ମାତ୍ର 349 ଟଙ୍କାରେ କିଣନ୍ତୁ ସୋଲାର ଲାଇଟ ଓ ସାରା ଜୀବନ ମାଗଣାରେ ଉଠାନ୍ତୁ ବିଜୁଳି ଲାଭ

0

Get real time updates directly on you device, subscribe now.

ଗରମ ଦିନରେ ପଙ୍ଖା, ଲାଇଟ, କୁଲର, ଏସି ଏହିସବୁ ଜିନିଷର ବ୍ୟବହାର ଅଧିକ ହୋଇଥାଏ। ଆଜିର ସମୟରେ କୁଲର ବ୍ୟତୀତ କେହି ରହି ପାରନ୍ତିନାହିଁ। ଏହି କାରଣ ଯୋଗୁଁ ବିଜୁଳି ବିଲ ମଧ୍ୟ ଅତ୍ୟଧିକ ଆସିଥାଏ। AC ବ୍ୟବହାର ଦ୍ୱାରା ମଧ୍ୟ ବିଜୁଳିର ବ୍ୟବହାର ମଧ୍ୟ ଅଧିକ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଉପାୟ ନେଇଆସିଛୁ ଯାହାଦ୍ୱାରା ଆପଣ ବିଜୁଳି ଖର୍ଚ୍ଚ କମ କରିପାରିବେ। ଆପଣ Amazon ରୁ ଏକ ସୋଲାର ଲାଇଟ କିଣିପାରିବେ ଯାହାକି ସୂର୍ଯ୍ୟ କିରଣରେ ଚାର୍ଜ ହେବ ଓ ଆପଣଙ୍କ ଘରକୁ ରାତିରେ ବିଜୁଳି ଯୋଗାଇଦେଵ।

ଏଥିରେ ଆପଣଙ୍କୁ ମୋସନ ସେନ୍ସର, ସୋଲାର ପ୍ୟାନେଲ ଓ ଏକ ଲାଇଟ ସେନ୍ସର ମିଳିବ। ଏହାକୁ ଆପଣ ଫ୍ଲିପକାର୍ଟ ଜରିଆରୁ କିଣିପାରିବେ। ଏହା କେତେକ ଅନଲାଇନ ୱେବସାଇଟରେ ମଧ୍ୟ ଉପଲବ୍ଧ ରହିଛି। ଏହାର ବ୍ୟାଟେରୀ ସୂର୍ଯ୍ୟ କିରଣରେ ଚାର୍ଜ ହୋଇଥାଏ ଓ ଏହାକୁ ଆପଣ ରାତିରେ ବ୍ୟବହାର କରିପାରିବେ।

ଏଥିରେ ଏକ ସୋଲାର ପ୍ୟାନେଲ ରହିଛି ଯାହାକୁ ଆପଣ ନିଜର କାନ୍ଥରେ ଲଗାଇ ବ୍ୟବହାର କରିପାରିବେ। ଏଥିରେ ମୋସନ ସେନ୍ସର ମଧ୍ୟ ଉପଲବ୍ଧ ରହିଛି ଯାହାକି ବହୁତ କାମ କରିଦେଇଥାଏ। ଏହା 1000 ଲୁମେନ ସହିତ ଆସିଥାଏ। ଏଥିରେ 1000 ଏଲଇଡ଼ି ଲାଇଟ ଓ ତିନୋଟି ମୋଡ଼ ମିଳିଯିବ। ଏଥିରେ IP65 ରେଟିଂ ମିଳିଛି ଓ ବର୍ଷାରେ ଏହାର କୋୖଣସି କ୍ଷତି ହୋଇନଥାଏ।

ଏଥିରେ 1800mah ର ବ୍ୟାଟେରୀ ଦିଆଯାଇଛି। କମ୍ପାନୀ ଦ୍ୱାରା ଏଥିରେ ତିନୋଟି ଇଣ୍ଟେଲିଜେଣ୍ଟ ଲାଇଟେନିଂ ମୋଡ଼ ଦିଆଯାଇଛି। ପ୍ରଥମେ ଡ଼ିମ ଲଙ୍ଗ ଲାଇଟେନିଂ ମୋଡ଼ ଦିଆଯାଇଛି। ଯଦି କେହି ଲାଇଟ ପାଖରେ ନାହାନ୍ତି ତାହେଲେ ଏହା ଡ଼ିମ ଲାଇଟ ପ୍ରଦାନ କରିବ। ଯଦି କେହି ଲାଇଟ ପାଖକୁ ଆସୁଛି ତାହେଲେ ମିଡ଼ିଲ ଲାଇଟ ଏହା ଦେବ। ଯଦି 15 ସେକେଣ୍ଡ ପରେ କେହି ଚାଲିଯାଉଛି ତାହେଲେ ଲାଇଟ ବନ୍ଦ କରିଦେବ।

Leave A Reply

Your email address will not be published.