ସୈତାନ ମାଆର କୁକ-ର୍ମ : ଜନ୍ମ ଦେବାର କିଛି ସମୟ ପରେ ସାଢ଼େ ଚାରି ଲକ୍ଷ ଟଙ୍କାରେ ପିଲାକୁ ବିକିଦେଲା ମାଆ

ଦୁନିଆରେ ମାଆ ହେଉଛି ଏପରି ଏକ ଶବ୍ଦ ଯାହାର ତୁଳନା ନାହିଁ। ପିଲାଟିକୁ ଗ-ର୍ଭରେ ଧାରଣ କରିବା ସହ ଅନେକ କଷ୍ଟ ସହି ନିଜର ସନ୍ତାନକୁ ଜନ୍ମ ଦେଇଥାଏ ଏଇ ମାଆ। ତାପରେ ତାକୁ ଲାଳନପାଳନ କରି ଦୁନିଆ ଆଗରେ ଭଲ ମଣିଷଟିଏ କରି ଛିଡ଼ା କରାଇଥାଏ ଏହି ମାଆ।

କିନ୍ତୁ ଏହିପରି ଜଣେ ମମତାମୟୀ ମାଆ ଆଜି ନି-ର୍ଦ୍ଦୟ ପାଲଟିଯାଇଛି। ଶିଶୁକୁ ଅନ୍ତଫାଡ଼ି ଜନ୍ମ ଦେବାପରେ କିଛି ଟଙ୍କା ପାଇଁ ବିକ୍ରି କରିଦେଇଛି। ବୋଧହୁଏ ଦାରିଦ୍ର୍ୟ ଆଗରେ ହାର୍‌ ମାନିଛି ମମତା। ଶିଶୁଟିକୁ ଜନ୍ମ ଦେବାର ମାତ୍ର କିଛି ମିନିଟ୍‌ ପରେ ସାଢେ 4ଲକ୍ଷ ଟଙ୍କାରେ ବିକ୍ରି କରିଛି ଜନ୍ମକଲା ମାଆ।

ଏପରି ଏକ ଘ-ଟଣା ସାମ୍ନାକୁ ଆସିବା ପରେ ଅଭି-ଯୁକ୍ତ ମାଆକୁ ପୋ-ଲିସ ଗି-ରଫ କରିଛି। କେବଳ ସେତିକି ନୁହେଁ ଶିଶୁଟିର ମାଆ ସହିତ ଅନ୍ୟ 11 ଜଣଙ୍କୁ ମଧ୍ୟ ଏହି ମାମ-ଲାରେ ପୋ-ଲିସ ଗି-ରଫ କରିଥିବା ସୂଚନା ମିଳିଛି। ତେବେ କାହିଁକି ଉକ୍ତ ମାଆଟି ଏପରି ଏକ ଅମା-ନବୀୟ ଘ-ଟଣା ଘଟାଇଲେ ତାକୁ ନେଇ ପୋ-ଲିସ ପଚ-ରାଉ-ଚରା କରୁଛି।

ସୂଚନା ଅନୁସାରେ ଗତକାଲି ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାରେ ଏପରି ଏକ ଅଭା-ବନୀୟ ଘ-ଟଣା ଘଟିଛି। ତେବେ ପିଲା ବିକିଦେବାର ଘଟ-ଣାକୁ ନେଇ ଅଭି-ଯୋଗ ହେବା ପରେ ଚତ୍ରାର ଡେପୁଟି କମିଶନର ଅବୁ ଇମ୍ରାନ୍‌ ପ୍ରତି-କ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଅଭି-ଯୁକ୍ତ ମାଆକୁ ପୋ-ଲିସ ଗି-ରଫ କରିଛି।

ଏହି ଘଟ-ଣାରେ ମୋଟ୍‌ 11 ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୋ-ଲିସ ସେମାନଙ୍କୁ ଗି-ରଫ କରିଛି। ଗି-ରଫ ସମୟରେ ଅଭି-ଯୁକ୍ତ ମାଆ ନିକଟରୁ ନଗଦ 1 ଲକ୍ଷ ଟଙ୍କା ଜବ-ତ ହୋଇଛି। ବାକି ଟଙ୍କା ଏହି କିଣାବିକାରେ ମଧ୍ୟସ୍ଥି କାମ କରିଥିବା ଲୋକମାନେ ନେଇଯାଇଥିବା ଜଣାପଡ଼ିଛି। ତେବେ କାହିଁକି ଉକ୍ତ ମାଆଟି ଏପରି ଏକ ଅଭା-ବନୀୟ ଘ-ଟଣା ଘଟାଇଲେ ତାକୁ ନେଇ ଜୋରଦାର ତ-ଦନ୍ତ କରୁଛି ପୋ-ଲିସ। ପ୍ରକୃତ ସତ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

odia sambada
Comments (0)
Add Comment