ଯେତେବେଳେ ଆପଣ କୈାଣସି ସରକାରୀ ଚାକିରୀ ପାଇଁ ହେବାକୁ ଥିବା ଇଣ୍ଟରଭ୍ୟୁରେ ପହଞ୍ଚି ଥାନ୍ତି ସାଧାରଣତଃ ପରୀକ୍ଷାର୍ଥୀଙ୍କ ପ୍ରେଜେନ୍ସ ଅଫ ମାଇଣ୍ଡ ଚେକ୍ କରିବା ପାଇଁ ସାଧାରଣତଃ ଟ୍ରିକି ପ୍ରଶ୍ନ ପଚାରିଥାନ୍ତି|ଏହି ପ୍ରଶ୍ନ ସିଲାବସର ବହିର୍ଭୂତ ଅଟେ|ଏହି ପ୍ରଶ୍ନ ପଚାରିବାର ଉଦେଶ୍ୟ ରହିଛି ଯେ ଆଶାୟୀଙ୍କ କନଫିଡେନ୍ସ ପରୀକ୍ଷା କରିବା|ଆଶାୟୀ ସାଧାରଣତଃ ପ୍ରଶ୍ନ ଶୁଣି ଚିନ୍ତାରେ ପଡି ଯାଇଥାନ୍ତି|ଆମେ ଆପଣଙ୍କୁ ସେ ପ୍ରଶ୍ନ ସହ ମିଶୁଥିବା କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ|
ପ୍ରଶ୍ନ: ତାହା କ’ଣ ଯାହା ବ୍ୟତୀତ କାହାକୁ ଚିହ୍ନି ହେବ ନାହିଁ?
ଉତ୍ତର:ନାମ
ପ୍ରଶ୍ନ: ସବୁଠାରୁ ଛୋଟ ଦେଶ କ’ଣ ଅଟେ ?
ଉତ୍ତର:ଭେଟିକାନ ସିଟି
ପ୍ରଶ୍ନ:ଭାରତରେ ଇଂରାଜୀ ଶିକ୍ଷାର ପ୍ରଚଳନ କିଏ କରିଥିଲେ ?
ଉତ୍ତର: ଲର୍ଡ ମ୍ୟାକୁଲେ
ପ୍ରଶ୍ନ: ଏପରି କେଉଁ ଜିନିଷ ରହିଛି ଯାହା ଲୁହାକୁ ଆକର୍ଷଣ କରେ କରେ କିନ୍ତୁ ରଵରକୁ ନାହିଁ ?
ଉତ୍ତର:ଚୁମ୍ବକ
ପ୍ରଶ୍ନ:ସେହି ଜୀଵଟି କିଏ,ଯିଏ ନିଜ ସବୁ ଜିନିଷର ସ୍ୱାଦକୁ ପାଦରେ ନିଏ?
ଉତ୍ତର: ପ୍ରଜାପତି
ପ୍ରଶ୍ନ:ତାହା କେଉଁ କାମ ମଣିଷ ମୃତ୍ୟୁ ପରେ କରି ପାରିବେ?
ଉତ୍ତର:ଅଙ୍ଗଦାନ