ପ୍ରଥମେ ରାସ୍ତାରେ ଉଲ-ଗ୍ନ ହୋଇ ଚାଲିଲେ, ଆଉ ପଚାରିବାରୁ କହିଲେ ମୁଁ ଅନ୍ୟ ଗ୍ରହରୁ ଆସିଛି….ଆଉ ତା ପରେ …..

ଆପଣ ଅମିର ଖାନଙ୍କର PK ଫିଲ୍ମ ତ ନିଶ୍ଚୟ ଜାଣିଥିବେ। ଯେଉଁଥିରେ ସେ ଉଲଗ୍ନ ହୋଇ ଅନ୍ୟଗ୍ରହରୁ ଆସିଛନ୍ତି ବୋଲି ଦର୍ଶାଇ ଥିଲେ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ପ୍ରକୃତ ଦୁନିଆରେ PK ଭଳି କେହି ଜଣେ ବ୍ୟକ୍ତି ରାସ୍ତାରେ ଉଲ-ଗ୍ନ ହୋଇ ଚାଲିବେ ଏବଂ ଆଉ ନିଜକୁ ଅନ୍ୟ ଗ୍ରହରୁ ଆସିଛି ବୋଲି ପରିଚୟ ଦେବେ।

ଆଜ୍ଞା ହଁ ଏହା ସତ। ରିଅଲ ଲାଇଫ୍‌ରେ ମଧ୍ୟ ଫ୍ଲୋରିଡାର ପାମ୍‌ ବିଚ୍‌କୁ ଲାଗି ରହିଥିବା ରାସ୍ତାରେ ଜଣେ ବ୍ୟକ୍ତି ଉଲ-ଗ୍ନ ହୋଇ ବୁଲୁଥିଲେ। ଆଉ ତାଙ୍କୁ ପଚାରିବାରୁ ସେ ନିଜକୁ ଅନ୍ୟ ଗ୍ରହରୁ ଆସିଥିବାର କହିଥିଲେ।

ଏହି ଘଟଣା ଗତ ମାର୍ଚ୍ଚ 8 ତାରିଖ ରାତି ପ୍ରାୟ 9.00 ରେ ଘଟିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ଉକ୍ତ ଉଲ-ଗ୍ନ ବ୍ୟକ୍ତିଙ୍କୁ ଦେଖିବା ପରେ ପୋଲି-ସକୁ ଖବର ଦେଇଥିଲେ।

ଖବର ପାଇ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ପଚ-ରାଉ-ଚରା କରିଥିଲା। ବ୍ୟକ୍ତି ଜଣକ କହିଥିଲେ ଯେ, “ମୁଁ ମୋର ଡ୍ରେସ କେଉଁଠି ଛାଡି ଦେଇଛି ତାହା ମୋର ମନେ ନାହିଁ” ଏପରିକି ସେ ନିଜର ପରିଚୟ ମଧ୍ୟ ଭୁଲି ଯାଇଥିବା କହିଥିଲେ।

ତେବେ ଅନେକ ପଚ-ରାଉ-ଚରା ପରେ ପୋ-ଲିସ ଜାଣିବାକୁ ପାଇଥିଲା ଯେ, ଉକ୍ତ ବ୍ୟକ୍ତିଙ୍କର ନାମ ଜସନ୍ ସ୍ମିଥ୍‌। ପୂର୍ବରୁ ଉଲ-ଗ୍ନ ହୋଇ ଅନ୍ୟଗ୍ରହରୁ ଆସିଛି ବୋଲି କହୁଥିବା ଏହି ବ୍ୟକ୍ତି ପରେ ସ୍ୱୀକାର କରିଥିଲେ ଯେ, ପଶ୍ଚିମ ପାମ୍ ବିଚ୍‌ ନିକଟରେ ସେ ବସବାସ କରନ୍ତି। ସ୍ମିଥ୍‌ଙ୍କ ନାମରେ ପୂର୍ବରୁ 3ଟି ଅପ-ରାଧିକ ମାମ-ଲା ମଧ୍ୟ ରହିଛି

odia sambada
Comments (0)
Add Comment