ବିବାହ ନିୟମ : ଏଠାରେ ପ୍ରତି ପୁରୁଷଙ୍କୁ କରିବାକୁ ପଡେ ଦୁଇଥର ବିବାହ,ମନା କଲେ ମିଳେ ଆଜୀବନ କାରାବାସ

0

Get real time updates directly on you device, subscribe now.

ବିବାହ ଏକ ପବିତ୍ର ବନ୍ଧନ ମାନା ଯାଏ|ଦୁନିଆ ସାରା ବିବାହକୁ ନେଇ ଅଲଗା ଅଲଗା ପ୍ରଥା ରହିଛି|ତାଙ୍କୁ ନୀତି ନିୟମ ଅନୁସାରେ ବିବାହ କରିବାକୁ ହୁଏ|କିନ୍ତୁ ବିବାହକୁ ନେଇ ବହୁ ଜାଗାରେ ଅଜବଗଜବ ନିୟମ ରହିଛି|ଏଭଳି ଏକ ନିୟମ ଆଫ୍ରିକି ଇରିଟ୍ରିଆରେ ରହିଛି|ଏଠାରେ ପୁରୁଷଙ୍କୁ ଦୁଇଥର ବିବାହ କରିବାକୁ ପଡ଼ିଥାଏ|ଯଦି କିଏ ଦ୍ୱିତୀୟ ବିବାହ କରିବାକୁ ମନା କରେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୁଏ|ଏଥିପାଇଁ ନିୟମ ରହିଛି|

ସୂଚନା ଅନୁସାରେ ଆଫ୍ରିକା ମହାଦେଶର ଦେଶ ଇରିଟ୍ରିଆରେ ପ୍ରତି ବ୍ୟକ୍ତିଙ୍କୁ ଦୁଇଥର ବିବାହ କରିବାକୁ ପଡ଼ିଥାଏ|ପୁଣି ତା ଖୁସି ବା ଦୁଃ-ଖରେ ହେଉ|ଏତିକି ନୁହେଁ ଯଦି କୌଣସି ପୁରୁଷ ଦୁଇଟି ପତ୍ନୀ ରଖେ ନାହିଁ ତା ବିରୁ-ଦ୍ଧରେ ଗମ୍ଭୀର ମୋକଦ୍ଦମା ଚଳା ଯାଏ|ଏଭଳି ବ୍ୟକ୍ତିଙ୍କୁ ଆଜୀବନ ଜେ-ଲ ପଠାଯାଏ|

ଇରିଟ୍ରିଆରେ ଏହି ଅଜବ କା-ନୁନ ବନାଇବା ପଛରେ ଏଠାକାର ମହିଳାଙ୍କ ଜନସଂଖ୍ୟା ରହିଛି|ଏଠାରେ ପୁରୁଷ ସଂଖ୍ୟା ମହିଳା ସଂଖ୍ୟା ଠାରୁ ବହୁ କମ ରହିଛି|ଏହାର କାରଣ ଇଥିଓପିଆ ସହ ଗୃହ ଯୁ-ଦ୍ଧ|ପୁରୁଷଙ୍କ ଦୁଇଥର ବିବାହ ସହ ମହିଳାଙ୍କ ପାଇଁ ଶକ୍ତ କା-ନୁନ‌ ରହିଛି|ଏଠାରେ ମହିଳା ଯଦି ବିବାହ କରିବାକୁ ମନା କରେ ତେଵେ ଜେ-ଲ ହୋଇପାରେ|

ଏହି ଅଜବଗଜବ କା-ନୁନ ଯୋଗୁଁ ଇରିଟ୍ରିଆର ବହୁ ଆଲୋଚନା ହୋଇଥାଏ|ଏଭଳି ନିୟମ ବୋଧହୁଏ କେଉଁଠି ହୋଇ ନଥିବ|ବିବାହ ନିୟମ ବ୍ୟତୀତ ଏଠାରେ ବହୁ ଅଦ୍ଭୁତ ନିୟମ ରହିଛି|

Leave A Reply

Your email address will not be published.