ଚାରି ଛୁଆଙ୍କୁ ଧରି କୂଅକୁ ଡେଇଁ ପଡ଼ିଲେ ମାଆ,କାରଣ ଜାଣିଲେ ଚକିତ ହୋଇଯିବେ ……..

କେମିତି ଏ ମା’ । ନିଜ ପିଲାଙ୍କୁ ଧରି ମ-ରିବା ପାଇଁ କୂଅକୁ ଡେଇଁପଡିଲେ ମହିଳା । ତା’ ପୁଣି ଜଣେ ନୁହେଁ ୪ ଜଣ ପିଲାଙ୍କୁ ଧରି କୂଅକୁ ଡେଇଁପଡିଥିଲେ । ଆଉ ଜଣେ ପିଲା ଏବଂ ମହିଳାଙ୍କୁ ଜୀବନ୍ତ ଉ-ଦ୍ଧାର କରାଯାଇଥିବା ବେଳେ ୩ ଜଣ ପିଲାଙ୍କର ମୃ-ତ୍ୟୁ ହୋଇଛି

ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଏଭଳି ହୃଦୟ ବିଦା-ରକ ଘ-ଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ଯୋଗୁଁ ୩୦ ବର୍ଷୀୟ ମହିଳା ଏପରି ପଦକ୍ଷେପ ନେଇଛନ୍ତି । ପୋଲିସ ଏହି ମାମ-ଲାର ଯାଞ୍ଚ କରୁଛି ।

ତେବେ ବନ୍ଧୁଗଣ ସୂଚନା ମୁତାବକ, ବୁରହାନପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୬୦ କିମି ଦୂର ବାଲନ୍ଦୀ ଗାଁରେ ଏଭଳି ଘ-ଟଣା ଘଟିଛି । ମହିଳା ଜଣକ ସ୍ୱାମୀଙ୍କ ସହିତ ପ୍ରେମ ଜନିତ ବ୍ୟାପାରକୁ ନେଇ ଝ-ଗଡା କରିବା ପରେ କୂଅକୁ ଡେଇଁପଡିଥିବା ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ସେ ନିଜର ୪ ପିଲାଙ୍କୁ ଧରି କୂଅକୁ ଡେଇଁ ପଡିଥିଲେ । ରା-ଗରେ କୂଅକୁ ଡେଇଁ ପଡିଥିବା ମହିଳା ଜଣକ ଭ-ୟଭୀ-ତ ହୋଇ କୂଅରେ ଝୁଲିଥିବା ରଶିକୁ ଧରିଦେଇଥିଲେ।

ତେବେ ଜଣେ ପିଲାକୁ ବଞ୍ଚାଇପାରିଥିବା ବେଳେ ଅନ୍ୟ ୩ ଜଣ ମୃ-ତ୍ୟୁବ-ରଣ କରିଥିଲେ । ମୃତ-କଙ୍କ ମଧ୍ୟରେ ୧୮ ମାସର ପୁଅ, ୩ ବର୍ଷର ଝିଅ ଏବଂ ୫ ବର୍ଷର ଝିଅ ରହିଛନ୍ତି । ସେମାନଙ୍କୁ ପ୍ରମିଳା ରାଗରେ କୂଅ ଭିତରକୁ ଠେଲି ଦେଇଥିଲେ । ଏହାପରେ ନିଜେ ମଧ୍ୟ ଡେଇଁ ପଡ଼ିଥିଲେ । ହେଲେ କୂଅ ଭିତରେ ତାଙ୍କୁ ଡର ଲାଗିଥିଲା ।

ସେ ପ୍ରାଣ ବିକଳରେ କୂଅରେ ପଡ଼ିଥିବା ଦଉଡ଼ିକୁ ଧରି ପକାଇଥିଲେ । ଶେଷରେ ଉକ୍ତ ଦଉଡ଼ି ଦ୍ୱାରା ନିଜର ୭ ବର୍ଷର ବଡ଼ ଝିଅକୁ ସାଙ୍ଗରେ ଧରି ଉପରକୁ ଉଠି ଆସିଥିଲେ । କିନ୍ତୁ ଅନ୍ୟ ଦୁଇ ଝିଅ ଓ ୧୮ ମାସର ପୁଅକୁ ଆଣିବାକୁ ସକ୍ଷମ ହୋଇ ନଥିଲେ । ମହିଳା ଜଣକ ୭ ବର୍ଷର ଝିଅଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।

ଖବର ପାଇ ପୁ-ଲିସ୍‌ ଘଟ-ଣାସ୍ଥ-ଳରେ ପହଞ୍ଚିବା ସହ କୂଅ ଭିତରୁ ୩ ପିଲାଙ୍କ ମୃ-ତଦେ-ହକୁ ଉ-ଦ୍ଧାର କରିଥିଲା ।ମୃତ-କଙ୍କୁ ପୋ-ଷ୍ଟମ-ର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଛି ପୋ-ଲିସ । ଏଥିସହ ପ୍ରମିଳା ଓ ତାଙ୍କ ବଡ଼ ଝିଅଙ୍କୁ ହସ୍ପିଟାଲ ପଠାଇଥିଲା । ସେମାନେ ସଂପୂର୍ଣ୍ଣ ସୁସ୍ଥ ଥିବା ପୁ-ଲିସ୍‌ କହିଛି । ଏବେ ପୁ-ଲିସ୍‌ ଗୋଟିଏ ମାମ-ଲା ରୁଜୁ କରି ଘଟ-ଣାର ତ-ଦନ୍ତ ଜାରି ରଖିଛି ।

odia sambada
Comments (0)
Add Comment