ବିବାହର ପ୍ରଥମ ରାତିରେ ସ୍ୱାମୀ ଦେଖାଇଲେ ଏଭଳି ଜିନିଷ ଯେ ଚିଲ୍ଲାଇବାକୁ ଲାଗିଲା କନ୍ୟା,ଦିଅର ଆସି ମଝିରେ ବଞ୍ଚାଇଲା ଜୀବନ,ଜାଣନ୍ତୁ ପୁରା ଘଟଣା
ସୁହାଗରାତ ସମସ୍ତ ଯୁବତୀ ପାଇଁ ଖାସ୍ ଅଟେ|ଯେତେବେଳେ ତାର ବିବାହ ସ୍ଥିର ହୋଇଯାଏ ସେ ଏହି ରାତି ପାଇଁ ସ୍ୱପ୍ନ ଦେଖିଥାଏ|ତାକୁ ଲାଗେ ଯେ ତା ଜୀବନର ସବୁଠାରୁ ରୋମାଣ୍ଟିକ ରାତି ଏହି ରାତି ହେବ|କିନ୍ତୁ କ’ଣ ହେବ ଯଦି ସୁହାଗରାତ ଦିନ ଆପଣଙ୍କ ପତି ଏଭଳି ହଇରାଣ କରେ ଯେଉଁଥିରେ ଆପଣଙ୍କ ନିଦ ହଜିଯିବ?ଯାହା ଫଳରେ ଆପଣଙ୍କ ଲାଇଫ ବର୍ବାଦ ହୋଇଯିବ|ଏହା କୈାଣସି ନବବଧୂ ପାଇଁ ଖରାପ ସ୍ୱପ୍ନ ଠାରୁ କମ୍ ନୁହେଁ|
ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଷ୍ଟୋରି ଭାଇରାଲ ହେଉଛି|ସରିତା(ପରିବର୍ତ୍ତିତ ନାମ)ନିଜ ସୁହାଗରାତ ର ଏକ ଅଜବ ଘଟଣା ସେୟାର କରିଛନ୍ତି|୨୬ ବର୍ଷିୟା ମହିଳା କହିଛନ୍ତି ତାଙ୍କ ବିବାହକୁ ୩ ବର୍ଷ ହୋଇ ସାରିଛି|ଏହି ବିବାହ ତାଙ୍କ ଜୀବନର ସବୁଠାରୁ ବଡ ସମସ୍ୟା|
ମହିଳାଙ୍କ ଅନୁସାରେ ବିବାହର ପୂର୍ବ ରାତି ତାଙ୍କ ପତି ଏଭଳି ଜିନିଷ ଦେଖାଇଥିଲେ ଯାହାକୁ ଦେଖି ତାଙ୍କର ହୋଶ ଉଡିଗଲା|ପତି ତାଙ୍କୁ ଜଣେ ଯୁବତୀଙ୍କ ଫଟୋ ଦେଖାଇଲେ ଓ କହିଲେ ଏହି ହେଉଛି ମୋ ଗାର୍ଲଫ୍ରେଣ୍ଡ|ଏହାକୁ ମୋ ପତ୍ନୀ ମାନେ|ଏହା ଶୁଣି ମହିଳା ରାଗିଲା ଓ ଝଗଡା କରିବାକୁ ଲାଗିଲେ|ଫଳରେ ପତି ଖୁବ ମାରିଲା|ଶବ୍ଦ ଶୁଣି ଦିଅର ଆସିଲା ଓ ବଞ୍ଚାଇଲା|
ମହିଳା ଆଗକୁ କହିଲେ ନିଜ ଗାର୍ଲଫ୍ରେଣ୍ଡ ଯୋଗୁଁ ପତି ମୋ ସହ ଦୁର୍ବବ୍ୟବହାର କରିବାକୁ ଲାଗିଲେ|ସବୁଦିନ ପ୍ରେମିକାକୁ ନେଇ ଝଗଡା ହେଉଥିଲା|ଦିନେ ମୁଁ ମୋ ବାପ ଘରକୁ ପଳେଇଲି|ଶଶୁର ଘର ଲୋକମାନେ ଆଉ ଆସିବାକୁ ମନା କଲେ|ମୁଁ ପୁଣି ବାପ ଘରକୁ ଆସିଲି|
ମହିଳା କହିଛନ୍ତି କିଛିଦିନ ପରେ ପତି ମଦ ପିଇ ମୋ ଘରକୁ ଆସିଲା|ସେ ବହୁ ହଙ୍ଗାମା କରିବାରୁ ପୋଲିସ ଡକାଇବାକୁ ପଡିଲା|ପୋଲିସ ଦୁହିଁଙ୍କୁ ସେଟେଲମେଣ୍ଟ କଲା|ଆମେ ଏକାଠି ରହିଲୁ କିନ୍ତୁ ତା ଦୁର୍ବବ୍ୟବହାର ପରିବର୍ତ୍ତନ ହେଲାନାହିଁ|ଶେଷରେ ବାପ ଘର ଆସି ତା ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ|
ମହିଳା ଏଥିରେ ବହୁତ କିଛି ଆଲର୍ଟ ହେବା ପାଇଁ ଶିଖେଇଥିଲେ|ବିବାହ ପୂର୍ବରୁ ଯୁବକ ଯୁବତୀ ଖୋଲାଖୋଲି କଥା ହେବା ଆବଶ୍ୟକ|ଜଣେ ଜଣଙ୍କୁ ଜାଣିବା ଓ ବୁଝିବା ଆବଶ୍ୟକ|