ଆଦିତ୍ୟଙ୍କ ବାପା ମାଆଙ୍କ ପାଦଧୂଳିକୁ ଆମେ ସରି ନୁହେଁ

0

Get real time updates directly on you device, subscribe now.

ଆଦିତ୍ୟଙ୍କ ବାପା ମାଆ ବହୁତ ମହତ କାମ କରିଛନ୍ତି। ଆଜିର ଦିନରେ ନିଜର ପିଲା, ଗୋଟେ ବୋଲି ପୁଅକୁ ହରାଇଛନ୍ତି। କିନ୍ତୁ ଧୈର୍ଯ୍ୟର ସହିତ ଏହି ସଂସ୍ଥା ଓ ବୃଦ୍ଧାଶ୍ରମର ବୃଦ୍ଧଙ୍କର ସେବା ଓ ନିଜ ହାତରେ ରାନ୍ଧି ସେମାନଙ୍କୁ ଖାଇବାକୁ ଦେବା, ନିଜେ ସେବା କରିବା ଇତ୍ୟାଦିକୁ ଆମେ ଦେଖିବା ପରେ ଆମେ ତାଙ୍କର ପାଦ ଧୂଳିକୁ ମଧ୍ୟ ସରି ହେବୁନାହିଁ। ଏହିପରି କିଛି କହିଛନ୍ତି ଆଦିତ୍ୟଙ୍କ ବୃଦ୍ଧାଶ୍ରମକୁ ଆସିଥିବା ଜଣେ ମହିଳା।

ଆଦିତ୍ୟ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖରେ ତାଙ୍କର ମୃତ ଦେହ ଲିଙ୍ଗରାଜ ରେଲୱେ ଷ୍ଟେସନ ନିକଟରୁ ମିଳିଥିଲା। ତାପରେ ଏହି ମାମଲାର ଅନେକ ତଦନ୍ତ ହୋଇଥିଲା। ତଦନ୍ତର କିଛି ଦିନ ପରେ ଏହି ମାମଲା ନରମି ଯାଇଥିଲା।

ଆଦିତ୍ୟ ଦାସ ସାମାଜିକ ସେବା କରିବାକୁ ସବୁବେଳେ ତତ୍ପର ଥିଲେ। ଓ ସେ ସାମାଜିକ ସେବା ମଧ୍ୟ କରୁଥିଲେ। ସେ ଏକ ବୃଦ୍ଧାଶ୍ରମକୁ ଚଳାଉଥିଲେ। ସେହି ସେବାଶ୍ରମରେ ତାଙ୍କର ବାର୍ଷିକ ଉତ୍ସବ ପାଳନ କରାଯାଇଛି।

Leave A Reply

Your email address will not be published.