ଆଶାକର୍ମୀଙ୍କ ଜଘ-ନ୍ୟ କା-ଣ୍ଡ । ପ୍ରତି-ଶୋଧ ନେବା ପାଇଁ ଗର୍ଭ-ବତୀଙ୍କୁ ମେଡିକାଲ ନେବେ କହି ବାଟରେ ସ୍ବାମୀଙ୍କ ଦ୍ବାରା କରାଇଲେ ଦୁ-ଷ୍କର୍ମ, ନିଜେ କଲେ ଭିଡିଓ ।

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘ-ଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘ-ଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦନୀୟ ଅଟେ । ଲୋକମାନେ ଏମିତି ନିନ୍ଦ-ନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ର-ଭାବ ପକାଉଛି।ଆଜ୍ଞା ହଁ ଦର୍ଶକବନ୍ଧୁ ବର୍ତ୍ତମାନ ଆମ ସମାଜରେ ପ୍ରତିଦିନ ଏମିତି ଘଟ-ଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି ।

ମଣିଷ ଆଜି ଯେତିକି ଶିକ୍ଷିତ ହେଉଛ ସେ ସେତିକି ତଳକୁ ତଳକୁ ଖସି ଯାଉଛି । ଦିନକୁ ଦିନ ଦୁନିଆରେ ଅନ୍ୟା-ୟ ଅନିତି,ଦୁ-ର୍ନୀତି ଓ ଦୁ-ଷ୍କର୍ମ ପରି ଅନେକ ଭ-ୟଙ୍କର କା-ଣ୍ଡ ଘଟୁଛି । ମଣିଷ ନିଜର କିଛି ସମୟର ଖୁସି ପାଇଁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଆଉ ସେହି ସମୟରେ ସେ କଣ କରୁଛି ନିଜେ ବି ଜାଣିପାରୁନି । ବର୍ତ୍ତମାନ ସମୟରେ ସେଭଳି ଏକ ଲ-ଜ୍ୟାଜ-ନକ ଘ-ଟଣା ସମ୍ନାକୁ ଆସିଛି । ଆଜ୍ଞା ହଁ ଦର୍ଶକବନ୍ଧୁ ସ୍ୱାମୀଙ୍କ ଉପରେ ଥିଲା ରା-ଗ । ଆଉ ଏହି ରାଗ ସୁଝାଇବାକୁ ଗର୍ଭ-ବତୀ ପତ୍ନୀଙ୍କୁ ଦୁ-ଷ୍କର୍ମ । ଏଭଳି ଏକ ସ୍ପର୍ଶକାତର ଘ-ଟଣା ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥା-ନା ଅଂଚଳରେ ଘଟିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଆଳରେ ଅଭି-ଯୁକ୍ତ ୫ ମାସର ଗର୍ଭ-ବତୀ ଥିବା ପୀଡି-ତାଙ୍କୁ ଘରୁ ଡାକି ଆଣିଥିଲା । ଆଉ ପ୍ରତି-ଶୋଧ ନେବା ଲକ୍ଷ୍ୟରେ ବରଗାଁ ଛକରୁ ନବରଙ୍ଗପୁର ଅଭିମୁଖେ ପୀଡି-ତାଙ୍କୁ ଜୋ-ରଜବ-ରଦସ୍ତ ଗାଡିରେ ବସାଇ ନେଇ ଯାଇଥିଲା ଅଭି-ଯୁକ୍ତ । ଆଉ ଏହାପରେ ଅଭି-ଯୁକ୍ତ ନିଜ ମାଉସୀ ଘରକୁ ନେଇ ପୀଡି-ତାଙ୍କୁ ଦୁ-ଷ୍କର୍ମ କରିଥିଲା । ଆଉ ବନ୍ଧୁଗଣ ସବୁଠାରୁ ଆଶ୍ଚଯ୍ୟର ବିଷୟ ଯେ ଏଭଳି କୁକ-ର୍ମ କରିବାକୁ ଅଭି-ଯୁକ୍ତକୁ ଅଭି-ଯୁକ୍ତର ପତ୍ନୀ ହିଁ ପ୍ରବର୍ତ୍ତାଇଥିଲା । ଖାଲି ସେତିକି ନୁହେଁ ସ୍ୱାମୀ ଦୁ-ଷ୍କର୍ମ କରିବା ସମୟରେ ତାକୁ ମୋବାଇଲରେ ସ୍ତ୍ରୀ ରେ-କର୍ଡ କରିିଥିଲା ।

ପୋ-ଲିସ୍ ର ସୂଚନା ଅନୁସାରେ ଗତ ଫେବୃଆରୀ ୨୮ ତାରିଖରେ ଏହି ଜ-ଘନ୍ୟ ଘଟଣା ଘଟିଥିଲା । ସେହିପରି ପୀଡିତାଙ୍କୁ ଜୀବନରୁ ମା-ରିଦେ-ବାକୁ ମଧ୍ୟ ଧ-ମକ ଦିଆଯାଇଥିଲା । ଆଉ ଏହି ଘ-ଟଣା ପୀଡି-ତାଙ୍କୁ ଏତେ ମାନସିକ ଆ-ଘାତ ଦେଇଥିଲା ଯେ ଆ-ତ୍ମହ-ତ୍ୟା କରିବାକୁ ଉଦ୍ୟମ ସେ କରିଥିଲେ । କିନ୍ତୁ ସୌଭାଗ୍ୟବଶତଃ ଶ୍ୱଶୁର ଘର ପହଞ୍ଚି ଯିବାରୁ ପୀଡି-ତାଙ୍କ ଜୀବନ ବଞ୍ଚି ଯାଇଥିଲା । ଏନେଇ ଗତକାଲି ଖାତିଗୁଡା ଥା-ନାରେ ପୀଡି-ତା ଅଭି-ଯୋଗ ଦାଖଲ କରିଥିବା ବେଳେ ପୋ-ଲିସ୍ ଅଭି-ଯୁକ୍ତ ଓ ତାଙ୍କ ପତ୍ନୀଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି ।

odia sambada
Comments (0)
Add Comment