ଏବେ ବାହାଘର ପାଇଁ EPF ରୁ ଟଙ୍କା ଉଠାଇବା ହେବ ଆହୁରି ସହଜ,କିନ୍ତୁ ମାନିବାକୁ ପଡିବ ଏହିସବୁ ସର୍ତ୍ତ

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁଗଣ ଆଜି କାଲି ସରକାର ଲୋକମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି।ସେଗୁଡିକ ମଧ୍ୟରୁ EPFO ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଯାହାଫଳରେ ଲୋକେ ମନେ ବିଭିନ୍ନ ସୁବିଧା ସୁଯୋଗ ଲାଭ କରିଛନ୍ତି।

ଜଣେ ସରକାରୀ କର୍ମଚାରୀଙ୍କ ବଡ଼ ପୁଞ୍ଜି ହେଉଛି EPFO। ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ପେନସନ ପାଇବାର ଭଲ ମାଧ୍ୟମ ହେଇଥାଏ ପ୍ରୋଭିଡେଣ୍ଟ ଫଣ୍ଡ।କାହିକି ନା ଏହି ଫଣ୍ଡ ପାଇଁ ଆପଣଙ୍କୁ ଗୋଟେ ଟଙ୍କା ବି ଖର୍ଚ୍ଚ କରିବାକୁ ପଡିବ ନାହିଁ।ଆପଣ ଯେଉଁ ସଂସ୍ଥା ପାଇଁ କାର୍ଯ୍ୟ କରୁଥିବେ ତରଫରୁ ଆପଣଙ୍କ ପେନସନ ପାଇଁ ଟଙ୍କା ରଖାଯାଏ। କାରଣ ଅପଙ୍କର ଯେଉଁ ୧୨ପ୍ରତିଶତ ତାଙ୍କ EPF କରିଥାଏ ତାହା ଜମା ହେଇ ରହିଥାଏ।

ସେହିପରି ଯେଉଁ କମ୍ପାନୀ ୧୨ ପ୍ରତିଶତ EPF କାଟିଥାଏ ତାହା ପେନସନ ଖାତାରେ ଜମା ହେଇଥାଏ।କିନ୍ତୁ ଏହା ସମସ୍ତ ଜମାକାରୀଙ୍କୁ ମିଳିନଥାଏ।ଏଥିପାଇଁ କିଛି ନିୟମାବଳୀ ରହିଛି।ଏହି EPFO ସରକାରୀ କର୍ମଚାରୀଙ୍କ ବଡ଼ ପୁଞ୍ଜି ଅଟେ।ଯାହା ତାଙ୍କୁ ଏହା ବଡ଼ ଆର୍ଥିକ ସାହାଯ୍ୟ କରିଥାଏ।ତେବେ ଚଳିତ ବର୍ଷ ସରକାର ୮.୫ପ୍ରତିଶତ ସୁଧ ହାର ସ୍ଥିର କରିଛନ୍ତି।ଆଉ ଏହି ଟଙ୍କା ଆପଣଙ୍କ ଦରକାର ସମୟରେ ଉଠାଇ ପାରିବେ ବୋଲି କୁହାଯାଇଛି।

ଆପଣ EPFO ରୁ ବାହାଘର ପାଇଁ ଅଗ୍ରୀମ ପାଇଁ ମଧ୍ୟ ଟଙ୍କା ଉଠାଇ ପାରିବେ।ଦିଆଯାଇଥିବା ନିୟମାବଳୀ ଅନୁସାରେ EPF ପ୍ରତ୍ୟାହାର ନିୟମାବଳୀ ଅନୁସାରେ ଟଙ୍କା ଉଠାଇ ପାରିବେ।ହେଲେ ଏଥିପାଇଁ କିଛି ନୀୟାମବଳି ରହିଛି।ଏହା ଅନୁସାରେ EPF ଆକାଉଣ୍ଟ ଧାରି EPF ଅଧିକାରୀଙ୍କ ସହ ପରାମର୍ଶ ଅନୁସାରେ ଏ ନେଇ ପଦକ୍ଷେପ ନେଇ ପାରିବେ।ସେମାନେ ମୋଟ ପାଣ୍ଠିର ୫୦ ପ୍ରତିଶତ ପ୍ରତ୍ୟାହାର କରିପାରିବେ।

odia sambada
Comments (0)
Add Comment