ ଛାଡି ତୋତେ ଭଲ ପାଇଁ ବସିଲି। ତୋତେ ବାହା ହେବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଗଲି। ତାପରେ ମଧ୍ୟ ତୁ ମୋ ସହ ଏମିତି କରିଲୁ। ସାରା ଦୁନିଆ ଆଗରେ ମୋର ମଜାକ କରିଦେଲୁ। ତୋର ଗୋଲାପ ଫୁଲ ଦେବା ପଛରେ ଥିଲା ଶାରୀରିକ ସମ୍ପର୍କର ଇଚ୍ଛା। ଶାରୀରିକ ସମ୍ପର୍କ ରଖୁଥିଲୁ ସତ କିନ୍ତୁ ବାହା ହେବାକୁ ମନ ହେଉନଥିଲା। ଆଉ ଏବେ ଜେଲରେ ବସି ଟିକେ ଭାବେ। ସବୁକିଛି ବିଷୟରେ ଟିକେ ଭାବେ। ଯେମିତି ତୋତେ ମୁଁ ଭଲ ପାଇଁ ମୋର ଘର ପରିବାରକୁ ଛାଡି ତୋ ପାଖକୁ ଆସିଗଲି, ସେସବୁ କଥାକୁ ବସି ଏବେ ଭାବେ।

ଯେତେବେଳେ ତୁ ଫେମସ ହୋଇଗଲୁ, ଅନ୍ୟ ଝିଅମାନଙ୍କ ସହିତ ଆଲବମ ମଧ୍ୟ କରିଲୁ। ଆଉ ମୋତେ ସମ୍ପୂର୍ଣ ରୂପରେ ପାଦରେ ଆଢେଇଦେଲୁ। ମିଡିଆ ସାମ୍ନାରେ କହୁଥିଲୁ ବର୍ଷା ମୋର ଭାଉଜ। ୧୦୦ ଥର ସମ୍ପର୍କ ରଖିବା ପରେ କେମିତି କରିପାରୁଥିଲୁ ଛଳନା।

ସୂଚନା ଅନୁସାରେ, ବର୍ତ୍ତମାନ ଟୁଙ୍ଗୁରୁ ଭୋଳ ଜେଲରେ ଅଛି। ବର୍ଷା ସହିତ ଛଳନା କରି ଦୁଃଷ୍କର୍ମ ଅଭିଯୋଗରେ ଜେଲ ଯାଇଛି ଟୁଙ୍ଗୁରୁ ଭୋଳ। ବର୍ଷା କରିଥିଲେ ଦୁଷ୍କର୍ମ ଅଭିଯୋଗ। ଆଉ ସେ ଭରତପୁର ଥାନାରେ ଯାଇ ଏହି ବିଷୟରେ ଅଭିଯୋଗ କରିଥିଲେ। ବର୍ଷା ଭରତପୁର ଥାନା ସାମ୍ନାରେ ଦାବି କରିଥିଲେ। ଯାହାପରେ ଭରତପୁର ପୋଲିସ ଟୁଙ୍ଗୁରୁଭୋଳଙ୍କୁ ଗିରଫ କରିଥିଲା। ଟୁଙ୍ଗୁରଭୋଳ କହିଥିଲାକି ବର୍ଷା ମୋତେ ତାଙ୍କ ଘରେ ଜୋର ଜବରଦସ୍ତ ରଖିଥିଲେ। ଟୁଙ୍ଗୁରୁଭୋଳ ବର୍ତ୍ତମାନ ଜେଲ ଭିତରେ ଅଛନ୍ତି।

Leave A Reply

Your email address will not be published.