ବାଘ ଲାଙ୍ଗୁଡ଼ରେ କାଠି ମାରୁଥିଲା,ଆଉ ବାଘ ବୁଲିକି ଧରିଲା ବେକ,ଚାଲିଗଲା ସନ୍ତୋଷ…….

ଦର୍ଶକବନ୍ଧୁ ସୂଚନା ଅନୁସାରେ ଶୁଣିବାକୁ ମିଳିଛି ଏବଂ ଘଟିଛି ଏପରି ଏକ ସାଂଘା-ତିକ ଘ-ଟଣା । ଏହି ଘଟ-ଣାଟି ହେଉଛି ମଧ୍ୟପ୍ରଦେଶ ଖୋରଗନ ଜିଲ୍ଲାର ଜଣେ କୃଷକ ଏବଂ ତାଙ୍କ ନାମ ହେଉଛି ସନ୍ତୋଷ ସେ ବାଘର ଲାଙ୍ଗୁଡରେ ହାତ ମା-ରିଲେ ଏବଂ ତାଙ୍କୁ ଏହାର ବଦଳରେ ଦେବାକୁ ପଡିଲା ଜୀବନ ହଁ ଏହା ସତ୍ୟ ଅଟେ ।  ଜଙ୍ଗଲ ପାଖ ବିଲରେ ଶୋଇଥିଲା ବାଘ ଯେବେ ସେହି ବାଘକୁ ଜଣେ ଯୁବକ ଦେଖିଥିଲା ତାର ମନକୁ ଆସିଥିଲା । ଏହି ବିଷୟ ଯେ ବାଘକୁ ଛୁଇଁଲେ କଣ ହେବ ତାହାର ପ୍ରତି-କ୍ରିୟା

ଏହି ବିଷୟକୁ ମନରେ ଭାବି ଥିବା ଯୁବକଟି ନିଜର ମନରେ ଏହାକୁ ନ ରଖି ଏହାକୁ ସତରେ ଜାଣିବା ପାଇଁ ଧାଇଁ ଚାଲିଲା ବାଘ ପାଖକୁ, ବିଲରେ ଶୋଇଥିବା ବାଘ ପାଖକୁ ଯାଇ ବାଘ ଶୋଇଥିବା ସମୟରେ ତାର ଲାଞ୍ଜ କୁ କାଠି ମା-ରୁଥିଲେ ।ଶୋଇଥିବା ବାଘ ଯେତେ ବେଳେ ଦେଖିଲ ଯେ ତାହାର ଲାଞ୍ଜକୁ କିଏ କାଠ ମା-ରୁଛନ୍ତି । ସେତେବେଳେ ବାଘ ଦେଖାଇଲା ତାର ଅସଲି ଚେହେରା ପଲକ ରେ ସେ ଧରିପକେଇଲା ସନ୍ତୋଷର ବେକଟିକୁ ।

ସନ୍ତୋଷ ଯେତେ ଜୋରରେ ଚିଲେଇବାକୁ ଚାହିଲେ ମଧ୍ୟ ତାହାର ସ୍ଵର ବାହାରକୁ ଆସିଲା ନାହିଁ । କିନ୍ତୁ ଆଖ ପାଖରେ ଥିବା ଲୋକେ ଆସି ବାଘର ମୁହଁ ରୁ ଯୁବକକୁ ବଞ୍ଚାଇ ପାଖରେ ଥିବା ଚିକିତ୍ସା କ୍ଷେତ୍ର କୁ ନେଇକି ଯାଇଥିଲେ । ସେହି ଡାକ୍ତର ଖାନାରେ ହେଇଥିଲା ଯୁବକର ଚିକିତ୍ସା କିନ୍ତୁ ଶେଷରେ ତାଙ୍କୁ ହରାଇବାକୁ ପଡିଲା ତାଙ୍କର ଜୀବନ । ବାଘଟି ବିଲ ପାଖରେ ଥିବା କ୍ଷେତ ରେ ଶୋଇଥିଲା ତାଙ୍କୁ ଦେଖିଥିବା ୩୫ ବର୍ଷର ଯୁବକ ସନ୍ତୋଷ ଜଣେ କୃଷକ ଥିଲେ । ସେ ସବୁ ଦିନ କ୍ଷେତ କୁ ଆସନ୍ତି

ମାତ୍ର ସେ ଦିନ ସେ ସବୁ ଦିନ ଭଳି ଆସିଥିଲେ କିନ୍ତୁ ତାଙ୍କ ଚକ୍ଷୁ ଦେଖିଲା ବାଘ କୁ ଏବଂ ମନରେ ଆସିଥିବା ଏକ ଭୁଲ ଚିନ୍ତାକୁ ସେ ଲଗେଇଲେ କାର୍ଯ୍ୟ ରେ ଫଳରେ ସେ ଏହି ଗୁରୁବାର ଦିନ ଡାକ୍ତର ଖାନାରେ ଆଖି ବୁଜିଲେ । ତେଣୁ କୁହଯାଏ ଯେ ସାପର ଗାତରେ ଯେବେ କିଏ ଜାଣି ଜାଣି ହାତ ପଶେଇ ଥାଏ । ତା ଠାରୁ ବଡ ମୂର୍ଖ ଆଉ କିଏ ନଥାଏ । ସନ୍ତୋଷ ମଧ୍ୟ ଜାଣି କରିଲେ ଏହି ଭୁଲ ଯାହା ଫଳ ସ୍ୱରୂପ ତାଙ୍କୁ ଭୋଗିବାକୁ ପଡିଲା ଏହାର ଫଳ

odia sambada
Comments (0)
Add Comment