ମୋ ଖରାପ ଭିଡିଓ ଭାଇରାଲ କରିଛି ଟୁଙ୍ଗୁରୁ ଭୋଳ…ଓଡ଼ିଶା ବାସୀ ମୋ ଭିଡ଼ିଓ ଭାଇରାଲ କରନି

0

Get real time updates directly on you device, subscribe now.

ଗତ କିଛିଦିନ ତଳେ ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳ ନାମକ ଏକ ପ୍ରେମ କାହାଣୀ ଭାଇରାଲ ହୋଇଥିଲା। ଏହି କାହାଣୀରେ ବର୍ଷା ଭୋଳ ଯିଏକି ଜଣେ ବିବାହିତ ସ୍ତ୍ରୀ ଓ ତାଙ୍କର ଦୁଇଟି ପୁଅ ଅଛନ୍ତି। ସେ ଅଭିଯୋଗ କରିଥିଲେକି ଟୁଙ୍ଗୁରୁ ଭୋଳ ମୋତେ ବାହା ହବ ବୋଲି କହିଲା, କିନ୍ତୁ ଏବେ ସେ ମନାକରୁଛି। ଓ ଟୁଙ୍ଗୁରୁ ଭୋଳ କୋର୍ଟରେ ଜଣେ ମହିଳାଙ୍କୁ ବିବାହ କରିଥିଲା। ଇତି ମଧ୍ୟରେ ଏହି ମାମଲାର ଅନେକ ଖବର ସବୁ ସାମ୍ନାକୁ ଆସୁଥିଲା। କିନ୍ତୁ ବର୍ତ୍ତମାନ ଟୁଙ୍ଗୁରୁ ଭୋଳ ବର୍ଷାଙ୍କର କିଛି ଭିଡିଓକୁ ଭାଇରାଲ କରିବାରେ ଲାଗିଛି।

କିଛିଦିନ ତଳେ ଟୁଙ୍ଗୁରୁ ଭୋଳ ବହୁତ ପ୍ରସିଦ୍ଧ ହୋଇଯାଇଥିଲେ। ତାଙ୍କର ଏକ ଆଲବମ ମଧ୍ୟ ଆସିଛି। ତାପରେ ତାଙ୍କର ସମସ୍ତ ସତ ପଦାକୁ ଆସିଗଲା। ପଦାକୁ ଆସିଯିବା ପରେ ସେ ସତ ମାନିବାକୁ ପ୍ରସ୍ତୁତ ନଥିଲେ। ଯେତେବେଳେ ତାଙ୍କୁ ସେ ବିଷୟରେ ପଚରା ଯାଇଥିଲା ସେ ଉତ୍ତର ଦେଇନଥିଲେ। ଓ ବର୍ତ୍ତମାନ ସେ ବର୍ଷାଙ୍କର ଖରାପ ଭିଡିଓ ଭାଇରାଲ କରିବାରେ ଲାଗିଛନ୍ତି। ଯାହାକୁ ନେଇ ନିଜେ ବର୍ଷା ମିଡିଆ ସାମ୍ନାରେ କହିଛନ୍ତି। ଓ ସେ ଅନୁରୋଧ କରିଛନ୍ତିକି ମୋ ଖରାପ ଭିଡିଓ ଭାଇରାଲ କରିଛି ଟୁଙ୍ଗୁରୁ ଭୋଳ…ଓଡ଼ିଶା ବାସୀ ମୋ ଭିଡ଼ିଓ ଭାଇରାଲ କରନି। ମୋର ସମସ୍ତଙ୍କୁ ଅନୁରୋଧ। ସେ ଭିଦିଓକୁ କେହି ଭାଇରାଲ କରନ୍ତୁ ନାହିଁ। ଭୁଲ ବୁଝାମଣା ଯୋଗୁଁ ଯାହାବି ହୋଇଛି। ମୋ ଖରାପ ଭିଡିଓ ଭାଇରାଲ କରିଛି ଟୁଙ୍ଗୁରୁ ଭୋଳ ଭାଇରାଲ କରିସାରିଛି। ସେଥିପାଇଁ ଓଡ଼ିଶାବାସୀଙ୍କୁ ଅନୁରୋଧ, ସେମାନେ ଆଉ ଭାଇରାଲ କରନ୍ତୁ ନାହିଁ।

Leave A Reply

Your email address will not be published.