+୨ ପାସ୍‌/ଗ୍ରାଜୁଏସନ୍‌ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର,ମିଳିବାକୁ ଯାଉଛି ମୋଟା ଅଙ୍କର ସ୍କଲାରସିପ

0

Get real time updates directly on you device, subscribe now.

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ।
ଫାଉଣ୍ଡେସନ୍‌ ଫର ଏକାଡେମିକ ଏକ୍ସିଲେନ୍ସ ଆଣ୍ଡ ଆକ୍ସେସ୍‌ ପକ୍ଷରୁ ଆରମ୍ଭ ହୋଇଛି FAEA ସ୍କଲାରସିପ୍‌ ୨୦୨୨-୨୩ ।

*ସ୍କଲାରସିପ୍‌ ପ୍ରଦାନ କରୁଥିବା ସଂସ୍ଥାର ନାମ:-

ଫାଉଣ୍ଡେସନ୍‌ ଫର ଏକାଡେମିକ ଏକ୍ସିଲେନ୍ସ ଆଣ୍ଡ ଆକ୍ସେସ୍‌

*ସ୍କଲାରସିପ୍‌ର ନାମ:

FAEA ସ୍କଲାରସିପ୍‌ ୨୦୨୨-୨୩

*ଯୋଗ୍ୟତା:

+୨ ପାସ୍‌ କରିଥିବା କିମ୍ବା ପ୍ରଥମ ବର୍ଷ ଗ୍ରାଜୁଏସନ୍‌ର ଛାତ୍ରଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।ଦ୍ୱାଦଶ ପାସ୍‌ କରିଥିବା ଛାତ୍ରଛାତ୍ରୀ କିମ୍ବା ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ।
ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମଧ୍ୟ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।ଭାରତର ଯେକୌଣସି କଲେଜ, ଇନ୍‌ଷ୍ଟିଚ୍ୟୁଟ୍‌ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସ୍କଲାରସିପ୍‌ ପାଇବାକୁ ଯୋଗ୍ୟ।

*ଆବେଦନର ଶେଷ ତାରିଖ:

୩୦ ଜୁନ୍‌ ୨୦୨୨

Leave A Reply

Your email address will not be published.