ଖୁସି ଖବର ! ମହଙ୍ଗାରୁ ମିଳିବ ମୁକ୍ତି, ଶିଘ୍ର ଶସ୍ତା ହୋଇପାରେ ଫ୍ରିଜ୍,ଏସି ଓ ୱସିଙ୍ଗ ମେସିନ

0

Get real time updates directly on you device, subscribe now.

ମହଙ୍ଗା ଲଗାତାର ବଢି ଚାଲିଛି, କିନ୍ତୁ ସବୁଠାରୁ ଅଧିକ ସମସ୍ୟା ମଧ୍ୟବର୍ଗର ଲୋକଙ୍କୁ ହେଉଛି|କିନ୍ତୁ ଆଜି ଏକ ଭଲ ଖବର ରହିଛି|ଖବର ଏହା ଯେ ଫ୍ରିଜ୍,ଏସି ଓ ୱସିଙ୍ଗ ମେସିଳର ଦାମ ପର୍ବପର୍ବାଣୀ ସିଛଳ ପୂର୍ବରୁ କମ୍ ହୋଇପାରେ|ମାନେ ସାଧାରଣ ଲୋକଙ୍କୁ ଏଥିରୁ ଶିଘ୍ର ମୁକ୍ତି ମିଳିପାରେ|ବିଜନେସ ଇନସାଇଡର ରିପୋର୍ଟ ଅନୁସାରେ ଫ୍ୟିଜ୍,ଏସି ଓ ମାଇକ୍ରୋୱଭ୍,ୱସିଙ୍ଗ ମେସିନ ସମେତ କିଛି ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ ଆଇଟମର ମୂଲ୍ୟ ଶିଘ୍ର କମି ପାରେ|

ପ୍ରକୃତରେ କମ୍ପାନୀ ମାନେ ପୂର୍ବରୁ ମହଙ୍ଗା କଞ୍ଚାମାଲ ବିନାଯୋଗ ବଢ଼ାଇଥିଲେ ଫଳରେ ଇଲେକ୍ଟ୍ରୋନିକ ଆଇଟମର ଦାମ ବଢିଥିଲା|ରିପୋର୍ଟ ଅନୁଯାୟୀ ଏବେ ଏହାର ମୂଲ୍ୟ ହ୍ରାସର ଲାଭ ସିଧାସଳଖ ଗ୍ରାହକଙ୍କୁ ଦେବାକୁ ଚାହୁଁଛନ୍ତି|

ବ୍ରୋକରେଜ ଫର୍ମ ଆଇସିଆଇସିଆଇ ନିକଟରେ ପ୍ରକାଶ ରିପୋର୍ଟ ଅନୁସାରେ ରୂଷ ୟୁକ୍ରେନ ଯୁଦ୍ଧ ପରେ ଏବର୍ଷ ଶିଖରରେ ପହଞ୍ଚିଥିବା ତମ୍ବା ୨୧% ଶସ୍ତା ହୋଇଛି|ଷ୍ଟିଲ ଦରରେ ୧୯% ହ୍ରାସ ଘଟିଛି|ଆଲୁମିନିୟମ ଏପ୍ରିଲ୍ ପରଠାରୁ ୩୬% କମିଛି|ଦର ହ୍ରାସ ପାଇଁ କମ୍ପାନୀ ର ମାର୍ଜିନ ବଢ଼ିଛି|ଫଳରେ ମହଙ୍ଗାକୁ କଣ୍ଟ୍ରୋଲ କରାଯାଇ ପାରିବ|ଏହି ସୁଧାର ଯୋଗୁଁ ବଜାଜ ଇଲେକ୍ଟ୍ରିକାଲ, ବ୍ଲୁଷ୍ଟାର,କ୍ରମ୍ପଟନ,ହେଭେଲ୍ସ,ଭୋଲ୍ଟାସ,ହୁଇର୍ଲପୁଲ ଭଳି କମ୍ପାନୀ ନିର୍ମାତାଙ୍କୁ ସିଧାସଳଖ ଲାଭ ହେବ କାରଣ କଞ୍ଚାମାଲ ଦର ହ୍ରାସ ଘଟିଛି|

ବିନିଯୋଗ ମୂଲ୍ୟରେ ସୁଧାର ସହ ଦର ବଢାଇବା ଆବଶ୍ୟକତା କମ ହୋଇ ଯାଇଛି|ଆମର ମାନିବା କଥା ଯେ ପୂର୍ବରୁ ଦୁଇବର୍ଷ ଧରି
ବଡ କମ୍ପାନୀ ଲଗାତାର ଦାମ ବଢାଇଛନ୍ତି, ଏଥିପାଇଁ ଏକ ମୁକ୍ତିଲାଭ ଆବଶ୍ୟକ|ଆଇସିଆଇସିଆଇ ସିକ୍ୟୋରିଟିଜକୁ ମାନିବା କଥା ଯେ ବର୍ଦ୍ଧିତ ମାର୍ଜିନ ଏସି,ରେଫ୍ରିଜିରେଟର,ମାଇକ୍ରୋୱଭ୍,ଓ ୱସିଙ୍ଗ ମେସିନ ନିର୍ମାତାଙ୍କୁ ନିଜ ବିଜ୍ଞାପନ ପ୍ରୟାସକୁ ବଢାଇବା ପାଇଁ ଓ ଗ୍ରାହକକୁ ଭଲ ରିହାତି ଦେବାପାଇଁ ଚେଷ୍ଟା କରିବେ|

Leave A Reply

Your email address will not be published.