ଟ୍ରେନରେ ଯାଉଥିଲେ ହୋଇଯାଅନ୍ତୁ ସାବଧାନ, ସାଥିରେ ନିଅନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ ଧରିବ ପୋ-ଲିସ,ଯିବାକୁ ପଡିବ ଜେଲ

ଭାରତୀୟ ରେଳ ଦେଇ ପ୍ରତିଦିନ କୋଟି କୋଟି ଲୋକ ଯିବା ଆସିବା କରୁଛନ୍ତି। କାରଣ ରେଳ ଏପରି ଏକ ଗମନାଗମନର ମାଧ୍ୟମ ଯାହା ଦ୍ୱାରା ପ୍ରତ୍ୟକ ବ୍ୟକ୍ତି ଠିକ ସମୟରେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଁଞ୍ଚି ପାରନ୍ତି। ଏହି ଗମନାଗମନ ବ୍ୟବସ୍ଥା ଅତ୍ୟନ୍ତ ଶସ୍ତା ଏବଂ ସୁବିଧା ଜନକ ହୋଇଥାଏ।

ଏଭଳି ପରିସ୍ଥିତିରେ ଲୋକମାନେ ଯିବାଆସିବା ସମୟରେ ନିଜ ସହିତ ଅନେକ ସାମଗ୍ରୀ ମଧ୍ୟ ନେଇଥାନ୍ତି। ପ୍ରତିଦିନ କୋଟି କୋଟି ଯାତ୍ରୀ ରେଳରେ ଯାତ୍ରା କରନ୍ତି, ତେଣୁ ରେଳବାଇକୁ ସେମାନଙ୍କ ସୁର-କ୍ଷା ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଟ୍ରେନରେ ଯାତ୍ରା କରିବା ପାଇଁ କିଛି ନିୟମ ମଧ୍ୟ ଅଛି, ଯାହା ପ୍ରତ୍ୟେକ ଯାତ୍ରୀଙ୍କୁ ମାନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଆଜି ଆମେ ରେଳବାଇର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ରେଳରେ କିଛିଟା ସାମଗ୍ରୀ ନେବା ନି-ଷେଧ ଅଟେ । ଯଦି କେହି ଏହି ସାମଗ୍ରୀ ସହିତ ଯାଆନ୍ତି, ତେବେ ରେଳ ପକ୍ଷରୁ କା-ର୍ଯ୍ୟାନୁ-ଷ୍ଠାନ ମଧ୍ୟ ନିଆଯାଇପାରେ।

ଯଦି ସେହି ଧରାପଡ଼ିଯାଏ ତେବେ ଆମକୁ ଜୋ-ରିମା-ନା ଦେବା ସହ ଜେ-ଲ ଦ-ଣ୍ଡ ମଧ୍ୟ ହୋଇପାରେ। ବର୍ତ୍ତମାନ ଆସନ୍ତୁ ଜାଣିବା ତାହା କେଉଁ ସବୁ ଜିନିଷ।

ଷ୍ଟୋଭ କିମ୍ବା ଗ୍ୟାସ୍ ସିଲିଣ୍ଡର:

ଭାରତୀୟ ରେଳର ନିୟମ ଆନୁସାରେ, ଟ୍ରେନରେ ଯାତ୍ରା ସମୟରେ ଆପଣ କୌଣସି ଷ୍ଟୋଭ କିମ୍ବା ଗ୍ୟାସ୍ ସିଲିଣ୍ଡର ନେଇ ପାରିବେ ନାହିଁ। କାରଣ ଏହା ରେଳ ବେଆଇନ୍ ଅଟେ।

ତେଣୁ ଆପଣ ଯଦି କୌଣସି ପ୍ରକାର ଗ୍ୟାସ ସିଲିଣ୍ଡର ନେଇ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ପ୍ରଥମେ ରେଳବାଇର ଅନୁମତି ଆଣନ୍ତୁ। କିନ୍ତୁ ଯଦି ଆପଣ ଭରା ହୋଇଥିବା ଗ୍ୟାସ ସିଲିଣ୍ଡର ନିଅନ୍ତି ଏବଂ ଧରାପଡନ୍ତି ତେବେ ଆପଣଙ୍କୁ ଜୋରିମାନା ସହ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ।

ଏସିଡ୍:

ଟ୍ରେନରେ ଏସିଡ୍ ବୋତଲ ନେବା ସମ୍ପୂର୍ଣ୍ଣ ନିଷେଧ ଅଟେ। ଯଦି ଜଣେ ଯାତ୍ରୀ ଏପରି କରିବାରେ ଧରାପଡ଼ନ୍ତି, ତେବେ ତାଙ୍କୁ ତୁରନ୍ତ ରେଳ ଆ-ଇନ ଅନୁଯାୟୀ ଗି-ରଫ କରାଯାଇପାରିବ। ଏହାସହ ସେହି ବ୍ୟକ୍ତିକୁ 1000 ଟଙ୍କା ଜୋରିମନା କିମ୍ବା ଏସିଡ୍ ବୋତଲ ନେଇଥିବାରୁ 3 ବର୍ଷ କା-ରାଦ-ଣ୍ଡ ହୋଇପାରେ। ତେଣୁ ଟ୍ରେନରେ ଏପରି ଭୁଲ କରନ୍ତୁ ନାହିଁ।

ବାଣ:

ଟ୍ରେନରେ ବାଣ ନେବା ସମ୍ପୂର୍ଣ୍ଣ ନି-ଷେଧ। ବାଣ ବିସ୍ଫୋ-ରଣରେ ଟ୍ରେନରେ ନି-ଆଁ ଲାଗି ପ୍ରାଣହାନି ଘଟିପାରେ। ଯଦି କୌଣସି ବ୍ୟକ୍ତି ଟ୍ରେନରେ ବା-ଣ ନେଉଥିବାର ଦେଖିବାକୁ ମିଳେ ତେବେ ତାଙ୍କ ବିରୋ-ଧରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇପାରିବ। ତାଙ୍କୁ ଜୋ-ରିମା-ନା ସହିତ ଜେ-ଲ ଦ-ଣ୍ଡ ମଧ୍ୟ ଦିଆଯାଇପାରେ।

ମାର-ଣାଅ-ସ୍ତ୍ର:

ଟ୍ରେନରେ ଲାଇସେନ୍ସ ପ୍ରାପ୍ତ ମାର-ଣାସ୍ତ୍ର ବ୍ୟତୀତ ଅନ୍ୟ କୌଣସି ଅ-ସ୍ତ୍ରଶ-ସ୍ତ୍ର ନେବାକୁ ବାରଣ କରାଯାଇଛି। ଯଦି ଆପଣଙ୍କ ଠାରୁ କୌଣସି ମାର-ଣାସ୍ତ୍ର ବାହାରେ ତେବେ ରେଳବିଭାଗ ନିୟମ ଅନୁସାରେ ଆପଣଙ୍କ ବିରୋ-ଧରେ ମାମ-ଲା ଦାୟର କରି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଆପଣଙ୍କୁ ଜୋ-ରିମା-ନା ମଧ୍ୟ ଦେବାକୁ ପଡିବ।

odia sambada
Comments (0)
Add Comment