କବାଟ ଭାଙ୍ଗି ଇମ୍ରାନ୍‌ ଖାନ୍‌ଙ୍କ ଘରେ ପଶିଲା ପୋ-ଲିସ୍‌, ସମର୍ଥକଙ୍କୁ ଗୋଡେଇ ଗୋଡେଇ ମା-ଡ।

ତୋଷଖାନା ଦୁର୍ନୀତି ମାମ-ଲାରେ ପାକିସ୍ତାନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ସଙ୍କଟର ବାଦଲ ମାଡ଼ିଯାଇଛି। ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି କି ଇମ୍ରାନ ଖାନ ଜେଲ ଯିବେ ନା ଛାଡ଼ ପାଇବେ ? ଏନେଇ ଅନିଶ୍ଚିତତା ଜାରି ରହିଛି ।

ପୂର୍ବରୁ ଇମ୍ରାନ ଖାନ ପାକିସ୍ତାନ କ୍ରିକେଟ ଟିମର ଦୃତ ବଳର ଥିଲେ ଏବଂ ସେଥିପାଇଁ ସେ ନିଜ ନାମରେ ଅନେକ କିର୍ତ୍ତିମାନ ମଧ୍ୟ କରିଛନ୍ତି।ସେ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ସେ ରାଜନୀତିରେ ପାଦ ଦେଇଥିଲେ କିନ୍ତୁ ସେବେଠାରୁ ସେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି।

କିନ୍ତୁ ଲୋକମାନେ ତାଙ୍କ ଶାସନକୁ ନେଇ ଅନେକ ଗୁଜବ କରୁଛନ୍ତି ଏବଂ ତାଙ୍କ ଦ୍ଵାରା ପ୍ରସ୍ତୁତ ନିୟମକୁ କେହି ମାନି ନାହାଁନ୍ତି।ଏବେ ତୋଷଖାନା ଦୁର୍ନୀତି ମାମ-ଲାରେ ଆଜି ଇମ୍ରାନ୍‌ ଖାନ୍ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ସମୟରେ ତାଙ୍କ କାରକୁ ଇସଲାମାବାଦ ଟୋଲ ପ୍ଲାଜା ନିକଟରେ ଅଟକାଇ ଦିଆଯାଇଛି ।

ଅନ୍ୟପକ୍ଷରେ ଇମ୍ରାନ ଖାନ ଇସଲାମାବାଦ ଅଭିମୁଖେ ବାହାରିଗଲା ପରେ ପୋ-ଲିସ ତାଙ୍କ ଲାହୋର ବାସଭବନ ଭିତରକୁ କବାଟ ଭାଙ୍ଗି ପଶିଛି ଏବଂ ତାଙ୍କ ବିରୋ-ଧରେ କିଛି ପ୍ରମାଣ ମିଳିବ ଆଶାରେ ଏମିତି କରାଯାଇଛି ।ଇମ୍ରାନ ନଥିବା ଅବସ୍ଥାରେ ବୁଲଡୋଜର ବ୍ୟବହାର ଦ୍ଵାରା କବାଟ ଭଙ୍ଗା ଯାଇଛି ।

ତେବେ ଏହି ସମୟରେ ପୋ-ଲିସ ଏବଂ ପିଟିଆଇ କର୍ମୀଙ୍କ ମଧ୍ୟରେ ପ୍ରବଳ ସଂ-ଘର୍ଷ ମଧ୍ୟ ହୋଇଛି ।ଇସଲାମାବାଦ ଯିବାବେଳେ ଇମ୍ରାନ ଖାନ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ଭିଡିଓରେ ଇମ୍ରାନ ଖାନ କହିଛନ୍ତି, ମୁଁ ଇସଲାମାବାଦରେ ପହଞ୍ଚିବା ପରେ ସେ ମୋତେ ଗି-ରଫ କରିନେବେ । ମୋର ଗି-ରଫ ‘ଲଣ୍ଡନ ଯୋଜନା’ର ଏକ ଅଂଶ ।

ନୱାଜ ସରିଫଙ୍କ ନିର୍ଦ୍ଦେଶରେ ମୋତେ ଗି-ରଫ କରାଯାଉଛି ବୋଲି ସେ କହିଛନ୍ତି ଯିଏ ଇମ୍ରାନ ଙ୍କ ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ଥିଲେ।ଏପଟେ ଇମ୍ରାନଙ୍କ ଲାହୋର ଘର ବାହାରେ ସ୍ଥିତି ବେଶ୍‌ ଉତ୍ତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ଜମାନ ପାର୍କ ଘରର ଛାତରୁ ପୋ-ଲିସ ଉପରେ ଗୁ-ଳି କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଆଜି ଅଳ୍ପକେ ବର୍ତ୍ତି ଯାଇଛନ୍ତି ଇମ୍ରାନ ଖାନ୍। ତାଙ୍କ କାର୍‌କେଡ୍‌ରେ ସାମିଲ ହୋଇଥିବା ଗାଡ଼ି ଦୁର୍ଘ-ଟଣାଗ୍ରସ୍ତ ହୋଇଛି । ପରସ୍ପର ମଧ୍ୟରେ ଧ-କ୍କା ହୋଇଛି କାର୍ । ଏହି ଦୁର୍ଘ-ଟଣାରେ ତିନି ଜଣ ଆ-ହତ ହୋଇଛନ୍ତି । ତେବେ ଇମ୍ରାନ ଖାନ୍ ସୁର-କ୍ଷିତ ଥିବା କୁହାଯାଉଛି । ତାଙ୍କ ଗାଡିର ମଧ୍ୟ କୌଣସି କ୍ଷ-ତି ହୋଇନାହିଁ ।

ସୂଚନାଯୋଗ୍ୟ ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ଥିବା ବେଳେ ବିଦେଶରୁ ପାଇଥିବା ପ୍ରାୟ ସାଢ଼େ ୧୪ କୋଟି ଟଙ୍କାର ଉପହାରକୁ ତୋଷଖାନାରୁ ମାତ୍ର ୨ କୋଟି ୧୫ ଲକ୍ଷ ଟଙ୍କା ବିନିମୟରେ କିଣିଥିବା ଅଭି-ଯୋଗ ହୋଇଛି ।ତେବେ ଏହି ତୋଷଖାନା ଦୁର୍ନୀତି ମାମ-ଲାରେ ଇମ୍ରାନ୍ ଖାନଙ୍କୁ ଗି-ରଫ କରିବାକୁ ଯାଇ ବାରମ୍ବାର ନାକେଦମ୍ ହେଉଛି ପାକିସ୍ତାନ ପୋ-ଲିସ ।

ଗତଥର ଇମ୍ରାନ୍ ପାଚେରୀ ଡେଇଁ ଲୁ-ଚି ପଳାଇବାରୁ ପୋଲି-ସକୁ ଖାଲି ହାତରେ ଫେରିବାକୁ ପଡ଼ିଥିବା ଚର୍ଚ୍ଚା ହୋଇଥିଲା । ଇମ୍ରାନଙ୍କୁ ସୁର-କ୍ଷା ଦେବା ଲାଗି ଢାଲ ସାଜିଛନ୍ତି ତାଙ୍କର ହଜାର ହଜାର ସମର୍ଥକ। ଇମ୍ରାନଙ୍କୁ ଗି-ରଫ ହେବାରୁ ର-କ୍ଷା କରିବାରେ ଗିଲ୍ ଗିଟ୍-ବାଲିଚିସ୍ତାନ ଫୋର୍ସକୁ ବ୍ୟବହାର କରାଯାଉଥିବା ଅଭି-ଯୋଗ କରିଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ମାରିୟମ ଔରଙ୍ଗଜେବ୍ ।ପ୍ରକୃତରେ ଇମ୍ରାନ ଏଥିପାଇଁ ଦାୟୀ କି ତାଙ୍କୁ ଫସଜାଇଛି ତାହା ଜାଣିବାକୁ ବାକି ରହିଛି ।ଯଦି ଇମ୍ରାନ ଦୋ-ଷୀ ନୁହନ୍ତି ତାହେଲେ ସେ କାହିଁକି ବାରମ୍ବାର ପୋ-ଲିସ କୁ ଡରି ଲୁ-ଚି ପଳାଇ ଯାଉଛନ୍ତି।

odia sambada
Comments (0)
Add Comment