ବାରମ୍ବାର ପ୍ୟାଣ୍ଟରେ ପରିସ୍ରା କରିଦେଉଥିଲା ୩ ବର୍ଷର ବାଳକ, ଆଉ ରାଗରେ ଗୁପ୍ତାଙ୍ଗରେ ନିଆଁ ଲଗେଇ ଦେଲେ ଅଙ୍ଗନୱାଡ଼ି ଶିକ୍ଷକ,ଜାଣନ୍ତୁ ପୁରା ମାମଲା
ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ।ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି। ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ।
ଆଜି ଏମିତି ଏକ ଖବର ଆସିଛି ଯାହା ଆପଣ ଶୁଣିଲେ ହସି ହସି ଗାଡି ଯିବେ ।ଆଉ କହିବେ କଣ ହେଲା ଏ ଯୁଗ ଏମିତି ବି ହେଇ ପରେ ନା ।ଆପଣ ଶୁଣିଲେ ଚମିକି ପଡିବେ ।ପିଲା ମାନେ ସ୍କୁଲ କୁ ଯାନ୍ତି ପାଠ ପଢ଼ିବା ପାଇଁ ଆଉ ଭଲ ମଣିଷ ହବା ପାଇଁ କିନ୍ତୁ ଛୁଆ ପୋଡ଼ୁଚି ଗୋଟେ ଆଉ ଲେଖୁଛି ଆଉ ଗୋଟେ ।ପିଲା ମାନଙ୍କୁ ଶିକ୍ଷକ ମାନେ ଭଲ ଭାବରେ ପାଠ ପଢ଼ନ୍ତି କି ସେମାନେ ଯେମିତି ପରୀକ୍ଷା ରେ ଭଲ ମାର୍କ ରଖିବେ ଆଉ ତାଙ୍କ ଘର ଲୋକ ଖୁସି ହେବେ ଆଉ ସେହି ମାର୍କ ତାଙ୍କ ଜୀବନ ପରିବର୍ତନ କରିଦିଅ।ଆଜି ଏମିତି କିଛି ଖବର ସାମ୍ନା କୁ ଆସିଛି ।ଖବର ଅନୁଯାୟୀ ଅଙ୍ଗନୱାଡ଼ି କେନ୍ଦ୍ରର ଜଣେ ୨୮ ବର୍ଷୀୟ ସହାୟକ ଶିକ୍ଷକ ଶିଶୁର ଗୁପ୍ତାଙ୍ଗକୁ ପୋଡି ଦେଇଥିବା ବେଳେ ଜଙ୍ଘ ନିକଟରେ ମଧ୍ୟ ଆଘାତ ଲାଗିଛି। ଶିଶୁଟିକୁ ସ୍ଥାନୀୟ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଏଥି ସହ ଘଟଣା ସାମ୍ନାକୁ ଆସିବା ମାତ୍ରେ ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ରର ଅଧିକାରୀମାନେ ଗାଁରେ ପହଞ୍ଚିଥିଲେ।
ଏହା ବ୍ୟତୀତ ମହିଳା ଏବଂ ଶିଶୁ କଲ୍ୟାଣ ଅଧିକାରୀ ଶିଶୁର ପରିବାର ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରିବା ପରେ ଅଙ୍ଗନୱାଡି ଶିକ୍ଷକ ତଥା ସହକାରୀ ଶିକ୍ଷକଙ୍କୁ ନୋଟିସ ଜାରି କରିଛି।ଏହା ଜାଣିବା ପରେ ପିଲା ର ଘର ଲୋକ ମାନେ ପୋଲିସଙ୍କୁ ଏତଲା ଦେଇଥିଲେ ଆଉ ପୋଲିସ ଆସିଛି ସେଠି ପଚାରା ଉଚାରା କଲେ ।ସେ ଦିଦି କହିଲେ ପିଲା ଟି ସବୁ ବେଳେ ପରିଶ୍ରା କରିବା ପାଇଁ କହିବାରୁ ମୁ ରାଗି ଯାଇ ତା ଯୌନ ଅଙ୍ଗ ରେ ନିଆଁ ଲଗାଇ ଦେଲି ।ସେପଟେ ଅଭିଯୁକ୍ତ ଶିକ୍ଷକ ଜଣକ ପିଲାକୁ ଦିଆସିଲି କାଠି ଦେଖାଇ ଡରାଇବାକୁ ଚେଷ୍ଟା କରୁଥିଲେ ବୋଲି କହିଥିଲେ ଆଉ କ୍ଷମା ମାଗି ମାମଲା ସାମାଧାନ କରିବାକୁ ଚାହିଥିଲେ । କିନ୍ତୁ ଶିଶୁର ପରିବାର ଲୋକ କଡ଼ା ପଦକ୍ଷେପ ନେବା ସହ ଏଫଆଇଆର କରିଥିଲେ । ପୋଲିସର କହିବା ଅନୂଯାୟୀ ଅଙ୍ଗନୱାଡ଼ି କେନ୍ଦ୍ରର ଆସିଷ୍ଟାଣ୍ଟ ଟିଚରଙ୍କୁ ଜୁଭେନାଇଲ ଜଷ୍ଟିସ ଆକ୍ଟ ୨୦୧୫ ଆଇପିସି ଧାରା ୨୮୫ ଅନୂଯାୟୀ ଗିରଫ କରାଯାଇଛି ।ଏମିତି ନ କରିବା ପାଇଁ ପୋଲିସ ଅନୁରୋଧ କରିଛନ୍ତି ଆଉ ପିଲାଙ୍କୁ ବୁଝାଇବା ପାଇଁ ମଧ୍ୟ କହିଛନ୍ତି