ବିଶ୍ୱାସରେ ବିଷ, ବିବାହ କରିବା ପରେ ବିକ୍ରି କରିଦେଲା ଧୋକାବାଜ ପ୍ରେମିକ।

0

Get real time updates directly on you device, subscribe now.

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ ହେଲେ କିଛି ଲୋକ ଏହାକୁ ଅପବିତ୍ର କରୁଛନ୍ତି ।ସେହି ଲୋକ ମାନେ କିଛି ଭଲ କାମ କରୁନାହାନ୍ତି ।ଆଜି ଠିକ ଏମିତି ଏକ ଖବର ସାମ୍ନା କୁ ଆସିଛି ଆସନ୍ତୁ ।

ଜଣେ ଯୁବକ ଆଉ ଜଣେ ଯୁବତୀ ଙ୍କୁ ଭଲ ପାଉଥିଲର ଆଉ ତାଙ୍କୁ ସହ ସବୁ ଦିନ ରହିବ ପାଇଁ କଥା ମଧ୍ୟ ଦେଇଥିଲେ ।ଆଉ ତାଙ୍କୁ ବହୁତ ଭଲ ମଧ୍ୟ ପାଇବେ ବୋଲି କହିଥିଲେ ଆଉ ତାଙ୍କୁ ଝାଡିକି ଯୁଆଡେ ବି ଯିବେନି ବୋଲି କହିଥିଲେ ।ଆଉ ତାଙ୍କୁ ବହୁତ ସପ୍ନ ମଧ୍ୟ ଦେଖଃରିଥିଲେ ସମାନେ କେମିତି ଖୁଶି ରେ ରହିବେ ବୋଲି ।ଆଉ ଏହା ସବୁ ମିଛ ଥିଲା ସେହି ଯୁବକ ଜଣଙ୍କ ତାଙ୍କୁ କେବଳ ବେବହାର କରୁଥିଲେ ଆଉ କିଛି ବି ନୁହଁ ।ସେଇ ଯୁବକ ଜଣଙ୍କ ତାଙ୍କୁ କହିଲେ ଯେ ଆମେ ଏଠୁ ପୋଳେଇବା ଆଉ ଆମେ ବାହା ହବ ।ଯୁବତୀ ଙ୍କୁ ଘରୁ ନେଇ ଦିଲ୍ଲୀରେ ବିକ୍ରି କରିବା ସହ ତାର ବିବାହ କରାଇଦେବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜ଼ିଲ୍ଲା ମାଣିକପୁର ଗ୍ରାମରୁ, ଯୁବତୀ ଜଣକ ମାଣିକପୁର ଗ୍ରାମର ପଞ୍ଚୁ ଶବରଙ୍କ ଝିଅ ଶଶୀ ଶବର (18) ବୋଲି ଜଣାପଡିଛି l

ପଞ୍ଚୁ ଙ୍କ ଅଭିଯୋଗ ପ୍ରକାରେ ମୋହନା ପୋଲିସ ଥାନା କେସ୍ ନଂ 150/22 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି lଯୁବତୀ ଙ୍କୁ ଘରୁ ନେଇ ଦିଲ୍ଲୀରେ ବିକ୍ରି କରିବା ସହ ତାର ବିବାହ କରାଇଦେବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜ଼ିଲ୍ଲା ମାଣିକପୁର ଗ୍ରାମରୁ, ଯୁବତୀ ଜଣକ ମାଣିକପୁର ଗ୍ରାମର ପଞ୍ଚୁ ଶବରଙ୍କ ଝିଅ ଶଶୀ ଶବର (18) ବୋଲି ଜଣାପଡିଛି l ପଞ୍ଚୁ ଙ୍କ ଅଭିଯୋଗ ପ୍ରକାରେ ମୋହନା ପୋଲିସ ଥାନା କେସ୍ ନଂ 150/22 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।ଗତ ୧୧ ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ସୁଭଦ୍ରା ମାଣିକପୁର ଆସିଥିଲେ l

ସେହି ସମୟରେ ପଞ୍ଚୁଙ୍କ ଘରେ ଝିଅ ଶଶୀ ଙ୍କ ସମେତ ତିନି ଛୋଟିଆ ପୁଅ ଏବଂ ପଞ୍ଚୁ ଙ୍କ ବୁଢ଼ୀ ମାଁ ଥିଲେ, ତେଵେ ପଞ୍ଚୁ କୌଣସି କାର୍ଯ୍ୟ ରେ ନିଜ ଶଶୁର ଘର ଗ୍ରାମ ତେନ୍ତୁଳୀଖୁଣ୍ଟି ଚାଲିଯାଇଥିଲେ l ଘରେ କେହି ନଥିବା ର ସୁଯୋଗ ନେଇ ସୁଭଦ୍ରା ଶଶୀ କୁ ନିଜ ସାଙ୍ଗରେ ନେଇଯାଇଥିଲେ ଏଥିରେ ସୁଧୀର ତାଙ୍କୁ ସହଯୋଗ ମଧ୍ୟ କରିଥିଲେ l ଗତ 16 ତାରିଖ ରେ ପଞ୍ଚୁ ଘରକୁ ଫେରିବା ପରେ ଝିଅ କୁ ଖୋଜା ଖୋଜି କରିଥିଲେ l ପରେ ସେହିଦିନ ହିଁ ଝିଅ ଶଶୀ ମାଣିକପୁର ଅଙ୍ଗନୱାଡି ଦିଦି ମମତା ଭୂୟାଁଙ୍କୁ ଫୋନ୍ କରି ସୁଭଦ୍ରା ତାକୁ ଘରୁ ନେଇଯିବା ସହ ଜୋର୍ ଜବର୍ ଦସ୍ତ ଦିଲ୍ଲୀ ଅଞ୍ଚଳ ର ଜଣେ ଯୁବକଙ୍କ ସହ ବିବାହ କରେଇଦେଇଥିବା କହିଥିଲା l

ଗତ ୧୧ ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ସୁଭଦ୍ରା ମାଣିକପୁର ଆସିଥିଲେ l ସେହିସମୟରେ ପଞ୍ଚୁଙ୍କ ଘରେ ଝିଅ ଶଶୀ ଙ୍କ ସମେତ ତିନି ଛୋଟିଆ ପୁଅ ଏବଂ ପଞ୍ଚୁ ଙ୍କ ବୁଢ଼ୀ ମାଁ ଥିଲେ, ତେଵେ ପଞ୍ଚୁ କୌଣସି କାର୍ଯ୍ୟ ରେ ନିଜ ଶଶୁର ଘର ଗ୍ରାମ ତେନ୍ତୁଳୀଖୁଣ୍ଟି ଚାଲିଯାଇଥିଲେ l ଘରେ କେହି ନଥିବା ର ସୁଯୋଗ ନେଇ ସୁଭଦ୍ରା ଶଶୀ କୁ ନିଜ ସାଙ୍ଗରେ ନେଇଯାଇଥିଲେ ଏଥିରେ ସୁଧୀର ତାଙ୍କୁ ସହଯୋଗ ମଧ୍ୟ କରିଥିଲେ।ଗତ 16 ତାରିଖ ରେ ପଞ୍ଚୁ ଘରକୁ ଫେରିବା ପରେ ଝିଅ କୁ ଖୋଜା ଖୋଜି କରିଥିଲେ।ପରେ ସେହିଦିନ ହିଁ ଝିଅ ଶଶୀ ମାଣିକପୁର ଅଙ୍ଗନୱାଡି ଦିଦି ମମତା ଭୂୟାଁଙ୍କୁ ଫୋନ୍ କରି ସୁଭଦ୍ରା ତାକୁ ଘରୁ ନେଇଯିବା ସହ ଜୋର୍ ଜବର୍ ଦସ୍ତ ଦିଲ୍ଲୀ ଅଞ୍ଚଳ ର ଜଣେ ଯୁବକଙ୍କ ସହ ବିବାହ କରେଇଦେଇଥିବା କହିଥିଲା ।ଏବେ ପୋଲିସ ସବୁ ତଥ୍ୟ ନେଇ ସେହି ଯୁବକ ଜଣଙ୍କୁ ଆରେଷ୍ଟ କରିଥିଲେ ଆଉ ତା ଉପରେ କାର୍ଯ୍ୟ ଅନୁଷ୍ଠାନ ଆରମ୍ଭ କହିଥିଲେ ।

Leave A Reply

Your email address will not be published.