ମାତ୍ର 16 ବର୍ଷ ବୟସରୁ ବିଲେନିୟର ହୋଇଯାଇଥିଲେ ଇଶା ଅମ୍ବାନୀ, ଜାଣନ୍ତୁ କେତେ ପଢ଼ିଛନ୍ତି ଅମ୍ବାନୀଙ୍କ ଝିଅ

0

Get real time updates directly on you device, subscribe now.

ମୁକେଶ ଅମ୍ବାନୀ ଭାରତର ସବୁଠାରୁ ବଡ଼ ଉଦ୍ୟୋଗପତି ଅଟନ୍ତି। ପୂର୍ବରୁ ଅମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଥିଲେ କିନ୍ତୁ ଏହାର ସ୍ଥାନ ବର୍ତ୍ତମାନ ଗୌତମ ଆଦାନୀ ହାସିଲ କରିସାରିଛନ୍ତି। ଜଣାଇଦେଉଛୁ ଏହି ସମୟରେ ଗୌତମ, ଅମ୍ବାନୀଙ୍କ ଠାରୁ ଅଧିକ ଟଙ୍କା କମାଇ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇସାରିଛନ୍ତି। ହୁଏତ ଅମ୍ବାନୀ ଆଜି ଟଙ୍କା ମାମଲାରେ ପଛରେ ରହିଛନ୍ତି କିନ୍ତୁ ଆଜିବି ତାଙ୍କର ବ୍ରାଣ୍ଡ ଭ୍ୟାଲ୍ୟୁ ଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ପୂର୍ବଭଳି ରହିଛି। କେବଳ ମୁକେଶ ଅମ୍ବାନୀ ନୁହେଁ ତାଙ୍କ ପରିବାରର ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଥାଆନ୍ତି। ଆଜି ଆମେ ଏହି ଆର୍ଟିକଲ ଜରିଆରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିଷୟରେ କହିବାକୁ ଯାଉଛୁ। ତାଙ୍କର ଏଜୁକେସନ ଓ ଏତେ କମ ବୟସରୁ ସେ କେମିତି ବିଲେନିୟର ହେଲେ ଏହା ବିଷୟରେ ଆଲୋଚନା କରିବା।

କମ ବୟସରେ ବିଜନେସ ମହିଳା ହୋଇଥିଲେ ଇଶା:-

ସୂଚନା ଅନୁଯାୟୀ ଜଣାଇଦେଉଛୁ କି, ମୁକେଶ ଅମ୍ବାନୀଙ୍କ ସାରା ବିଜନେସ ବର୍ତ୍ତମାନ ତାଙ୍କର ଦୁଇ ପୁଅ ଆକାଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀ ନିଜ କାନ୍ଧରେ ସମ୍ଭାଳୁଛନ୍ତି। କିନ୍ତୁ ତାଙ୍କର ଝିଅ ଇଶା ଅମ୍ବାନୀଙ୍କ କଥା କହିବା ତ ସେ ନିଜର ଏକ ଅଲଗା ପରିଚୟ ବନାଇଛନ୍ତି। ଆସନ୍ତୁ ଜାଣିବା…

ଜଣାଇଦେଉଛୁ ଏବେ ଏହି ବିଜନେସଉମେନ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚତା ଛୁଇଁବାରେ ଲାଗିଛନ୍ତି। ଇଶା ଅମ୍ବାନୀଙ୍କ ବିଜନେସ କ୍ୟାରିଅର ବିଷୟରେ କହିବାକୁ ଗଲେ ଏହି ଉଦ୍ୟୋଗପତି McKinsey and Company ରେ ଆନାଲିଷ୍ଟ ଭାବରେ କାମ କରିସାରିଛନ୍ତି। ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବୋର୍ଡ଼ ଅଫ ମେମ୍ବର ଟିମରେ ମଧ୍ୟ ସାମିଲ ରହିଛନ୍ତି। ଏତିକି ହିଁ ନୁହେଁ, ଯେବେବି ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ କୌଣସି ଫଇସଲା ନେବାର ଥାଏ ସେତେବେଳେ ଇଶା ମଧ୍ୟ ନିଜ କଥା ସମସ୍ତଙ୍କ ସାମ୍ନାରେ ରଖନ୍ତି। ସେହିପରି ରିଲାଏନ୍ସ ତରଫରୁ ଯେତେବେଳେ 2015 ରେ ଜିଓ ସିମ ମାର୍କେଟକୁ ଅଣାଯାଇଥିଲା ସେତେବେଳେ ନିଶାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏଥିରେ ରହିଥିଲା।

ପାଠପଢ଼ାରେ ମଧ୍ୟ ବହୁତ ସ୍ମାର୍ଟ ଥିଲେ:-

ଜଣାଇଦେଉଛୁ କି, ଇଶା ଅମ୍ବାନୀ ପିଲାବେଳରୁ ହିଁ ନିଜ ପିତାଙ୍କ ପରି ଏକ ବିଜନେସମ୍ୟାନ ହେବାକୁ ଚାହୁଁଥିଲେ। ଇଶା ନିଜର ସ୍କୁଲ ଶିକ୍ଷା ସାରିବାପରେ, ନିଜର ଗ୍ରାଜୁଏସନ ବିଜନେସ ଆଡ଼ମିନିଷ୍ଟ୍ରେସନ MBA ଡ଼ିଗ୍ରୀ ହାସଲ କରିଥିଲେ। ସେ ଏହି ଗ୍ରାଜୁଏସନ ଡ଼ିଗ୍ରୀ କାର୍ଲିଫର୍ନିଆର ଷ୍ଟାଣ୍ଡାର୍ଡ଼ ୟୁନିଭରସିଟିରେ କରିଥିଲେ। ତାଙ୍କର ସ୍କୁଲ ଶିକ୍ଷା ବିଷୟରେ କହିବାକୁ ଗଲେ ସେ ନିଜ ଜେଜେ ବାପାଙ୍କ ନାମରେ ଥିବା ଧିରୁଭାଇ ଅମ୍ବାନୀ ରେ ପଢ଼ିଥିଲେ। ଇଶା ଅମ୍ବାନୀ ମାତ୍ର 16 ବର୍ଷ ବୟସରେ ଫୋବର୍ସ ଲିଷ୍ଟରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.